viral video-ଏମିତି ସାପ ଆପଣ କେବେ ହେଲେ ଦେଖି ନ ଥିବେ । ଉଦ୍ଧାର କଲା ବନ ବିଭାଗ । ଯାହା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆଜି ଆମେ ଆପଣଂକୁ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ସୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣ ମାନେ ବହୁତ ସାପ ଦେଖି ଥିବେ । କିନ୍ତୁ ସେଥି ମଧ୍ୟ ରୁ ନାଗ ହେଉଛି ଏକ ଅନ୍ୟତମ । କାରଣ ନାଗ ହେଇଚି ଶିଵ ଙ୍କର ଗୋଟେ ରୂପ । ତେବେ ଭଦ୍ରକ ରେ କିଛି ଘଟଣା ଦେଖିବା ପାଇଁ ମିଳିଛି । ଯାହା ଆଜି ଆମେ ଆପଣଂକୁ ଜଣାଇବା ପାଇଁ ଯାଉଛୁ । ଭଦ୍ରକ ଜିଲ୍ଲାର ଜଣେ ଗରିବ ଚାଷୀ ଘର ଭିତରେ କିଛି ସାପ ଦେଖିବା ପାଇଁ ମିଳି ଥିଲା । ଯାହା ସେହି ସାପ ଗୁଡିକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଥିଲା । ତେବେ ଘଟଣା ଟି ହେଉଛି ।

ତେବେ ପ୍ରଥମେ ସେହି ନାଗ ଗୁଡିକ ଜଣେ ଲୋକ ଦେଖିବା ପାଇଁ ପାଇ ଥିଲେ , ଆଉ ତା ପରେ ତାକୁ ମାରିବା ପାଇଁ ଚେଷ୍ଟା କରି ଥିଲେ । କିନ୍ତୁ ଲୋକଟି ସାପ ଟିକୁ ମାରି ପାରି ନ ଥିଲେ । ଯାହା ଫୋଳରେ ସାପ ଟିକୁ ସମ୍ପୂର୍ଣ୍ଣ ଦରମାର କରି ଦେଇ ଥିଲେ । କିନ୍ତୁ ସାପ ଟି ସେହି ଘର ଭିତରେ ଥିଲେ । କାଳେ ସାପ ଟି ତାର ବଦଲା ନେବ ସେଥି ପାଇଁ ଏମାନେ ଘରୁ ସବୁ ବାହାରି ଆସି ଥିଲେ ।

ଆଉ ତା ପରେ ବନ ବିଭାଗ କୁ ଡାକି ଥିଲେ । ବନ ବିଭାଗ ଆସି ସାପ ଟିକୁ ମାଟି ଭିତରୁ 3 ଟି ସାପ କୁ ଉଦ୍ଧାର କରି ଥିଲା । ଆଉ ତା ପରେ ତାଙ୍କୁ ପୂଜା କରି ବାରେ ଲାଗି ଥିଲା କାରଣ ସାପ ଗିଡିକ ଥିଲେ ନାଗ ଏବଂ ନାଗୁଣି ସେଥି ପାଇଁ ସେ ସେମାନଙ୍କୁ ପୂଜା କରିବାରେ ଲାଗି ଥିଲେ । ସେଠାରେ ଗାଁ ର ସବୁ ଲୋକ ରୁଣ୍ଡ ହୋଇ ଯାଇ ଥିଲେ । ଏବଂ ବହୁତ ମଧ୍ୟ ଏହି ସାପ ଗୁଡିକୁ ଭିଡିଓ କରି ବାରେ ଲାଗି ଥିଲେ ।

ତେବେ ସାପ ଟିର ଦେହରେ ଖଣ୍ଡିଆ ହୋଇ ଯାଇ ଥିଲା । ସେଥି ପାଇଁ ତାର ଟିକେ ଚିକିସ୍ୟା କରି ଥିଲେ । ତେବେ ସାପ ଟିର ଦେହ ଖଣ୍ଡିଆ ହୋଇ ଯାଇ ଥିଲା । କାରଣ ତା ଦେହରେ ମାଟି ପଡି ଥିଲା । ବନ ବିଭାଗ କିଛି ହଳଦୀ ଆଣି ଥିଲେ । ଆଉ ତାର କ୍ଷତ ସ୍ଥାନ ରେ ଲଗେଇ ଦେଇ ଥିଲେ । ଅଛି ସମୟ ପରେ ସେହି କ୍ଷତ ସ୍ଥାନ ରେ କନା ଗୁଡ଼ାଇ ଦେଇ ଥିଲେ ।

ପୁଣି ସାପ ଟିକୁ ଗାଧେଇ ଦେଇ ଥିଲେ । ଆଉ ତା ପରେ ସାପ ଟିକୁ ବୋତଲ ଭିତର କୁ ପୁରେଇ ଦେଇ ଥିଲେ ।। ଆଉ ତା ପରେ ଗାଁ ଲୋକ ସବୁ ସାପ ଟିକୁ ମିଣ୍ଡିଆ ମାରି ଥିଲେ । ଆଉ କହି ଥିଲେ ଆମର ଭୁଲ ହୋଇ ଯାଇଛି ଆମକୁ କ୍ଷମା କରି ଦିଅ । ନ ଜାଣି ଆମେ ଆପଣଂକ ଉପର କୁ ହାତ ଉଠାଇଛୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।