IAS Question :- ମହିଳା ମାନଙ୍କର ତାହା କେଉଁ ରୂପ ଯାହାକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ତା’ ସ୍ବାମୀ ନିଜେ ଦେଖିପାରେ ନାହିଁ ? ଦମ୍ ଅଛି ଯଦି ଉତ୍ତର ଦିଅ…

ବର୍ତ୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ତେବେ ଏହି ଭଳି ଅସୁବିଧା କୁ ଆଖି ଆଗରେ ରଖି ଏଠାରେ ଆପଣଙ୍କ ପାଇଁ ଏପରି କିଛି ପ୍ରଶ୍ନ ନେଇ ଆସିଛୁ ଯାହାକି ନିଶ୍ଚିତ ଭାବରେ ଆପଣଙ୍କୁ ଜୀବନରେ ସାହାଯ୍ୟ କରିବ। କାହିଁକି ନା ଯେଉଁ ସବୁ ପ୍ରଶ୍ନ ଆଜି ଆପଣ ପାଇଁ ଆମେ ଆଣୁଛୁ ସେହି ସବୁ ପ୍ରଶ୍ନ ‘ଆଇ ଏ ଏସ’ ସାକ୍ଷାତ କାର ରେ କିଛି ପଚରା ଯାଇଥିବା ପ୍ରଶ୍ନ ଅଟେ। ତେଣୁ ଏହି ସବୁ ପ୍ରଶ୍ନ ଆପଣଙ୍କ ଆଗାମୀ ଭବିଷ୍ୟତ ରେ ମଧ୍ୟ କାମରେ ନିଶ୍ଚିତ ଭାବରେ ଆସିବ ବୋଲି ଆମର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କଣ ସବୁ ପ୍ରଶ୍ନ ରହିଛି।

. ଏମିତି କଣ ଯାହାକୁ ଥରେ ହିଁ ଦେଖି ଆଉ କେବେବି ଦେଖି ହୁଏ ନାହିଁ। ଅନ୍ୟ କେହି ବି ତାକୁ ଦେଖି ପାରନ୍ତି ନାହିଁ ?
ଉତ୍ତର – ସ୍ବପ୍ନ

୨. ଏମିତି କେଉଁ କାମ ଯାହା କି ଆମେ ଯୁବାବସ୍ଥାରେ ଅଧିକ କରିଥାଉ ହେଲେ ବୁଢା ଅବସ୍ଥାରେ କରି ପାରି ନଥାଉ ?
ଉତ୍ତର- ଦୌଡ଼ିବା

୩. ଆପଣଙ୍କ ଭାଉଜ ଆପଣଙ୍କ ସାମ୍ନା ରେ ନିଜର ପୋଷାକ ବାହାର କରୁଛନ୍ତି ଆପଣ କଣ କରିବେ ?
ଉତ୍ତର- ସାକ୍ଷତ କାର ରେ ଜଣେ ଝିଅ କହିଥିଲେ କି ମୁ ତାଙ୍କୁ ସାହାଯ୍ୟ କରିବି କାହିଁକି ନା ସେ ଡ୍ରେସ ସୁଖାଉ ଥିବେ।

. କେଉଁ କାମ କୁ ଗୋଟେ ପୁଅ ଝିଅ ସହ କରି କରି ଥକି ଯାଇ ଥାଏ ହେଲେ ଝିଅ ଥକି ନଥାଏ ?
ଉତ୍ତର- ସପିଂ ବା ମାର୍କେଟିଙ୍ଗ, ଝିଅ ମାନେ କେବେବି ସପିଂ କରି ଥକନ୍ତି ନାହିଁ।

୫. ଏମିତି କେଉଁ ଅନୁଭୂତି ଯାହା କେହି କାହା କୁ କହି ପାରନ୍ତି ନାହିଁ ଏମିତି କି ଯାହା ସହ ହୁଏ ସିଏ ମଧ୍ୟ କେବେ କାହାକୁ କହିପାରେ ନାହିଁ ?
ଉତ୍ତର- ମୃତ୍ୟୁ, ମୃତ୍ୟୁ ର ଅନୁଭୂତି କେହି କାହାକୁ କହି ପାରେ ନାହିଁ ।

୬. ଏମିତି କେଉଁ ଜିନିଷ ଅଛି ଯାହା କି ଝିଅ ମାନଙ୍କୁ ଦବା ପୂର୍ବରୁ ପ୍ରଥମେ ତାଙ୍କ ପାଖରୁ ନିଆ ଯାଇଥାଏ ?
ଉତ୍ତର- ଫୋଟୋ, ଷ୍ଟୁଡିଓ ଵାଲା ଫୋଟୋ ଧୋଇକି ଦବା ଆଗରୁ ପ୍ରଥମେ ଫୋଟୋ ନେଇଥାଏ।

7. ମହିଳା ମାନଙ୍କର ତାହା କେଉଁ ରୂପ ଯାହାକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ତା’ ସ୍ବାମୀ ନିଜେ ଦେଖିପାରେ ନାହିଁ ?

ଉ- ବିଧବା ରୂପ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।