new twist-“ନନ୍ଦିନୀ ଓ ମୋ ସମ୍ପର୍କ ବିଷୟରେ ନ କହିବାକୁ ମତେ ଧମକ ଦେଇଥିଲେ…”ହେଲେ ମୁ ଥରେ ସମ୍ପର୍କ ରଖିଲି ଆଉ ତାପରେ….ଦେଖନ୍ତୁ ଭିଡ଼ିଓ …
ବାହାଘରର ଠିକ ପରଦିନ ବୋହୂ ଫେରାର ହୋଇଯିବା ଘଟଣା ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସୁନ୍ଦରୀ ଝିଅ ଦେଖି ଘରକୁ ଯେଉଁ ବୋହୂ ଆଣିଥିଲେ କିନ୍ତୁ ବିବାହର ମାତ୍ର ଗୋଟିଏ ଦିନ ପରେ ନବବଧୂ ଯେଉଁ କାଣ୍ଡ ରଚିଛି ତାହା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଘଟଣା ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ସାମ୍ନାକୁ ଗୋଟିଏ ପରେ ଗୋଟିଏ ତଥ୍ଯ ଆସିବାକୁ ଲାଗିଛି। ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏହି ଘଟଣାକୁ ନେଇ ଧୀରେ ଧୀରେ ଅନେକ ଗୁଡ଼ିଏ ରହସ୍ୟ ମଧ୍ୟ ଖୋଲିବାରେ ଲାଗିଛି।
ତେବେ ସୂଚନା ମୁତାବକ ୧୨ ତାରିଖ ଦିନ ରାଜଧାନୀର ଭରତପୁର ଅଞ୍ଚଳରେ ବଳରାମ ଦାସ ଓ ନନ୍ଦିନୀ ପ୍ରଦାନଙ୍କ ବିବାହ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ତେବେ ସ୍ୱାମୀ ବଳରାମ ସାହୁଙ୍କ କହିବା ମୁତାବକ ବିବାହ ପରେ ରାତିରେ ମୋ ସ୍ତ୍ରୀ ନ୍ୟୁଡ଼ କଲରେ ବ୍ୟସ୍ତ ଥିଲେ ।
ନିଜ ଭିଣୋଇ ସହ ସେ ଉଲଗ୍ନ ହୋଇ ଭିଡ଼ିଓ କଲରେ କଥା ହେଉଥିଲେ। ଏହାକୁ ଦେଖିବା ପରେ ବଳରାମ ନନ୍ଦିନୀଙ୍କ ଉପରେ ଖୁବ୍ ରାଗି ଯାଇଥିଲେ। କିନ୍ତୁ ନନ୍ଦିନୀ ବଳରାମଙ୍କ ପାଖରେ ଭୁଲ ସ୍ବୀକାର କରି ଏମିତି ଭୁଲ୍ ଆଉ କେବେ କରିବେ ନାହିଁ ବୋଲି କହିଥିଲେ।ତା ପରଦିନ ମନ୍ଦିର ଯିବା ବାହାନାରେ ଘରୁ ସୁନା ଗହଣା ଟଙ୍କା ପଇସା ନେଇ ସ୍ବାମୀଙ୍କୁ ମାଡ ମାରି ଛୁ ମାରିଥିଲେ।
ଏପଟେ ନନ୍ଦିନୀ ଗଣ ମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ ଯେ ଶାଶୁ ଘରେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆ ଯାଇଥିଲା। ଏଥି ସହିତ ଶାଶୁ ତାଙ୍କୁ ଭାତ ସହିତ ଆଚାର ଖାଇବାକୁ ଦେଇଥିଲେ। ଏବଂ ମାନସିକ ଟରଚର୍ ମଧ୍ୟ ନନ୍ଦିନୀଙ୍କୁ କରା ଯାଉଥିଲା।
ତେବେ ଏହି ଘଟଣାରେ କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଗଣ ମାଧ୍ୟମ ସାମ୍ନାରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରହସ୍ୟ। ସ୍ବାମୀ ବଳରାମ ଗଣ ମାଧ୍ୟମ ସାମ୍ନାରେ ଖୋଲିଛନ୍ତି ଆଉ ଏକ ରହସ୍ୟ। ବଳରାମଙ୍କ କହିବା ମୁତାବକ ସେ ନନ୍ଦିନୀଙ୍କ ସହିତ ଥରେ ଶାରିରୀକ ସମ୍ପର୍କ ରଖିଛନ୍ତି। ଶାରିରୀକ ସମ୍ପର୍କ ରଖିବା ପାଇଁ ନନ୍ଦିନୀ କୁଆଡେ ତାଙ୍କୁ ଆକର୍ଷିତ କରିବା ସହ ପ୍ରୋପୋଜ ମଧ୍ୟ କରିଥିଲେ। ଏହା ପରେ ଦୁହେଁ ଶାରିରୀକ ସମ୍ପର୍କ ରଖିଥିଲେ।
ତେବେ ଏ ବିଷୟରେ କାହାକୁ ନ ଜଣାଇବା ପାଇଁ ବଳରାମଙ୍କ ପାଖକୁ ଧମକ ଆସିଥିବାର ସେ କହିଛନ୍ତି। ମିଡ଼ିଏଟର ଏବଂ ଯେଉଁ ଭିଣୋଇଙ୍କୁ ନେଇ ଚର୍ଚ୍ଚା ଚାଲିଛି ସିଏ କୁଆଡେ ଫୋନ କରି ବଳରାମକୁ ଧମକ ଦେଇ ଥିବାର ବଳରାମ ନିଜେ କହିଛନ୍ତି। ତେବେ ବଳରାମଙ୍କ କଥାର ସତ୍ୟାସତ୍ୟ କେତେ ତା ବାବଦରେ ତଦନ୍ତ କଲା ପରେ ଜଣା ପଡ଼ିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।