ମାଳିକା ଦେଲା ଭବିଷ୍ୟବାଣୀ ! ଆସିବ ପ୍ରଳୟ ଆଉ ଭାଙ୍ଗିଯିବ ହୀରୀକୁଦ ବନ୍ଧ…ଖାତାରେ ଲେଖିରଖନ୍ତୁ ତାରିଖ

ମାଳିକା ଦେଲା ଭବିଷ୍ୟ ବାଣୀ । ଭାଙ୍ଗି ଯିବ ହୀରା କୂଦ ନଦୀ ବନ୍ଧୁ । ଭାସି ଯିବ ଶହ ଶହ ପରିବାର । ଉଜୁଡି ଶହ ଶହ ପରିବାର । ଏହା ଭାଙ୍ଗିବା ପରେ ଓଡିଶାର 7 ଗୋଟି ଜିଲ୍ଲା ପୁରା ଜଳ ମଗ୍ନ ହୋଇ ଯିବ । ଆପଣ ମାନେ ଜାଣି ପାରିବେ ନାହିଁ ଏମିତି ଭାଙ୍ଗି ଯିବ ଆଉ ମାଡି ଆସିବ । ବନ୍ଧୁ ମାନେ ଏହି କଥା ଗୁଡିକ ଆମେ ଆପଣଂକୁ ମନରୁ କହୁ ନାହୁଁ । ଯାହା ଶହ ଶହ ବର୍ଷ ପୂର୍ବେ ମଳିକାରେ ବିଚାର ହୋଇଛି ଆମେ ତାହା କହୁଚୁ । ମାଳିକା ରେ ଆଜି ପର୍ଯ୍ୟନ୍ତ ଯାହା କହିଛି ତାହା ସବୁ ସତ ହେବାରେ ଲାଗିଛି । ଆପଣ ମାନେ 1999 ମସିହା ମହା ବାତ୍ୟା କଥା କୁହନ୍ତୁ ।

ମଳିକାରେ ଲେଖା ଥିଲା , କେହି ଜାଣି ପାରିବେ ନାହିଁ , ଏମିତି ଏକ ବାତ୍ୟା ଆସିବ ଯାହା ବହୁତ କ୍ଷୟ କ୍ଷତି କରି ଚାଲି ଯିବ । ସହ ସହ ବର୍ଷ ତଳେ ପାଞ୍ଚ ସଖା ମାନେ ଯାହା ଲେଖି ଯାଇ ଛନ୍ତି ତାହା କେବେ ମିଛ ହୋଇ ନାହିଁ କି ହେବ ନାହିଁ । ସେମାନେ ତାଳ ପତ୍ର ରେ ଲେଖି ଥିବା କଥା ଆଜି ସବୁ ସତରେ ପରିଣତ ହେବାକୁ ଯାଉଛି ।ତେବେ ଏହି ହୀରାକୁଦ 2024 ମସିହାରୁ 2026 ମସିହା ଭିତରେ ହେବାକୁ ଯାଉଛି । ଯାହା ମଳିକାରେ ଲେଖା ଯାଇଛି ସାତ ଦିନ ସାତ ରାତି ଅନ୍ଧାର ମଧ୍ୟ ହୋଇ ଯିବ । ତେବେ ଏହି ଅନ୍ଧାର ହେବା ଫୋଳରେ ମାଡି ଆସିବ ପାଣି । ଆଉ ତା ପରେ ସହ ସହ ଲୋକଙ୍କ ଜୀବନ ନେଇ ଯିବ । ସାତ ଗୋଟି ଜିଲ୍ଲା ବହୁତ କ୍ଷତି ହେବାକୁ ଯାଉଛି । ପୁଣି କୁହା ଯାଇଛି ଏହାର ସାତ ଦିନ ପୂର୍ବରୁ ଶ୍ରୀ ମନ୍ଦିର ର ନେତ ଖସି ଯାଇ ସମୁଦ୍ର ଗର୍ଭ ଯାଇ ପଡି ଯିବ । ଆପଣ ମାନେ ଭାବି ନ ଥିବେ ଏମିତି ହେବ ବୋଲି କିନ୍ତୁ ମଳିକାରେ ଯାହା ଲେଖା ଅଛି ତାହା ଆଜି ପର୍ଯ୍ୟନ୍ତ କେବେ ମିଛ ହୋଇ ନାହିଁ କି ହେବ ନାହିଁ ।

ଆପଣ ମାନେ ଜାଣି ଥିଲେ ନା କରନା ଆସିବ ବୋଲି । ମାଳିକା କହି ଥିଲା କରନା ଆସିବ ଆଉ ବହୁତ ଜୀବନ ନେଇ ଯିବ । ଏହାର ଉଦାହରଣ ଆପଣ ମାନଂକ ଆଗରେ ଅଛି । ମାଳିକା କହି ଥିଲା ଏମିତି ଏକ ଭାଇରସ ଆସିବ ଯାହା କି କେହି ତାକୁ ଭଲ କରି ପାରିବେ ନାହିଁ । କି ଏହି ରୋଗ କୁ ମଧ୍ୟ କେହି ଜାଣି ପାରିବେ ନାହିଁ । ତେବେ ଠିକ ସେହି ଭଳି ଏହି କଥା ଟି ମଧ୍ୟ ସତ ମାନି ନେବାକୁ ପଡିବ । ଆଉ ଅଳ୍ପ ଦିନ ଭିତରେ , ହୀରାକୂଦ ନଦୀ ବନ୍ଧ ଭାଙ୍ଗି ଯିବ ଆଉ ଏହାର ପ୍ରଭାବ ରେ ରେ 7 ଟି ଜିଲ୍ଲା ପାଣି ରେ ବୁଡି ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।