ସାଧୁବାଣି -ଗାଧୋଇବା ସମୟରେ ଟିକିଏ ଲେମୁରସ ପାଣିରେ ପକେଇ ଗାଧୋଇବା ଦ୍ୱାରା ଭଲ ହୁଏ ଏହି ସବୁ ରୋଗ,ଜାଣନ୍ତୁ କେଉଁ ସବୁ ରୋଗ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

ଆଜି କାଲି ଦୁନିଆରେ ଅଧିକାଂଶ ଲୋକ ମାନେ ଚର୍ମ ରୋଗ ରେ ପୀଡିତ ହେଉ ଛନ୍ତି । କାରଣ ବହୁତ ସ୍ଥାନ ରେ ଦେଖିବା ପାଇଁ ମିଳେ ଯେ , କାହାର ଦେହ ହାତ କୁଣ୍ଡାଇ ହୋଇ ଥାଏ ତ କାହାର ପୁଣି ସବୁ ସମୟ ରେ ଗୋଡ଼ ହାତ ବ୍ୟଥା କରୁ ଥାଏ । ତେବେ ଏବେ ଏହି ରୋଗ ପାଇଁ ଆଉ ଡରନ୍ତୁ , ନାହିଁ କାରଣ ଆପଣ ମାନଙ୍କ ପାଇଁ ଆଜି ଆମେ ଏକ ଦେଶୀ ଚିକିସ୍ୟ ଆଣିଚୁ ।

ଯାହା ଆପଣ କଲେ ଆପଣଙ୍କ ଦେହରେ ସବୁ ଦିନ ପାଇଁ ଚର୍ମ ରୋଗ କୁଆଡେ ପଳେଇ ଯିବ। ସାଧାରଣ ଭାବରେ ଦେଖିବା ପାଇଁ ଗଲେ ଚର୍ମ ରୋଗ କଣ ପାଇଁ ହୋଇ ଥାଏ । ଚର୍ମ ରୋଗ କେବଳ ଦେହରେ ରକ୍ତ ଖରାପ ହୋଇ ଥିଲେ ଚର୍ମ ରୋଗ ହୋଇ ଥାଏ । ସେଥି ପାଇଁ ବଡ଼ ବଡ଼ ଡାକ୍ତର ମାନେ କହି ଥାନ୍ତି । ପ୍ରତେକ 6 ମାସକୁ ଥରେ ଆପଣ ରକ୍ତ ଦାନ କଲେ ଆପଣ ଙ୍କ ର ଚର୍ମ ରୋଗ କୁଆଡେ ପଳେଇ ଯିବ । ତେଣୁ ଆପଣ ମାନେ ଯଦି ଏହି ଚର୍ମ ରୋଗ ରେ ପୀଡିତ ଅଛନ୍ତି ।

ଯଦି ଆପଣଙ୍କ ଦେହ ଯାଦୁ କାଛୁ ଓ କୁଣ୍ଡିଆଣ ଦ୍ୱାରା ଦେହ ହାତ କୁଣ୍ଡାଇ ହେଉଛି , ତାହାଲେ ଆପଣ 6 ମାସ ରେ ଥରେ ରକ୍ତ ବଦଳେଇ ଦିଅନ୍ତୁ । ରକ୍ତ ଦେଇ ଦେଲେ ଆପଣଙ୍କ ର କୌଣସି କ୍ଷତି ହେବ ନାହିଁ । ବରଂ ପୁଣି ଥରେ ଆପଣ ଶରୀର ରେ ନୂଆ ରକ୍ତ ସୃଷ୍ଟି ହୋଇ ପାରିବ । ଏହା ପରେ ଆପଣ ଯଦି ସବୁ ସମୟ ରେ ଘରେ ବସି ରହୁ ଛନ୍ତି ତାହାଲେ ଆପଣ ଯୋଗ କରିବା ନିହାତି ଆବଶ୍ୟକ ।

 ଯଦି ଆପଣ ଘରେ କାମ କରୁଛନ୍ତି ତାହାଲେ ଠିକ ଅଛି ନଚେତ ସକାଳେ ଯୋଗ କରନ୍ତୁ । ଏଥିଲା ଚର୍ମ ରୋଗ , ଯାହା ଆପଣଙ୍କ ଦେହ ଭିତରୁ ସୃଷ୍ଟି ହେଉ ଥିଲା । ଏବେ ଆମେ ଜାଣିବା ବାହାର ପଟରେ ଆପଣଙ୍କ ର କେମିତି ଚର୍ମ ରୋଗ ହୋଇ ଥାଏ ଏବଂ କଣ କଲେ ଭଲ ହୋଇ ଯିବ ।

ବାହାରେ ବୁଲିବା ଦ୍ୱାରା ଆମ ଦେହ ସହିତ ବହୁତ ଜୀବାଣୁ ଆମ ଦେହ ସହିତ ସମ୍ପର୍କ ସ୍ଥାପନ କରି ଥାନ୍ତି , ଯାହା ଫୋଳରେ ଚର୍ମ ରୋଗ ହୋଇ ଥାଏ । ତେବେ ଆପଣ ଯଦି ପ୍ରତେକ ଦିନ ଗରମ ପାଣି ରେ ଲେମ୍ବୁ ରସ ପକେଇ ସ୍ନାନ କରିବେ ତାହାଲେ ଆପଣଙ୍କ ଦେହରେ କୌଣସି ଚର୍ମ ରୋଗ ହେବ ନାହିଁ ।

ଏହି କଥା ଟି ଜଣେ ପ୍ରବଚକ କହି ଛନ୍ତି । ତେବେ ଆପଣ ମାନେ ଯଦି ଚର୍ମ ରୋଗ ରେ ଆକ୍ରାନ୍ତ ହୋଇ ଛନ୍ତି ତାହାଲେ ଏହି ଘରଇ ଉପାୟ ଗୁଡିକ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ରୂପେ ଏହାର ଫୋଳ ପାଇ ଯିବେ । ତେବେ ଯେତେ ଦିନ ପର୍ଯ୍ୟନ୍ତ ଭଲ ହୋଇ ନାହିଁ , ସେତେ ଦିନ ପର୍ଯ୍ୟନ୍ତ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।