Veterana ଅଭିନେତା ରାଇମୋହନ ! ତମ କଥା ଭୁଲି ହଉନି ରାଇ ଭାଇ ଏହି ଗୀତ ଟି ଶୁଣିଲେ କାନ୍ଦି ପକେଇବେ ରାଇ ଭାଇଙ୍କୁ ଭଲ ପାଉଥିଲେ ଗୀତକୁ ଥରୁଟିଏ ଦେଖନ୍ତୁ….
ସନ୍ଦେହ ଘେରରେ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା।ଓଲିଉଡର ଲୋକପ୍ରିୟ ଅଭିନେତା ତଥା ଘରେ ଘରେ ଯାତ୍ରା ଜଗତର ଜଣାଶୁଣା କଳାକାର ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ନେଇ ବଢୁଛି ସନ୍ଦେହ।ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ଥିବା ବେଳେ ମାନସିକ ଚାପ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି ସନ୍ଦେହ କରାଯାଉଛି।ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, କାହିଁକି ହଠାତ୍ ଏଭଳି ଚରମ ପଦକ୍ଷେପ ନେଲେ ରାଇମୋହନ। ତେବେ ଏ ନେଇ ପୋଲିସ ତନାଘନା ଜାରି ରଖିଛି।
ତେବେ ଅଭିନେତା ରାଇମୋହନଙ୍କ ଅକାଳ ବିୟୋଗ ପରେ ଦୁଃଖରେ ଭାଙ୍ଗି ପଡିଛି ଓଡ଼ିଆ କଳା ଜଗତ। ରାଇମୋହନଙ୍କ ଏ ଅକାଳ ମୃତ୍ୟୁରେ ସମସ୍ତଂକ ଆଖି ଛଳ ଛଳ ହୋଇ ଉଠୁଛି।ତାଙ୍କର ଏ ଅକାଳ ମୃତ୍ୟୁକୁ ସହଜରେ ବିଶ୍ଵାସ କରିପାରୁ ନାହାନ୍ତି ସିନେ ପ୍ରେମୀ।
ତେବେ ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା। ତେବେ ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।ନିଜ ଅଭିନୟ ଯାଦୁରେ ସେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ।
ଚଳଚ୍ଚିତ୍ର ହେଉ ବା ଯାତ୍ରା ଜଗତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳେ। ଅନେକ ଚଳଚ୍ଚିତ୍ର ଧାରାବାହିକ ଓ ଅନେକ ଯାତ୍ରାରେ ଅଭିନୟ କରି ଅନେକ ଲୋକଙ୍କ ପାଖରେ ନିଜର ଅଭିନୟ ପହଞ୍ଚାଇ ପାରି ଥିଲେ।ତେବେ ପରଦାରେ ଏହି ଅଭିନେତାଙ୍କ ଭୟାନକ ଚେହେରା ଦେଖିବାକୁ ମିଳିଥାଏ ଡାଇଲଗ କହିବାର ଷ୍ଟାଇଲ ସମ୍ପୂର୍ଣ୍ଣ ନିଆରା।
ତେବେ ବର୍ତ୍ତମାନ ସମୟରେ ଅଭିନେତା ରାଇମୋହନଙ୍କ ସ୍ମୃତିରେ ଏକ ସୁନ୍ଦର ଗୀତ ରିଲିଜ୍ ହୋଇଛି। ଯାହାକୁ ଅତି ସୁନ୍ଦର ଭାବେ ଗାଇଛନ୍ତି ଓଲିଉଡ଼ ସିଙ୍ଗର ସତ୍ୟଜିତ ଜେନା। ଏହି ଗୀତଟି ଏବେ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି।
ଅଭିନେତା ରାଇମୋହନଙ୍କ ସ୍ମୃତିକୁ ଏହି ଗୀତ ତାଜା କରୁଛି। ତେବେ ଏହି ଗୀତଟି ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପାଖାପାଖି ଏକ ଲକ୍ଷ ୮୦ ହାଜରରୁ ଉର୍ଦ୍ଧ ଦର୍ଶକ ଦେଖି ସାରିଲେଣି। ଏହି ଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ରାଇମୋହନଙ୍କ ଲୋକପ୍ରିୟତା କେତେ ଅଧିକ। ତେବେ ଏ ଗୀତ ଶୁଣିବା ପରେ ପ୍ରଶଂସକ ମାନେ ଖୁବ୍ ଭାବବିହ୍ୱଳ ହୋଇ ପଡିଛନ୍ତି।
ଏହା ସହିତ ଅନେକ ଲୋକ ଏହି ଗୀତକୁ ପସନ୍ଦ କରିବା ସହିତଏହାର ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।ତେବେ ଏହି ଗୀତ ଅନେକ ଲୋକଙ୍କୁ ଭଲ ଲାଗୁଚି ଏହା ସହିତ ଏହା ତାଙ୍କର ସ୍ମୃତିକୁ ମନେ ପକାଇ ଦେଉଚି।ତେବେ ସେ ଏପରି ଜଣେ ଅଭିନେତା ଥିଲେ ଯାହାକୁ କେହି ମଧ୍ୟ କେବେ ସହଜରେ ଭୁଲି ପାରିବେ ନାହିଁ।ତେବେ ଏହି ଗୀତ ତାଙ୍କର ସ୍ମୃତିରେ ହୋଇ ଥିବାରୁ ଏହା ବହୁତ ଲୋକଙ୍କୁ ପସନ୍ଦ ଆସୁଛି ବୋଲି ଜଣା ପଡ଼ୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।