bollywod ସିଙ୍ଗର alka yagnik vs arunita kanjilal ,ଦୁହେଁ ମିଶି ପୁରା ଷ୍ଟେଜ ଫାଡ଼ି ଦେଲେ।ମାତ୍ର 4 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଭାରତ ରେ ଦୁଇ ଲେଡି ସିଙ୍ଗର ମାନଙ୍କ ମଧ୍ୟରୁ ଅରୁନିତା କାଞ୍ଜି ଲାଲ ଓ ଆଲକା ଜି ହେଲେ ଅନ୍ୟ ତମ ସିଙ୍ଗର । ଏମାନେ ଦୁଇ ଜଣ ଯାକ କାହା ଠାରୁ କେହି କମ ନୁହନ୍ତି । ଏଇ ଦୁଇ ଜଣ ଷ୍ଟେଜ କୁ ଉଠି ଗଲେ ଷ୍ଟେଜ ଲାଗେ ସମ୍ପୂର୍ଣ । ତେବେ ଆପଣ ମାନେ ଏମାନଙ୍କ ଗୀତ ଶୁଣିଲେ ଆଉ କାହାରି ଗୀତ ଶୁଣିବା ପାଇଁ ପସନ୍ଦ କରିବେ ନାହିଁ । ଆଲକା ଜି ହେଉ ଛନ୍ତି ପୁରୁଣା ସିଙ୍ଗର ।

ସେ ଆଗରୁ ଯେଉଁ ଗୀତ ଗୁଡିକ ଗାଉ ଥିଲେ ତାହା ଏତେ ମଧୁର ଥିଲା ଯେ ଆଜି ପର୍ଯ୍ୟନ୍ତ ତାଙ୍କ ଗୀତ କେହି ଗାଇଲେ ଆଉ ଭଲ ଲାଗୁ ନାହିଁ । କିନ୍ତୁ ଅରୁନିତା ତାଙ୍କ ଗୀତ କୁ ଏତେ ସୁନ୍ଦର ଗାଉ ଛନ୍ତି ଯେ ।

 ଆପଣ ଅରୁନିତା ଗୀତ ଶୁଣି ସାରିବା ପରେ ଆଲକା ର ଗୀତ କୁ ଭୁଲି ଯିବେ । ଆଲକା କୁ ଯଦି କେହି ଟୋକର ଦେବା ପାଇଁ ଆସିବେ ସେ ହେଉ ଛନ୍ତି ଅରୁନିତା । କାରଣ ଆଜି ଏକ ଗୀତ କୁ କମ୍ପେଆର କରା ଯାଇଛି । ଯେଉଁ ଥିରେ ଆଲକା ସେହି ଗୀତ ଟି ପ୍ରଥମେ ଗାଇ ଥିଲେ ।

ଆଉ ଏବେ ଅରୁ ନିତା ସେହି ଗୀତ ଟିକୁ ଗାଇ ଛନ୍ତି । ତେବେ ଗୀତ ଟି ହେଉଛି ।”ତୁମ ତ ଧୋକେ ଵାଜ ହୋ … ବାଦା କରକେ ଭୁଲ ଜାତେ ହୋ,ହାମ ଜୋ ରୁଠୁ ଯାଏଁଗେ ତୋ ହାତ ମୋଲଗେ ।

ଆହାଃ ତୁମ ଭି ବୋଡି ଚାଲାକ ହୋ ମୁସ୍କୁରା କେ ଦିଲ ଜୋଲାତେ ହୋ ।
ତେବି ଏହି ଗୀତ ଟି ଏତେ ସୁନ୍ଦର ଅରୁନିତା କାଞ୍ଜି ଲାଲ ଗାଉ ଛନ୍ତି ଆପଣ ମାନେ ଶୁଣିଲେ ଆଲକା କୁ ଭୁଲି ଯିବେ । ଆଲକା ଆଗ କାଳ ରେ ବହୁତ ଭଲ ଭଲ ଗୀତ ଗାଉ ଛନ୍ତି । ତାଙ୍କ ସ୍ଥାନ ଆଜି କେହି ପୂରଣ କରି ପାରିବେ ନାହିଁ । ହେଲେ ମଧ୍ୟ ଅରୁନିତା ର ଗୀତ ଶୁଣି ସାରିବା ପରେ ଲାଗୁଚି ନୂଆ ଆଲକା ଜଣେ ମିଳି ଯାଇଛି । ତେବେ ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ।

ଅରୁନିତା କାଞ୍ଜି ଲାଲ ଜଣେ ବହୁତ ଭଲ ସିଙ୍ଗର । ତେବେ ଅରୁନିତା ପିଲା ଟି ଦିନରୁ ଗୀତ ଶିଖିବ ଷ୍ଟାର୍ଟ କରି ଥିଲେ । ଅରୁନିତା ର ଘର କଲକତା ରେ । ସେ ପ୍ରଥମେ କଲିକତା ରେ ରାଜ୍ୟ ସ୍ଥାରୀୟ କମ୍ପିଟିସନ ରେ ପ୍ରଥମ ସ୍ଥାନ ଅଧିକାର କରି ଥିଲେ । ତା ପରେ ଇଣ୍ଡିଆନ ଆଇ ଡ଼ଲ କୁ ଆସି ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଥିଲେ । ଏବେ ସେ ଜଣେ ପ୍ଲେ ବେକ ସିଙ୍ଗର ଅଟନ୍ତି । ତାଙ୍କୁ ଆପଣ ଥରେ ଶୁଣିଲେ ସବୁ ସିଙ୍ଗର କୁ ଆପଣ ଭୁଲି ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।