ଦେଖନ୍ତୁ Shoking Vedio : ମହିଳାଙ୍କୁ ଗାଁ ରାସ୍ତାରେ ଉଲଗ୍ନ କରି ଗଡେଇ ଗଡେଇ ବାଡେଇବାର ଭିଡିଓ ହେଲା ଭାଇରାଲ….ଏଭଳି ଲୋକଙ୍କୁ କି ଦଣ୍ଡ ମିଳିବା ଉଚିତ୍

ମାନେ ଆପଣ ମାନେ ପ୍ରତେକ ଦିନ ସୋସିଆଲ ମିଡିଆରେ ବହୁତ କିଛି ଘଟଣା କୁ ଦେଖୁ ଥିବେ । କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ ଘଟଣା ଟି ଜଣାଇ ବାକୁ ଯାଉଛୁ , ତାହା ଆପଣ ଶୁଣିବା ପରେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇ ଯିବେ । ନାରୀ ଏ ଦୁନିଆ କୁ ଆସି ନ ଥିଲେ ଏ ସୃଷ୍ଟି ଆଉ ଆଗକୁ ଯାଇ ନଥାନ୍ତା । ଯୁଗେ ଯୁଗେ ନାରୀ ଅବହେଳିତ , ନିଷ୍ପେସିତ ତେଣୁ ସରକାରଙ୍କ ପକ୍ଷରୁ ତାଙ୍କୁ ବହୁତ କିଛି ସାହାର୍ଯ୍ୟ ମିଳି ଥାଏ । ସେଥି ପାଇଁ ସରକାର ମଧ୍ୟ ଏହି ନିୟମ କରି ଛନ୍ତି , ନାରୀ ମାନେ ସବୁ ଥିରେ ଆଗୁଆ ।

କିନ୍ତୁ ଆଜିର ସମାଜରେ ଜଣେ ମହିଳା ରାତିରେ ଏକା ବାଟ ଚାଲି ଯାଇ ପାରୁ ନାହିଁ । ଯେଉଁ ନାରୀ ରାସ୍ତା ରେ ଏକା ଚାଲି ଯାଉଛି । କାଲି ସେହି ନାରୀ ପେପର , ନିଉଜ ରେ ବାହାରୁଚି । କାରଣ କାଲି ସକାଳେ ସେ କେଉଁ ନର ରୂପୀ ରାକ୍ଷସ କବଳରେ ପଡି ଯାଉଛି । ତେବେ ଆଜି ଆମେ ଯେଉଁ ଘଟଣା ଟି କହିବା ପାଇଁ ଯାଉଛି । ତାହା ଆପଣ ଶୁଣିବା ପରେ ଆପଣଙ୍କ ଦେହ ଶୀତେଇ ଯିବ ।

ତେବେ ବନ୍ଧୁ ମାନେ ଘଟଣା ଟି ହେଉଛି , ଜଣେ ମହିଳା କୁ ଗାଁ ଦାଣ୍ଡ ରାସ୍ତା ରେ ଉଲଗ୍ନ ଅବସ୍ଥା ରେ ପିଟି ବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ଏହାର କାରଣ ଆପଣ ଜାଣିଛନ୍ତି । ତେବେ ମହିଳା ଟି ର ନାମ ସୁମତି ସରେନ । ତାଙ୍କର ବୟସ 32 ବୟସ । ସେ କେନ୍ଦ୍ରାପଡା ର ଜଣେ ପିଲା କୁ ବହୁତ ଭଲ ପାଇ ଥିଲେ । କିନ୍ତୁ ସୁମତି ଘର ବହୁତ ଗରିବ ଥିବା ହେତୁ , ସୁମତି ଙ୍କ ଶଶୁର ଓ ଶାଶୁ ଏହି ବାହାଘର ରେ ରାଜି ନ ଥିଲେ । କିନ୍ତୁ ସୁମତି ଙ୍କ ର ସ୍ୱାମୀ ଜର ଜବରଦସ୍ତ ସୁମତିଙ୍କୁ ବିବାହ କରି ଥିଲେ ।


ତେବେ ସୁମତି ଙ୍କର ବାପା କୌଣସି ଯୌତୁକ ଦେଇ ନ ଥିଲେ ।କିଛି ଦିନ ଗୋଲା ପରେ ସୁମତି ଙ୍କ ଶଶୁର ଘର ଲୋକ ତାଙ୍କୁ ଯୌତୁକ ମଗୁ ଥିଲେ । କିନ୍ତୁ ଯୌତୁକ ସେ ଦେଇ ନ ଥିଲେ । ଯାହା ଫୋଳରେ ତାଙ୍କ ଘରେ ବହୁତ ଝଗଡା ହୋଇ ଥିଲା । ପୁଣି ସୁମତି ଙ୍କ ସ୍ୱାମୀ ଙ୍କୁ କଳା ଯାଦୁ କରି ତାଙ୍କ ଶାଶୁ ଓ ଶଶୁର ତାଙ୍କ ପଟକୁ କରି ଦେଇ ଥିଲେ ।

ଅର୍ଥାତ ଏବେ ସୁମତି ଙ୍କ ଶାଶୁ ଓ ଶଶୁର ଯାହା କହୁ ଥିଲେ ସୁମତିଙ୍କ ସ୍ୱାମୀ ତାହା କରୁ ଥିଲେ । ତେବେ ଏହି କିଛି ଦିନ ତଳେ ତାଙ୍କୁ ଗାଁ ରାସ୍ତାରେ ତାଙ୍କ ଶାଶୁ ଓ ଶଶୁର ଓ ଗାଁ ଲୋକଙ୍କୁ ମୋତେଇ ତାଙ୍କୁ ଉଲଗ୍ନ ଅବସ୍ଥା ରେ ପିଟି ଥିଲେ । ସେ ଏବେ କେନ୍ଦ୍ରାପଡା ଡାକ୍ତର ଖାନା ରେ ପଡି ଛନ୍ତି । ସୁମତିଙ୍କ ବାପା ଥାନା ରେ ଅଭିଯୋଗ କରି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।