ମାଳିକା ରେ ଯାହା ସବୁ ଲେଖା ହୋଇଛି ତାହା ସବୁ ସତ ହେବାକୁ ବସି ଲାଣି । ମାଳିକା ରେ ଅଚ୍ୟୁତା ନନ୍ଦ ଯାହା ସବୁ ଲେଖି ଥିଲେ ତାହା ବର୍ତମାନ ସବୁ ସତ ହେବାକୁ ବସି ଲାଣି । ତେବେ ଆଜି ଆମେ ସୋସିଆଲ ମିଡିଆରେ କିଛି ଭାଇରାଲ ଭିଡିଓ ବିଷୟରେ କହିବା ପାଇଁ ଯାଉଛୁ । ତେବେ ବନ୍ଧୁ ମାନେ ଘଟଣା ଟି ହେଉଛି । ଶ୍ରୀମନ୍ଦିର ଚାରି ପାଖରେ 64 ଟି ସାଗୁଣା ଉଡୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ବନ୍ଧୁ ମାନେ ଘଟଣା ଯାହା ବି ହେଉନା କାହିଁକି ଏହି ସାଗୁଣା ଉଡିବା ଦ୍ୱାରା ବହୁତ କିଛି କ୍ଷତି ହେବାକୁ ଯାଉଛି । ତେବେ ବନ୍ଧୁ ମାନେ ଆସନ୍ତୁ ସେହି କ୍ଷତି ବିଷୟରେ ଜାଣିବା ।
ଏହି ସାଗୁଣା ଉଡିବାର ଦେଖି ଜଣେ ସାଧୁ ଯାହା କହି ଛନ୍ତି ତାହା ଆପଣ ଶୁଣିବା ପରେ ଆପଣ ମାନେ ଡରି ଯିବେ । ଏହି ସାଗୁଣା ଉଡିବାର ଦେଖି ଜଣେ ସାଧୁ କହିଲେ, ଏହି 2022 ରେ ମରୁଡି ଆସିବ । ଆଉ ଅଳ୍ପ ଦିନ ଭିତରେ ଓଡିଶାକୁ ମରୁଡି ଆସିବା ପାଇଁ ଯାଉଛି । ମରୁଡି ପରେ ଘୁମା ରଗ ଆସିବ ।
ତେବେ ଘୁମା ରଗ କହିଲେ ମଣିଷ ରାତିରେ ପୁରା ସୁସ୍ଥ ଥିବ କିନ୍ତୁ ସକାଳ ପାହିଲା ବେଳକୁ ସେ ଲୋକ ମରି ଯାଇ ଥିବ । ଏହି ଘୁମା ରୋଗରେ ଲକ୍ଷଣ କିଛି ହେଲେ ବି ନ ଥିବ । ଯେମିତି କରନା ଆସିଲା ଆଉ ବହୁତ ଲୋକଙ୍କୁ ମାରି ଦେଇ ଗୋଲା । ଠିକ ସେହି ପରି ଏହି ରୋଗ ଆସିବ ଆଉ ସମସ୍ତଙ୍କୁ ମାରି ଦେଵ । କରନା ଏକ ଭାଇରସ ଥିଲା କିନ୍ତୁ ଘୁମା ରୋଗ କୌଣସି ଭାଇରସ ନୁହେଁ । କରନା ରେ ଆପଣଙ୍କର ଲକ୍ଷଣ ଦେଖା ଯାଉ ଥିଲା କିନ୍ତୁ ଘୁମା ରୋଗରେ ଆପଣଙ୍କର କୋଣସି ଲକ୍ଷଣ ଦେଖା ଯିବ ନାହିଁ ।
ଏହି ରୋଗ ଟି ମଧ୍ୟ ମାଳିକା ରେ ଲେଖା ଅଛି । ଆଉ ଅଳ୍ପ ଦିନ ମଧ୍ୟରେ ଏହି ଘୁମା ରୋଗ ଟି ଆସିବ । ଯେମିତି ମଳିକାରେ ଲେଖା ଥିଲା କରନା ଆସିବ , ଠିକ ସେମିତି ଘୁମା ରୋଗ ମଧ୍ୟ ଆସିବ ବୋଲି ମାଳିକା ରେ କୁହା ଯାଇଛି । ଏହି ରୋଗ 2022 ବେଳକୁ ଆସି ଯିବ । ମଳିକାରେ କୁହା ଯାଇ ଥିଲା ଯେ । ଯେଉଁ ଦିନ ଶ୍ରୀ ମନ୍ଦିର ଚାରି ପଟେ ସାଗୁଣା ଉଡିବାର ଦୃଶ୍ୟ ଦେଖିବା ପାଇଁ ମିଳିବ । ସେହି ଦିନ ପାଖରୁ ଏହି ଘୁମା ରୋଗ ଆରମ୍ଭ ହୋଇ ଯିବ । ତେବେ ବନ୍ଧୁ ମାନେ ଏହି ରୋଗର ନିରାକରଣ କେବଳ ଭଗବାନ ହିଁ କରି ପାରିବେ । ବନ୍ଧୁ ମାନେ ଭଗବାନ ଙ୍କୁ ଡାକନ୍ତୁ ଏହି ରଗରୁ ମୁକ୍ତି ପାଇ ଯାଆନ୍ତୁ । ତେବେ ବନ୍ଧୁ ମାନେ ଏହା ଥିଲା ସେହି ମଳିକାରେ ଲେଖା । ଯାହା ମଳିକାରେ ଲେଖା ଥିଲା ଆମେ ସେହି ଗୁଡିକ କଥା କହୁଚୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।