viral ଭିଡ଼ିଓ – ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ ଧରା ପଡିଲେ ଦୁଇ ଯୁବକ ଓ ଦୁଇ ମହିଳା ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଆଜି କାଲି ଦୁନିଆ ରେ କେହି କେବେ କାହାରିକୁ ଭଲ ପାଆନ୍ତି ନାହିଁ । କିନ୍ତୁ ମଣିଷ ଏତେ ଭୟଙ୍କର ଯେ ନିଜ ସ୍ୱାର୍ଥ ପାଇଁ ମଣିଷ ସବୁ କିଛି କରି ପାରେ ଆଜି କାଲି ଦୁନିଆ ରେ ପୁଅ ଝିଅ ମାନେ ନିଜ ଇଚ୍ଛା ରେ ପ୍ରେମ କରୁ ଛନ୍ତି ଓ ତା ପରେ ଦେହ ସମ୍ପର୍କ ରଖୁ ଛନ୍ତି । ତା ପରେ ରାତି ଚାଲି ଗଲା ପରେ କିଏ କାହା ସାଥି କୁ ଭୁଲି ଯାଉ ଛନ୍ତି । ପ୍ରେମ ଆଜି କାଲି ଗୋଟେ ବ୍ୟାପାର ହୋଇ ଗଲାଣି , ଯେଉଁ ବ୍ୟାପାର ରେ ନାରୀ ହେଉଛି ଦୋକାନ ଓ ପୁରୁଷ ହେଉଛି ଗରାଖ ।

ପଇସା ଦେଲେ ଜିନିଷ ନେବ ଏବଂ ତାକୁ ଉପଭୋଗ କରିବ । ତେବେ ଏମିତି ଏକ ଙ୍ଘଟଣା ଭୁବନେଶ୍ୱର ରେ ଦେଖିବା ପାଇଁ ମିଳିଛି ନାରୀ କୁ ଅନଲାଇନ ରେ ପଇସା ଦେଇ ସେକ୍ସ ଚାଲିଛି ଭଡା ଘରେ । ଘଟଣା ଟି ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ଟାଉନ ର ନବୀନ ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି । ତେବେ ଦୁଇ ଯୁବକ ଓ ଦୁଇ ନାରୀ ଗୋଟେ ଭଡ଼ା ଘରେ କରୁ ଥିଲେ ସେକ୍ସ ।

ତେବେ ଖବର ପାଇ ଭୁବନେଶ୍ୱର ଟାଉନ ଥାନା ସେଠକୁ ଯାଇ ଥିଲେ ଓ ସେଠାରେ ଦୁଇ ଯୁବକ କୁ ଉଦ୍ଧାର କରିବା ସହ ଦୁଇ ନାରୀ କୁ ମଧ୍ୟ ଉଦ୍ଧାର କରି ଥିଲେ । ତେବେ ଆଜିର ଦୁନିଆ ରେ କେବଳ ଦେହ ସମ୍ପର୍କ ପାଇଁ ସମ୍ପର୍କ ଗଢ଼ା ହେଉଛି ।

ଦେହ ସମ୍ପର୍କ ସରି ଗୋଲା ପରେ କେହି କାହାରିକୁ ଚିହିଁ ପାରୁ ନାହାନ୍ତି । ଆଜି ଯେଉଁ ମାନେ ଭଡା ଘରେ ଧାରା ପଡିଲେ ସେମାନେ ପ୍ରଥମେ ଫେସବୁକ ସାହାର୍ଯ୍ୟ ରେ ପ୍ରେମ କରୁ ଥିଲେ ।

ତା ପରେ ପ୍ରେମ ଅତି ନିବିଡ଼ ହେବା ପରେ ସେମାନେ ମୋବାଇଲ ନମ୍ବର ଦିଆ ନିଆ ହୋଇ ଥିଲେ ଆଉ କଥା ମଧ୍ୟ ହୋଇ ଥିଲେ । କିଛି ଦିନ କଥା ହେବା ପରେ ସେମାନେ ସେହି ଭଡା ଘର କୁ ଦୁଇ ଜଣ ଯାଇ ଥିଲେ ଆଉ ସେକ୍ସ ମଧ୍ୟ କରି ଥିଲେ ।

ସମ୍ପର୍କ ସେମାନଙ୍କ ର ଅଧିକ ନିବିଡ଼ ହେବାରୁ , ପୁଅ ପୁଅର ସାଙ୍ଗ କୁ ଝିଅ ଝିଅ ର ସାଙ୍ଗ କୁ ଠିକ କରି ଥିଲେ । ତେବେ ସେମାନେ ଏବେ 4 ଜଣ ହୋଇ ଯାଇ ଥିଲେ । ଚାରି ଜଣ ମିଶି ସେକ୍ସ କରିବା ପାଇଁ ଭଡା ଘରକୁ ଯାଇ ଥିଲେ ।

ଶେଷରେ ପୋଲିସ ଖବର ପାଇ ସେଠକୁ ଯାଇ ଥିଲା । ଆଉ ଏମାନଙ୍କୁ ଖଲମ ଖୋଲା ଧରି ଥିଲା । ତେଣୁ ଆପଣ ମାନେ ଏମିତି କିଛି କାମ କରନ୍ତୁ ନାହିଁ ଯୋଉଥି ପାଇଁ ଆପଣଙ୍କ ଘର ଲୋକ ଆପଣଙ୍କ ପାଇଁ ଦିନେ ଘରୁ ବାହାରି ପାରିବେ ନାହିଁ । ଆପଣଙ୍କ ପାଇଁ ତାଙ୍କ ର ମୁଣ୍ଡ ତଳକୁ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।