Viral Video : ଦେଖନ୍ତୁ ସଂସ୍କାରି ଝିଅ ପ୍ରକୃତି ମିଶ୍ରଙ୍କ ଅସଲି ସଂସ୍କାର,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି…..

ମଦ୍ୟପାନ ପାଇଁ କେତେ କେତେ ଲୋକଙ୍କ ଜୀବନ ଯାଉଛି ଏଇ ମଦ ଅନେକ ଘର ସଂସାରକୁ ଉଜାଡି ଦେଉଛି। ତେବେ ଏହି ମଦକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ମଦ କମ୍ପାନୀ ମ୍ୟାକ୍ ଡୋଲସ୍ ନଂ୧ ର ମଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କମ୍ପାନୀର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି।

ନିଜ ସୋସିଆଲ୍ ମିଡିଆରେ ସେ ଏକ ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ଓ ତାଙ୍କ ବନ୍ଧୁମଦ୍ୟପାନ ପାଇଁ କେତେ କେତେ ଲୋକଙ୍କ ଜୀବନ ଯାଉଛି ଏଇ ମଦ ଅନେକ ଘର ସଂସାରକୁ ଉଜାଡି ଦେଉଛି। ତେବେ ଏହି ମଦକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର।

 ମଦ କମ୍ପାନୀ ମ୍ୟାକ୍‌ ଡୋଲସ୍‌ ନଂ୧ ର ମଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କମ୍ପାନୀର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ନିଜ ସୋସିଆଲ୍ ମିଡିଆରେ ସେ ଏକ ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ସହ ମଦ ବୋତଲ ଓ ଗ୍ଲାସ ରହିଥିବା ଦେଖିବାକୁ ମିଳୁଛି।

ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି- “ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା।

ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍‌ ଡୋଲସ୍‌ ନଂ୧”। ତେବେ ପ୍ରକୃତି ମଦର ଏହି ବ୍ରାଣ୍ଡ ପାଇଁ ପ୍ରମୋସନ୍‌ କରୁଛନ୍ତି ନା ନିଜ ଆଡୁ ସେମିତି ଲେଖିଛନ୍ତି, ତାହା ଜଣାପଡିନାହିଁ। ତେବେ ପ୍ରକୃତିଙ୍କ ଏଭଳି ମଦ ଫଟୋକୁ ନେଇ ଲୋକମାନେ ପ୍ରକୃତିଙ୍କ ସହ ତାଙ୍କ ବାପା ମନ୍ମଥ ମିଶ୍ରଙ୍କର ମଧ୍ୟ ସମାଲୋଚନା କରିଛନ୍ତି।

ତେବେ ସେ ଏକ ହଲିଉଡ଼ ଗୀତ ରେ ଏକ କଳା ରଙ୍ଗର ଡ୍ରେସ୍ ରେ ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ ମଧ୍ୟ କରୁଛନ୍ତି। ତେବେ ତାଙ୍କର ଏହି ଡ୍ୟାନ୍ସ ରେ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଡ୍ୟାନ୍ସ ଏବଂ ଲୁକ୍ ରେ ମଧ୍ୟ ପାଗଳ ହୋଇଛନ୍ତି। ତେବେ ପ୍ରକୃତି ମିଶ୍ର ଇଟିଭି ଓଡ଼ିଆ ର ତୁଳସୀ ଧାରାବାହିକ ରେ ଅଭିନୟ ପରେ ଲୋକପ୍ରିୟତା ହାସଲ କରିଥିଲେ।

ପ୍ରକୃତିଙ୍କ ଏହା ପ୍ରକୃତି ଛଡା କାମ କହି ଲୋକେ ଟ୍ରଲ୍ କରିଛନ୍ତି। କମେଣ୍ଟରେ କିଛି ଲୋକ କହିଛନ୍ତି ‘ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇ ସର୍ବସମ୍ମୁଖରେ ଏମିତି ମଦର ପ୍ରଚାର କରିବା ଠିକ୍ ନୁହେଁ’। ବାପା ମନ୍ମଥ ମିଶ୍ରଙ୍କୁ ନେଇ କିଛି ଲୋକ କହିଛନ୍ତି ଯେ ‘ପ୍ରକୃତିଙ୍କର ବାପା ଭଜନ ଗାଉଛନ୍ତି ଆଉ ଝିଅ ମଦର ପ୍ରଚାର କରୁଛନ୍ତି ବୋଲି କହିଛନ୍ତି। ବାପା ମନ୍ମଥ ମିଶ୍ରଙ୍କର ନାଁ ପକେଇଦେଲେ ପ୍ରକୃତି’। ତେବେ ଏନେଇ ପ୍ରକୃତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସେ ନିଜେ ମଧ୍ୟ ମଦ ଖାଇ ନାଚୁଛନ୍ତୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।