ଆଜି ଆମେ ଜାଣିବା ପିଆଜ ର ଉପକାରିତା ବିଷୟ ରେ । ପିଆଜ ଆମ ଶରୀର ପାଇଁ ଏତେ ଲାଭ ଦାୟକ ଯେ ଆପଣ କେବେ ଚିନ୍ତା କରି ନ ଥିବେ । ପିଆଜ ଏକ ଏମିତି ଜିନିଷ ଯାହା ଗୋଟେ ବୁଢ଼ା ଲୋକ କୁ ମଧ୍ୟ ଟୋକା କରି ଦେଇ ପାରିବ । ପିଆଜ କୁ ମଣିଷ ପୂର୍ବ କାଳ ଯୁଗରୁ ଔଷଧ ରୂପରେ ବ୍ୟବହାର କରି ଆସୁଛି । ପିଆଜ ମଣିଷ ଶରୀରରେ କଣ ଲାଭ ଦାୟକ ପହଞ୍ଚାଇ ଥାଏ ତାହା ଆମେ ଆଜି ଜାଣିବା । ତେବେ ଏବେ ଆସନ୍ତୁ ଜାଣିବା ପିଆଜ ର କିଛି ଉପକାରିତା ବିଷୟ ।
1, ପିଆଜ ଖାଇବା ଦ୍ୱାରା ଆମ ଶରୀର ର ତ୍ୱଚା କେବେ କୁଂଚ ପଡି ନ ଥାଏ । ଆମ ସ୍କିନ ପୁରା ଉଜଳ ଦେଖା ଯାଇ ଥାଏ । କାରଣ ପିଆଜ ରେ ରହିଛି ଭିଟାମିନ A, C, E ରହି ଥାଏ ଯାହା ଫୋଳରେ ଆମ ଶରୀର ସୁସ୍ଥ ରହି ଥାଏ । ପିଆଜ କୁ ମୁଁହ ରେ ମାରିବା ଦ୍ୱରା , ମୁଁହ ରେ ବ୍ରଣ ହୋଇ ନ ଥାଏ ଓ ମୁଁହ ଟି ସଫା ଦେଖା ଯାଇ ଥାଏ ।
2, ଦ୍ୱିତୀୟ ରେ ପିଆଜ ଖାଇବା ଦ୍ୱରା ଆମ ଶରୀର ରେ ହଜମ ପ୍ରକ୍ରିୟା ଭଲ ହୋଇ ଥାଏ । ମଳକଣ୍ଠ ଭଳି ରୋଗ ମଧ ଦେଖା ଦେଇ ନ ଥାଏ । ପାକସ୍ଥଳୀ ରେ ଯଦି ଝାଡା ଫେରିବା ଦ୍ୱାରା ସଫା ହୋଇ ନ ଥାଏ । ତାହାଲେ ରାତି ରେ କଞ୍ଚା ପିଆଜ ଖାଇବା ନିହାତି ଆବଶ୍ୟକ ରହି ଥାଏ ।
3, ତୃତୀୟ ରେ ଖରା ଦିନେ ଗରମ ପ୍ରବାହ ରୁ ଦେଖିବା ପାଇଁ ମିଳି ଥାଏ ନାକ ରୁ ରକ୍ତ ପଡି ଥାଏ । ତେଣୁ ରକ୍ତ କେମିତି ବନ୍ଦ ହେବ ରାତି ରେ କଞ୍ଚା ପିଆଜ ଖାଇବା ଦ୍ୱାରା । ଯଦି ଆପଣଙ୍କ ଦାନ୍ତ ମାଡ଼ି ରୁ ରକ୍ତ ବାହାରୁଚି । ତାହାଲେ ପିଆଜ କୁ ଗରମ କରି କିଛି ସମୟ ଦାନ୍ତ ମାଡ଼ି ରଖି ଦିଅନ୍ତୁ ଦେଖିବେ ସମ୍ପୂର୍ଣ ରକ୍ତ ବନ୍ଦ ହୋଇ ଯିବ ।
4, ଚତୁର୍ଥ ରେ ଯଦି ଆପଣଙ୍କୁ ଥଣ୍ଡା ହେଉଛି କିମ୍ବା କାଶ ହେଉଛି ଆଉ ତଂଟି ବସି ଯାଉଛି । ଆପଣ କଥା କହିବା ପାଇଁ କଷ୍ଟ ଅନୁଭବ କରୁ ଛନ୍ତି । ତାହାଲେ ପ୍ରଥମେ ଆପଣ ପିଆଜ ରୁ କିଛି ରସ ବାହାର କରନ୍ତୁ । ତା ପରେ କିଛି ମହୁ ସହିତ ମିଶ୍ରଣ କରି ଦିଅନ୍ତୁ । ତେବେ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଏମିତି ରସ କରି ପିଅନ୍ତୁ । ଦେଖିବେ ଆପଣଙ୍କ ଶରୀର ରେ ଥଣ୍ଡା ରହିବ ନାହିଁ ।
5, ପଞ୍ଚମ ରେ ପିଆଜ କ୍ୟାନ୍ସର ରୋଗ ରୁ ମଧ୍ୟ ଦୂର କରି ଥାଏ । ପିଆଜ ର ଅଧିକ ପସଫରସ ରହି ଥିବାରୁ ଏହା କ୍ୟାନ୍ସର ର ସେଲ କୁ ନଷ୍ଟ କରି ଦେଇ ଥାଏ ତେବେ ପିଆଜ ଖାଆନ୍ତୁ ସୁସ୍ଥ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।