ଓଃ..କି ….ଡାନ୍ସ ..କଲେଜ ଛାତ୍ରୀ ଙ୍କ ର ଏଭଳି ହଟ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳିପାରିବେନି,ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….

ଆମେ ଏପରି ଏକ ସମାଜ ରେ ବାସ କରୁଛୁ ଯେଉଁଠାରେ କି ପିଲା ମାନଙ୍କୁ ସେମାନଙ୍କ ର ମନ ମୁତାବକ ବୃତି ବାଛିବା ପାଇଁ ବହୁତ କମ ସୁଯୋଗ ଦିଆ ଯାଉଛି। ଯାହା ଫଳରେ ପିଲା ମାନେ ବାପା ମାଙ୍କ ଇଛା ଅନୁସାରେ ଅଧିକ କଆର୍ଯ୍ୟ କରୁଥିବା ବେଳେ ନିଜ ର ଇଛା ଅନୁଯାୟୀ କମ କାର୍ଯ୍ୟ କରୁଛନ୍ତି। ଅଧିକାଂଶ ବାପା ମା ମାନେ ଚାହାନ୍ତି ଯେ ନିଜର ଛୁଆ ଟି ଭଲ ପାଠ ପଢୁ ଓ ଏକ ବଡ ଚାକିରୀ କରୁ। କିନ୍ତୁ ବହୁତ କମ ବାପା ମା ଅଛନ୍ତି ଯେଉଁମାନେ କି ନିଜର ସନ୍ତାନ ମାନଙ୍କର ପ୍ରକୃତ ଇଛା ବିଷୟରେ ପଚାରି ବୁଝୁଛନ୍ତି।

କିନ୍ତୁ ଆଜି କାଲି ସମୟ ବଦଳିବା ରେ ଲାଗିଛି। ଅଧିକାଂଶ ପିଲା ମାନେ ନିଜ ନିଜ ଇଛା ମୁତାବକ କାର୍ଯ୍ୟ ରେ ନିୟୋଜିତ ହୋଇ ପାରୁଛନ୍ତି। ଯେପରି କି କୌଣସି ଖେଳ ହୋଉ କିମ୍ବା କୌଣସି ପ୍ରକାର ର ଗୀତ କିମ୍ବା ନାଚ। ଏହା ସହ ବକୃତା ଦବା ଓ ସମାଜ ସେବା କରିବା ଭଳି ଇତ୍ୟାଦି କାର୍ଯ୍ୟରେ ଯୋଗ ଦେଇ ପାରୁଛନ୍ତି। ଏହା କେବଳ ସମ୍ଭବ ହୋଇଛି ବାପା ମା ଙ୍କ ର ସାହାଯ୍ୟ ଓ ସହଯୋଗ ଯୋଗୁଁ।

 ବର୍ତମାନ ସମୟ ରେ ସ୍କୁଲ ଓ କଲେଜ ସ୍ତର ରୁ ହିଁ ପିଲା ମାନଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦିଆ ଯାଉଛି। ଯାହା ଫଳରେ ପିଲା ମାନେ ସ୍କୁଲ ଓ କଲେଜ ସ୍ତର ରୁ ନିଜ ନିଜ ର ରୁଚି ଅନୁଯାୟୀ କାର୍ଯ୍ୟ କୁ ବାଛି ପାରୁଛନ୍ତି। ଯାହା ଫଳରେ ସେମାନଙ୍କ ର ପ୍ରତିଭା ପ୍ରସ୍ଫୁଟିତ ହୋଇ ପାରୁଛି। ତେବେ ବାର୍ତମାନ ସୋସିଆଲ ମିଡ଼ିଆ ସାହାଯ୍ୟ ରେ ସେମାନଙ୍କ ର ପ୍ରତିଭା ଚାରି ଆଡ଼େ ସହ ଜରେ ବ୍ୟାପି ପାରୁଛି। ଲୋକ ମାନେ ଘରେ ଥାଇ ମଧ୍ୟ ପିଲା ମାନଙ୍କ ର ପ୍ରତିଭା କୁ ଦେଖି ପାରୁଛନ୍ତି।

ଠିକ ସେହି ଭଳି ଏକ ଭିଡିଓ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଉଁଥିରେ ଏକ ସୁନ୍ଦରୀ ବାଳିକା ଜଣଙ୍କ ଏକ ସୁନ୍ଦର ହିନ୍ଦୀ ଗୀତ ରେ ନାଚୁ ଥିବାର ନଜର ଆସିଛି। ଦୃଶ୍ୟ ଟି ହେଉଛି ଏକ କଲେଜ ର। ଯେଉଁଠାରେ ଛାତ୍ରୀ ଜଣଙ୍କ ନିଜର କଲେଜ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ସହ ସାଙ୍ଗମାନେ ସେ ଝିଅ ର ଚାରିପାଖେ ଛିଡା ହୋଇ ଝିଅ ଟିର ନାଚ ଦେଖୁଥିବା ର ନଜର ମଧ୍ୟ ଆସୁଛି।

ଝିଅ ଟିର ନୃତ୍ୟ ଏତେ ସୁନ୍ଦର ରହିଛି କି ତାହାକୁ ଦେଖି ସମସ୍ତେ ଖୁସିରେ କର ତାଲି ମାରିବାକୁ ଲାଗୁଛନ୍ତି। ତେବେ ଏହି ଭଡ଼ିଓ ଟି ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଜଣା ପଡୁଛି କି ପ୍ରକୃତ ରେ ଅନେକ ପ୍ରତିଭା ଏପରି ଲୁଚି ରହିଛି। ଯେଉଁଗୁଡିକ ପ୍ରସ୍ଫୁଟିତ ହେବା ନିହାତି ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।