ମହିଳା ମାନଙ୍କର ହେଉଥିବା ମେନ୍ସ ବିଷୟରେ ଏମିତି କ’ଣ କହିଲେ ଅଭିନେତ୍ରୀ ଅର୍ଚ୍ଚିତା, ଯାହା ସୋସିଆଲ ମିଡିଆରେ ହେଉଛି ଭାଇରାଲ…

ତେବେ ସାଧାରଣ ରହି ଦୈନନ୍ଦିନ ଜୀବନ ରେ ଆମେ ନିହାତି ଭାବରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି | ଟିଭି ଏବଂ ମୋବାଇଲ ରେ ଲୋକ ମାନେ ଅନେକ ସିରିଏଲ ଏବଂ ଫିଲ୍ମ ଆଦି ଦେଖି ଥାଆନ୍ତି | ତେବେ ଫିଲ୍ମ ଆଦି ରେ ସେଲିବ୍ରେଟି ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହି ଥାଏ | ସମସ୍ତଙ୍କର ପ୍ରିୟ ର ଅଭିନେତ୍ରୀ ବା ଅଭିନେତା ରହି ଥାଆନ୍ତି ଯାହାଙ୍କର ଜୀବନ ଶୈଳୀ ବିଷୟ ରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରି ଥାଆନ୍ତି |

କାରଣ ସାଧାରଣ ଲୋକ ଙ୍କ ଠାରୁ ତାଙ୍କର ଜୀବନ ଶୈଳୀ ଟିକେ ଭିନ୍ନ ପ୍ରକାର ର ହୋଇ ଥାଏ | ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି, ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ଲୋକ ମାନଙ୍କର ଭଲ ପାଇବାକୁ ଜିଣି ପାରିଛନ୍ତି | ତାଙ୍କର ଆକ୍ଟିଙ୍ଗ ଏବଂ ତାଙ୍କର ଚୁଲବୁଲି ଚଳଣି କୁ ଦେଖି ପ୍ରାୟ ଦର୍ଶକ ତାଙ୍କର ଦିୱାନା ହୋଇ ଯାଆନ୍ତି | ତେବେ ସେ ସୋସିଆଲ ମିଡ଼ିଆ ସାମ୍ନା ରେ ଆସିଛନ୍ତି ଏବଂ ଝିଅଙ୍କ ମେନ୍ସ କୁ ନେଇ କିଛି କହିଛନ୍ତି ମଧ୍ୟ, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏକ ମହିଳା ର ବଡ଼ ସପ୍ନ ଥାଏ କି ସେ କେବେ ମା ହେବ ଏବଂ ମା ହେଲା ପରେ ସେ ସଂସାର ର ସବୁ ଖୁସି ପାଇ ଯାଇ ଥାଏ | ତେବେ ମା ହେବା ପାଇଁ ଏକ ମହିଳା ର ମେନ୍ସ ହେବା ନିହାତି ଜରୁରୀ, ଯଦି ଏକ ମହିଳା ର ମେନ୍ସ ହେବ ନାହିଁ ତେବେ ସେ କୌଣସି ଉପାୟ ରେ ମଧ୍ୟ ମା ହୋଇ ପାରିବ ନାହିଁ | ଏହି ମେନ୍ସ ଝିଅ ଙ୍କ 17 ବର୍ଷ ବୟସ ମଧ୍ୟରେ ଦେଖା ଯାଇ ଥାଇ ଏବଂ ଏଥିରେ କେହି କେହି ମୋଟା ହୋଇ ଯାଆନ୍ତି ତ କିଏ ପତଳା ହୋଇ ଯାଆନ୍ତି |

ତେବେ ଏହି ମେନ୍ସ ପରେ ଆମେ ଯଦି କାହା ସହିତ ଶାରୀରିକ ସମ୍ପର୍କ ରଖିବା ତେବେ ଆମେ ଗର୍ଭବତୀ ହୋଇ ଯିବା ଏଣୁ ବିବାହ ପୂର୍ବରୁ କେହି ଶାରୀରିକ ସମ୍ପର୍କ ରଖି ନଥାନ୍ତି | ଏହା ସହିତ ଏହି ମେନ୍ସ ହେଲେ ଠାକୁର ଙ୍କୁ ଛୁଇଁବା ମନା ହୋଇ ଥାଏ ଏବଂ ଠାକୁର ନିକଟଙ୍କୁ ମହିଳା ଯାଇ ନଥାନ୍ତି |ତେବେ ଏହି ମେନ୍ସ କୁ ନେଇ ଅଭିନେତ୍ରୀ ଅର୍ଚ୍ଚିତା କିଛି କହିଛନ୍ତି ତେବେ ଆସନ୍ତୁ ଜାଣିବା ଅର୍ଚ୍ଚିତା କଣ କହିଛନ୍ତି |

ତେବେ ଅର୍ଚ୍ଚିତା କହିଛନ୍ତି ଯେ, ମେନ୍ସ ହେଲେ ଆମେ ସୁରକ୍ଷିତ ରହିବା ଉଚିତ | ପ୍ରଥମେ ଏହା ହେଲେ କିଛି କଷ୍ଟ ଅନୁଭବ ହୋଇ ଥାଏ ଏବଂ ସାଧାରଣତଃ ଯୁବତୀ ମାନେ ଡରି ଯାଇ ଥାଆନ୍ତି, କିନ୍ତୁ ନ ଡରି ଏହି ସମ୍ପର୍କ ରେ ମା ଙ୍କୁ କହିବା ଉଚିତ | ଆଉ ଯଦି କହି ପାରୁ ନାହାଁନ୍ତି ତେବେ ୟୁଟ୍ୟୁବ ମାଧ୍ୟମ ରେ ଦେଖି ନେବା ଉଚିତ ଯେ ଆମକୁ କଣ କରିବାକୁ ପଡ଼ିବ | ଅର୍ଚ୍ଚିତା ଙ୍କର ଏଭଳି କଥା ପ୍ରାୟ ତାଙ୍କ ଦର୍ଶକ ମାନେ ପ୍ରଶଂସା କରିଛନ୍ତି ଏବଂ ଭିଡ଼ିଓ ଟି ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।