New Twist- ମହା ଖୁଲାସା ! ହଠାତ କେମେରା ସାମ୍ନାକୁ ଆସି ଭିଣେଇ ଖୋଲିଲେ ଶାଳୀ ର (ନନ୍ଦିନୀ ) ରହସ୍ୟ ଦେଖନ୍ତୁ ଭାଇରାଲ ଭିଡ଼ିଓ….
ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହିଛି ବିବାହର ଗୋଟିଏ ଦିନ ପରେ ସ୍ବାମୀଙ୍କୁ ମରଣାତ୍ମକ ଆକ୍ରମଣ କରି ନବବଧୂ ଫେରାର ହୋଇ ଯାଇଥିବା ଘଟଣା।ଏହାପରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏହି ଘଟଣାକୁ ନେଇ ଧୀରେ ଧୀରେ ଅନେକ ଗୁଡ଼ିଏ ରହସ୍ୟ ମଧ୍ୟ ଖୋଲିବାରେ ଲାଗିଛି। ତେବେ ବର୍ତ୍ତମାନ ସମୟରେ ଗଣ ମାଧ୍ୟମକୁ ସାମ୍ନାକୁ ଆସିଛନ୍ତି ନବବଧୂଙ୍କ ନନ୍ଦିନୀଙ୍କ ଭିଣୋଇ।
ସାମ୍ନାକୁ ଆସି ନନ୍ଦିନୀଙ୍କ ଭିଣୋଇ ତ୍ରିଲୋଚନ ପ୍ରଧାନ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମତେ ନନ୍ଦିନୀଙ୍କ ଭିଣୋଇ କହି ବଦନାମ କରନ୍ତୁ ନାହିଁ। ମୁଁ ତାଙ୍କ ବଡ ଭଉଣୀଙ୍କ କ୍ଲୋଜ ଫ୍ରେଣ୍ଡ୍। ଆଉ ନନ୍ଦିନୀ ମୋର ଭଉଣୀ ପରି। ନନ୍ଦିନୀଙ୍କ ସହିତ ମୋର ଅନ୍ୟ କିଛି ସମ୍ପର୍କ ନାହିଁ। ନନ୍ଦିନୀଙ୍କୁ ନେଇ ଯେଉଁ କଥା ଉଠିଛି ସେମିତି କିଛି ବି ହେଇନାହିଁ।ତେଣୁ ମତେ ନନ୍ଦିନୀଙ୍କ ଭିଣୋଇ କହି କାହିଁକି ବଦନାମ କରା ଯାଉଅଛି।
ତ୍ରିଲୋଚନ ପ୍ରଧାନ ଯାହାଙ୍କୁ ନେଇ ଚାଲିଥିଲା ବହୁତ୍ ଚର୍ଚ୍ଚା।ତ୍ରିଲୋଚନ ପ୍ରଧାନ ହେଉଛନ୍ତି ସେହି ବ୍ୟକ୍ତୀ ଯାହାଙ୍କୁ ନନ୍ଦିନୀ ବିବାହ ରାତିରେ ଭିଡିଓ କଲ୍ କରିଥିଲେ। ସେ ବି ପୁଣି ନ୍ୟୁଡ୍ ଭିଡିଓ କଲ୍। କିନ୍ତୁ ତ୍ରିଲୋଚନ ପ୍ରଧାନ ବର୍ତ୍ତମାନ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି କି ଭିଡିଓ କଲରେ ଥିବା ଭିଣୋଇ ସିଏ ନୁହଁନ୍ତି। ସେ ହେଉଛନ୍ତି ନନ୍ଦିନୀଙ୍କ ବଡ ଭଉଣୀଙ୍କ ଜଣେ କ୍ଲୋଜ୍ ଫ୍ରେଣ୍ଡ୍। ନନ୍ଦିନୀଙ୍କ ବାହାଘରକୁ ନେଇ ଯେଉଁ ସବୁ ଅସୁବିଧା ଉପୁଜି ଥିଲା ସେ ସବୁ ନନ୍ଦିନୀ ତ୍ରିଲୋଚନଙ୍କୁ ଜଣାଇଥିଲେ।
ନନ୍ଦିନୀଙ୍କ ବୟସ ମାତ୍ର ୧୭ ବର୍ଷ। ନିର୍ବନ୍ଧ କରି ପୁଅ ଘର ଲୋକେ ବିଳମ୍ବରେ ବାହାଘର କରିବା ପାଇଁ କଥା ଦେଇଥିଲେ। କିନ୍ତୁ ହଠାତ୍ ଜବରଦସ୍ତି ବିବାହ କରିବା ପାଇଁ ବାଧ୍ୟ କରିଥିଲେ। ଏବଂ ବିବାହ ପରେ ନନ୍ଦିନୀଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରା ଯାଇଥିଲା।
ଯେହେତୁ ନନ୍ଦିନୀଙ୍କ ବୟସ ଖୁବ୍ କମ୍ ତେଣୁ ନନ୍ଦିନୀ ଏତେ କମ ବୟସରୁ ଶାରିରୀକ ସମ୍ପର୍କ ରଖିବା ପାଇଁ ଚାହୁଁ ନଥିଲେ। ଏହା ପରେ ନନ୍ଦିନୀ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ମନା କରିଥିଲେ। ନନ୍ଦିନୀ ମନା କରିବାରୁ ତାଙ୍କୁ କୁଆଡେ ନିର୍ଯାତନା ଦିଆ ଯାଇଥିଲା ମାଡ ମଧ୍ୟ ମାରା ଯାଇଥିଲା। ଏହି ବାବଦରେ ନନ୍ଦିନୀ ତ୍ରିଲୋଚନଙ୍କୁ ଜଣାଇଥିଲେ।
ତେବେ ଗଣ ମାଧ୍ୟମ ସାମ୍ନାକୁ ନନ୍ଦିନୀଙ୍କ ଭିଣୋଇ ବୋଲି କୁହା ଯାଉଥିବା ତ୍ରିଲୋଚନ ପ୍ରଧାନ ନିଜର ଏହି ଭଳି ପ୍ରତିକ୍ରିୟା ରଖିବା ପରେ ଏବେ ସନ୍ଦେହ ଉପୁଜିଛି ଯେ ଚର୍ଚ୍ଚାରେ ରହିଥିବା ସେହି ଭିଣୋଇ ଜଣକ କିଏ। ତେବେ କିଏ କଣ କହୁଛି ଏବଂ କିଏ କେତେ ସତ କହୁଛି ସେ କଥା ହୁଏତ ତଦନ୍ତ କରାଯିବା ପରେ ଜଣା ପଡି ପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।