Ajira anuchinta – କେଉଁ ଦିନ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିଲେ ପୁତ୍ର ଜାତ ହୋଇଥାଏ ! ପୁତ୍ରସନ୍ତାନ ପାଇବା ପାଇଁ ଏମିତି କରନ୍ତୁ……

ଆଜି ଆମେ ଆପଣଂକୁ କିଛି ଆଧୁ ବାଣୀ ର କଥା କହିବା ପାଇଁ ଯାଉଛୁ ଯାହା ଆପଣଙ୍କ ର ବହୁତ କାମ ରେ ଆସି ପାରେ । ସାଧୁ ମାନେ ଯେଉଁ କଥା କହି ଥାନ୍ତି ତାହା ବେଦ ର ଗାର ହୋଇ ଥାଏ । ତେଣୁ ସାଧୁ ମାନଙ୍କ କଥା ଶୁଣିବା ନିହାତି ଆବଶ୍ୟକ । ବହୁତ ଲୋକ ମାନେ ବହୁ ଅସୁବିଧା ରେ ପଡି ଥାନ୍ତି ଆଉ କିଛି ଏମିତି ପଦକ୍ଷପ ନେଇ ଥାନ୍ତି ଯାହା ତାଙ୍କ ଜୀବନ ପୁରା ନର୍କ ହୋଇ ଯାଇ ଥାଏ । ତେବେ ଆଜି ଆସନ୍ତୁ ସେହି ସାଧୁ ମାନଙ୍କ ର କିଛି ମିଠା କଥା ଶୁଣିବା ଓ ତାକୁ କାମ ରେ ଲଗାଇବା ।

1, ଯଦି ସ୍ୱାମୀ ସ୍ତ୍ରୀ ଙ୍କର ସବୁ ସମୟ ରେ ଝଗଡା ହୋଇ ଥାଏ । ମନ ମାଳିନ ହୋଇ ଥାଏ । ତାହାଲେ ଗୋଟେ କଥା ମନେ ରଖନ୍ତୁ , ଯୋଡ଼େ ମୟୂର ପରୁ ଆଣନ୍ତୁ । ଆଉ ସେହି ମୟୁର ପଂଖୁ ଆଣି ବିବାହ ରେ ଯେଉଁ ଫୋଟ ଉଠାଇ ଥିବେ । ସେହି ଫୋଟ ପାଖରେ ରଖି ଦିଅନ୍ତୁ । ଦେଖିବେ ସ୍ୱାମୀ ସ୍ତ୍ରୀ ଙ୍କର ଝଗଡା ସମ୍ପୂର୍ଣ୍ଣ ଠିକ ହୋଇ ଯିବ ।

2, ପିଲାଙ୍କ ଜନ୍ମ ଦିନରେ କିଛି କରନ୍ତୁ ବା ନ କରନ୍ତୁ । ଖସା ତେଲ ଆଣି ଟିକେ ପିଲାଙ୍କ ଦେହ ରେ ମାଲିସ କରି ଦିଅନ୍ତୁ । ଆଉ ଖସା ମିଠା ପିଲାଙ୍କୁ ଜନ୍ମ ଦିନରେ ଖାଇବା ପାଇଁ ଦିଅନ୍ତୁ । ଦେଖିବେ ଆପଣଙ୍କ ପିଲା ଙ୍କର ଆର ବର୍ଷ ଜନ୍ମ ପର୍ଯ୍ୟନ୍ତ କିଛି ଅସୁବିଧା ହେବ ନାହିଁ । କାରଣ ଖସା ହେଉଛି ବିଘ୍ନ ବିନାସକ ।


3, ଯଦି ଆପଣ ଚାଂହୁ ଛନ୍ତି ଆପଣଙ୍କ ର ପୁତ୍ର ସନ୍ତାନ ଜାତ ହେଉ ବୋଲି ତାହାଲେ ଆପଣ ଏହି ଉପାୟ ଟିକୁ କରନ୍ତୁ । ଉପନିସେଦ ରେ ଲେଖା ଅଛି ଯେ ଯଦି ସ୍ତ୍ରୀ ର ଋତୁ ଶ୍ରାବ ହୋଇ ଥାଏ । ତେବେ ଆପଣ ଯଦି ସ୍ତ୍ରୀ ସହିତ ଚତୁର୍ଥ , ଷଷ୍ଠ ଓ ଅଷ୍ଟମ ଦିନରେ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖି ଥାନ୍ତି , ଓ ସ୍ତ୍ରୀ ପେଟ ରେ ପିଲା ରହି ଥାଏ । ତାହାଲେ ସେହି ପିଲାଟି ପୁତ୍ର ସନ୍ତାନ ଜନ୍ମ ହୋଇ ଥାଏ ।

4, ଜନ୍ମ ମାସ , ଜନ୍ମ ଦିନ ଓ ଜନ୍ମ ନକ୍ଷେତ୍ର ରେ କେବେ ପୁଅ ଝିଅ ଙ୍କର ବିବାହ କରନ୍ତୁ ନାହିଁ । ଏହା କ୍ଷତି କାରକ ଅଟେ । ପାଳନ କଲେ ଭଲ ହେବ ।

5, ପଞ୍ଚମ ରେ ପ୍ରତେକ ନାରୀ ମାନେ ଗାଧୋଇ ସାରିବା ପରେ , ସିନ୍ଦୁର ତ ଆପଣ ମାନେ ମୁଣ୍ଡ ରେ ମାରୁ ଛନ୍ତି । କିନ୍ତୁ ସିନ୍ଦୁର ମାରି ସାରିବା ପରେ ଯଦି ଆପଣ ଗଭା ରେ ଗୋଟେ ଧଳା ରଙ୍ଗ ର ଫୁଲ ଦେବେ ତାହାଲେ ଆପଣଙ୍କ ମନ ପବିତ୍ର ରହିବ । ଆପଣ କାହାରି ସହିତ ଝଗଡା କରିବା ପାଇଁ ମଧ୍ୟ ଚେଷ୍ଟା କରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।