live ଭିଡ଼ିଓ-ବିବାହ ବନ୍ଧନ ରେ ବାନ୍ଧି ହୋଇଗଲେ ,ଓଡ଼ିଶାର ସୁପରିଚିତ ଓଲିଉଡ ଜଗତର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ।

ଆସିଗଲା ମ୍ୟାରେଜ ସିଜୀନ ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ର ଅତି ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ତେବେ ଏହି କିଛି ଦିନ ତଳେ ତାଙ୍କର ରିଙ୍ଗ ସେରିମୋନି ହୋଇ ଥିବା ସମୟରେ ଆଜି ତାଙ୍କ ର ବିବାହ ହୋଇଛି । ତାଙ୍କ ପତ୍ନୀ ଦେଖିବା ପାଇଁ ଖୁବ ସୁନ୍ଦର । ଏହି ଭିଡିଓ ରେ ଦେଖା ଯାଉଚି ପ୍ରଜ୍ଞା ବହୁତ ଖୁସି ଅଛନ୍ତି । ପ୍ରଜ୍ଞା ଙ୍କର ବୟସ 28 ବୟସ ହୋଇ ଥିବା ସମୟରେ ତାଙ୍କ ପତ୍ନୀ ସୁଲୋଭା ଙ୍କ ର ବୟସ 25 ବୟସ ହୋଇ ଥିଲା ।

ତେବେ ପ୍ରଜ୍ଞା ଏହି ବିବାହ କୁ ବହୁତ ଅପେକ୍ଷା କରି ଥିଲେ ଆଉ ଶେଷରେ ତାଙ୍କର ଆଜି ବାହା ଘର ହୋଇ ଗଲା । ଏହି ଭିଡିଓ ରେ ବିବାହ ର ବରଯାତ୍ରୀ ର ଦୃଶ୍ୟ ଦେଖିବା ପାଇଁ ମିଳିଛି । କରନା କଟକଣା କୁ ମାନି ରାତ୍ରି ରେ ବିବାହ ନ କରି , ଦିନ ରେ ବିବାହ କରି ଛନ୍ତି ପ୍ରଜ୍ଞା ଖଟୁଆ । ତେବେ କରନା ପାଇଁ ରାତ୍ରି କର୍ଫ୍ୟୁ ଲାଗୁ ହୋଇ ଥିବା ରୁ ଡିଜେ ବଜେଇ ପ୍ରୋସେସନ କରି ଥିଲେ ।

ଏହି ବିବାହ ରେ ଦେଖିବା ପାଇଁ ମିଳି ଥିଲା ଡିଜେ ପ୍ରୋସେସନ । ପ୍ରିସେସନ ରେ ଦେଖିବା ପାଇଁ ମିଳି ଥିଲା ପପୁ ପମ ପମ ଙ୍କୁ ଓ ଅନ୍ୟ ଆକ୍ଟର ମାନକୁ ମଧ୍ୟ ଦେଖିବା ପାଇଁ ମିଳି ଥିଲା । ପ୍ରଜ୍ଞା ଜଣେ ହାସ୍ୟ ଅଭିନେତା ହୋଇ ଥିବା ବେଳେ ବହୁତ ଗୁଡିଏ ସେ ଫିଲିମ କରି ଛନ୍ତି । ଯୋଉ ଥିରେ ସେ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ପାଇ ଛନ୍ତି ।

ତାଙ୍କର ଗୋଟେ ଫିଲ୍ମ ବହୁତ ଲୋକ ପ୍ରିୟ ଥିଲା , ” ସୁନା ପିଲା ହେଲେ ଟିକେ ସ୍କୃ ଢିଲା “, ଏହି ଫିଲ୍ମ ରେ ସେ ବାବୁ ସାନ ଙ୍କୁ କଣ୍ଟ୍ରୋଲ କରୁ ଥିଲେ । କାରଣ ବାବୁ ସାନ ଥିଲେ ସୁନା ପିଲା କିନ୍ତୁ ତାଙ୍କର ହେଇ ଯାଇ ଥିଲା ସ୍କୃ ଢିଲା । ବାବୁ ସାନ କେବଳ ତାଙ୍କ କଥା କୁ ମାନୁ ଥିଲେ ଏହି ଫିଲ୍ମ ରେ ।

ସେ ମଧ୍ୟ MR ନୋନସେନ୍ସ ରେ ମଧ୍ୟ ମୁଖ୍ୟ ହାସ୍ୟ ଅଭିନେତା ଥିଲେ । ତାଙ୍କୁ ନନସେନ୍ସ ହେବାର ଦେଖିବା ପାଇଁ ମିଳୁ ଥିଲା । ତେବେ ଦେଖିବା ପାଇଁ ଗଲେ ଯିଏ ଦିନେ ସାରା ଓଡିଶା କୁ ହଂସାଉ ଥିଲେ । ସେ ଆଜି ବିବାହ ରେ ନିଜେ ହଂସୁ ଛନ୍ତି ।

ପ୍ରଜ୍ଞା ଏହି ବିବାହ ରେ ବହୁତ ଖୁସି ଅଛନ୍ତି । କାରଣ ତାଙ୍କର ହୋଇଛି ଲୋଭ ମ୍ୟାରେଜ । ସେ ଦୀର୍ଘ ଚାରି ବର୍ଷ ଧରି ତାଙ୍କ ପତ୍ନୀ ଙ୍କୁ ଭଲ ପାଉ ଥିଲେ । ଯାହା ଆଜି ତାଙ୍କର ବିବାହ ସଫଳ ହୋଇଛି । ତେବେ ତାଙ୍କର ବିବାହ ଲୋଭ ରୁ ଆରେଞ୍ଜ ମ୍ୟାରେଜ ହୋଇଛି । ଏମିତି ଲୋଭ ରୁ ଆରେଞ୍ଜ ମ୍ୟାରେଜ ହବା ଭଗ୍ୟ ରେ ଥିଲେ ମିଳେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।