viral video – ଛି..ଛି..ଏମିତି ବାପା କାହାକୁ ନ ମିଳୁ,୩ବର୍ଷ ଛୁଆକୁ ରାସ୍ତା କଡରେ ଚଡି ପଳେଇଗଲା ବାପା ଆଉ ତା ପରେ ଯାହା ହେଲା ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବର୍ତ୍ତମାନ ସମୟରେ ଗଣ ମାଧ୍ୟମ ସାମ୍ନାକୁ ଏକ ହୃଦୟ ବିଦାରକ ଘଟଣା ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଆଜ୍ଞା ହଁ ଏଠାରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି ତାହା ହେଉଛି ଗୋଟେ ତିନି ବର୍ଷର ଶିଶୁ ପୁତ୍ରର ଯିଏକି ତା ରାଜରାସ୍ତାରେ କାନ୍ଦି କାନ୍ଦି ତା ବାପାକୁ ଖୋଜି ଚାଲିଛି। ଏ ପିଲାଟିକୁ ଯିଏ ଦେଖିବ ଆଉ ତା ଦୁଃଖ ଯିଏ ଶୁଣିବ ତା ଆଖିରୁ ଲୁହ ଆସିଯିବ।

ତେବେ ବାପା ଜଣଙ୍କ ଏହି ୩ ବର୍ଷର ପିଲାର ହାତ ଛାଡି କୁଆଡେ଼ ଚାଲି ଯାଇଛନ୍ତି। ଦୁନିଆ ବିଷୟରେ କିଛି ଜାଣି ନଥିବା ବେଳେ ଅଧା ରାସ୍ତାରେ କୁନି ପୁଅର ହାତ ଛାଡି ଚାଲି ଯାଇଛନ୍ତି ବାପା। ବାପାଙ୍କୁ ଝୁରି ଝୁରି କଳା କାଠ ପଡି ଗଲାଣି ଛୁଆଟି। ବାପା ବାପା ବୋଲି ଡାକି ରାହା ଧରି କାନ୍ଦି ଚାଲିଛି ଏଇ କୁନି ପୁଅଟି। କିନ୍ତୁ ପିଲାଟିର ଡାକ ତା ବାପାର କାନ ପାଖରେ ପହଁଞ୍ଚି ପାରୁନି। କାହିଁକି ନା ବାପା ଜଣକ ପରା ପୁଅକୁ ଛାଡ଼ି ପଳାଇ ଯାଇଛନ୍ତି।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ବାପା ପୁଅକୁ ହସ୍ପିଟାଲ ନେଇ ଆସିଥିଲେ ଆଉ ସେହିଠାରେ ପୁଅର ହାତ ଛାଡି ଦେଇ କୁଆଡେ଼ ଚାଲି ଯାଇଛନ୍ତି। ଆଉ ଏ ପଟେ ୩ ବର୍ଷର ପୁଅଟି ବାପାକୁ ଖୋଜି ଚାଲିଛି। ତେବେ ଦୁନିଆ ବାବଦରେ କିଛି ଜଣା ନଥିବା କୁନି ପୁଅଟି ସତରେ କଣ ତା ବାପାକୁ ଖୋଜି ପାଇବ।

 ନିରୀହ ତିନି ବର୍ଷର ଶିଶୁ ପୁତ୍ର ଯାହା ଉପରେ ଭରଷା କରି ଘରୁ ଗୋଡ ବାହାର କରି ବୁଲିବା ପାଇଁ ଆସିଥିଲା ଭାବିଥିଲା ବାପା ତାକୁ ବୁଲାଇ ନେବେ କୁରୁକୁରି ଆଣି ଦେବେ ଚକୋଲେଟ ଆଇସକ୍ରୀମ ଆଣି ଦେବ କିନ୍ତୁ ଏଠାରେ ଏ ବାପା ଜଣଙ୍କ ଏତେ ନିଷ୍ଟୁର ହୋଇଗଲେ କେମିତି। ସାଙ୍ଗରେ ନେଇ ଆସିଥିବା ଏ କୁନି ପୁଅକୁ ଛାଡ଼ିଦେଇ ଚାଲି ଯାଇ ପାରିଲେ କିପରି।

ଏଠାରେ ପ୍ରଶ୍ନ ଉଠୁଛି ଏ କେମିତିକା ବାପା ଯିଏ ନିଜ ପୁଅକୁ ଏପରି ଅବସ୍ଥାରେ ଏତେ ବଡ ସହର ଭିତରେ ଛାଡି ଦେଇ କୁଆଡେ଼ ଚାଲି ଯାଇଛନ୍ତି। ଧିକ୍ ସେ ବାପ ପଣିଆକୁ ଯିଏ ନିଜ ପୁଅକୁ ବି ନିଜର କରି ପାରିଲାନି। ଏହି କୋମଳମୋତି ବାଳକକୁ କୁଆଡେ଼ ଛାଡ଼ି ଦେଇ କେମିତି ପଳାଇ ଯାଇ ପାରିଲେ ଏହି ବାପା ଜଣଙ୍କ।

ସେତେବେଳେ କଣ ତାଙ୍କ ମନରେ ପ୍ରଶ୍ନ ଉଠି ନଥିଲା ଯେ ସେ ବି ଆଉ କାହାର ପୁଅ। ଯଦି ତାଙ୍କ ବାପା ମଧ୍ୟ ସେହିଭଳି ଅବସ୍ଥାରେ ତାଙ୍କ ହାତ ଛାଡ଼ି ଦେଇଥାନ୍ତେ ତେବେ ଆଜିସେ ବାପର ପରିଚୟ ପାଇ ପାରିଥାନ୍ତେ। ଏଭଳି ବାପା କାହାକୁ ନ ମିଳୁ ଯିଏ ନିଜ କୁନି ପୁଅ ସହିତ ବି ଏଭଳି କରିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।