Exclusive : ବାବୁସାନ ଛୋଟ ପିଲା ଟା ତାକୁ ନଷ୍ଟ କରୁଛି ପ୍ରକୃତି ମିଶ୍ର,ଏମିତି ସେ ବହୁତ ଟୋକା ସହ ଖେଳିଛି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଏବେ ଆପଣ ମାନେ ଯାଇଥିବେ ଓଡ଼ିଶାରେ ଗୋଟିଏ କଥା ବିଷୟରେ ବି ଜୋର ସୋର ରେ କଥା ଚାଲିଛି ସେଇଟା ହେଲା ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କ ବିଷୟରେ।ଏବେ ଓଡ଼ିଶାରେ କେବଳ ଗୋଟିଏ କଥା ବିଷୟରେ ଚର୍ଚ୍ଚା ଚାଲିଛି ସେଇଟା ହେଲେ ବାବୁସାନ ଆଉ ତାଙ୍କ ସ୍ତ୍ରୀଙ୍କ ବିଷୟରେ।ଆଗକୁ ଦମନ ସିନେମା ସିନେମା ଘରକୁ ଆସିବାକୁ ଯାଉଛି ସେହି ସମୟରେ ଏହି ସବୁ କଥା ଲୋକଙ୍କର ମୁଣ୍ଡ ବିନ୍ଧାର କାରଣ ପାଳିଟିଛି।

ଏବେ ଚାଲନ୍ତୁ ଶୁଣିବା ଦମନ ସିନେମାର ନିର୍ଦେଶକ ଦେବୀପ୍ରସାଦଙ୍କ ପାଟିରୁ କି ସେ ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ ବିଷୟରେ କଣ କହୁଛନ୍ତି।ସେ କହିଛନ୍ତି ଏହା ଏକ ନିହାତି କଷ୍ଟ ଦାୟକ କଥା କାରଣ ଏହା ଗୋଟିଏ ଭଲ ସିନେମା ଯଦି ଏହି ସିନେମା ସିନେମା ଘରକୁ ଆସିବା ପୂର୍ବରୁ ଏମିତି ଘଟଣା ଦେଖା ଦେବ!

ତାହା ସିନେମା ପାଇଁ ଆଦୌ ଶୁଭ ସଂକେତ ନୁହଁ।ସେ କହିଛନ୍ତି କି ସେ ଏ ବିଷୟରେ ଆଗରୁ କିଛି ଜାଣି ନ ଥିଲେ ସେ ନିଜ ସିନେମାର ପ୍ରମୋସନ କରିବା ପାଇଁ ଚେନାଇ ଯାଇଥିଲେ ସେ ଏୟାରପୋର୍ଟରେ ପହଂଚିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ। ସେ କହିଛନ୍ତି ଏସବୁ ବିଷୟରେ ଜାଣିବା!

ପରେ ତାଙ୍କର ବହୁତ ମନ ଦୁଃଖ ହୋଇଥିଲା।ତାଙ୍କୁ ଯେବେ ପଚରା ଗଲା କି ଚେନାଇ ପ୍ରମୋସନ ପାଇଁ କେତେ ଜଣ ଯାଇଥିଲେ ସେ କହିଥିଲେ ତାଙ୍କ ସହିତ ତାଙ୍କର ଆଉ ଜଣେ ନିର୍ଦେଶକ ସାଥି,ଆଉ ଜଣେ ସଙ୍ଗୀତ ନିର୍ଦେଶକ,ଆଉ ତାଙ୍କ ସହିତ କିଛି ଜଣା ଲୋକ ଆଉ ବାବୁସାନଙ୍କ ପାଇଁ ଟିକେଟ ହୋଇଥିଲା!


ବୋଲି ସେ କହିଛନ୍ତି। ସେ କହିଛନ୍ତି କି ସେ ବାବୁସାନଙ୍କ ମୁହଁରୁ କିଛି ଜାଣିବାକୁ ପାଇନଥିଲେ ସେ ଏ ବିଷୟରେ ବାହାରୁ ହିଁ ଖବର ପାଇଥିଲେ।ସେ କହିଛନ୍ତି କି ସେ ଜାଣି ନାହାନ୍ତି ବାବୁସାନଙ୍କ ସହିତ ପ୍ରକୃତି ମିଶ୍ର ତାଙ୍କ ରୁମକୁ ଗଲେ ନ ନାହିଁ।କାରଣ ତାଙ୍କର ରୁମ ଥିଲା ଉପରେ ଆଉ ନିର୍ଦେଶକଙ୍କ ରୁମ ଥିଲା

ତଳେ ତେଣୁ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ ବୋଲି ସେ କହିଲେ।ସେ ଆଉ ମଧ୍ୟ କହିଛନ୍ତି କି ସେ ହୋଟେଲରୁ ବାହାରିବେ ପୂର୍ବରୁ ବାବୁସାନ ହୋଟେଲ ଛାଡି ପଳେଇଥିଲେ ତେଣୁ ସେ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ ବୋଲି ସେ କହିଲେ।ସେ କହିଛନ୍ତି କି ସେ ବାବୁସାନଙ୍କ ନିଜ ସମ୍ପର୍କ ବିଷୟରେ ତାଙ୍କ ସହିତ କଦାପି କିଛି କଥା ହୁଅନ୍ତି ନାହିଁ।

ସେ ଆଉ ମଧ୍ୟ କହିଛନ୍ତି କି ସମସ୍ତେ ସତ୍ୟର ସାଥ ଦେବା ଦରକାର କାରଣ ସତ୍ୟର ସାଥ ଦେଲେ ଯାଇ ହିଁ ପ୍ରକୃତ କଥାଟି ବାହାରକୁ ଆସିବ।ପ୍ରକୃତି ମିଶ୍ର ବାବୁସାନଙ୍କ ସହିତ ଯାଇଥିଲେ ଆଉ ସେ ଭୁବନେଶ୍ୱରରେ ମଧ୍ୟ ପହଂଚି ଯାଇଛନ୍ତି ମାତ୍ର ବାବୁସାନ ପହଞ୍ଚି ନାହାନ୍ତି।ସେଥିପାଇଁ ସମସ୍ତଙ୍କୁ ସେ ବିଷୟରେ ଚିନ୍ତା ଘାରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।