omg ! ଓଡ଼ିଶାର ନୂଆ ସ୍ୱରରେ କମାଲ କଲେ ଦିବ୍ୟ ସାଇ ଜର୍ଜ ହେଲେ ଆଶ୍ଚର୍ଯ୍ୟ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..

ଆଜିର ଯୁବ ପିଢ଼ି ମାନେ ଇଣ୍ଟରନେଟ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ନିଜ ଭିତରେ ରହିଥିବା ଲୋକାୟତ ଗୁଣ ଗୁଡ଼ିକ ଇଣ୍ଟରନେଟ୍ ମାଧ୍ୟମରେ ଦେଖାଉଛନ୍ତି। ଏହାର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି ସାମାଜିକ ଗଣ ମାଧ୍ୟମ। ନିଜର ପରିଚୟ ସୃଷ୍ଟି କରିବା ପାଇଁ ସାମାଜିକ ଗଣ ମାଧ୍ୟମ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହା ଦ୍ବାରା ଯୁବ ପିଢ଼ି ମାନେ ଲୋକପ୍ରିୟ ହେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗର କରି ପାରୁଛନ୍ତି।

ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।
କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା ।

କିନ୍ତୁ ଏବେ ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବହୁ ବିଚକ୍ଷଣ ପ୍ରତିଭା ଗୁଡ଼ିକ ଲୋକାୟତ ହେବାରେ ଲାଗିଛି।ଏହା ସମ୍ଭବ ହୋଇ ପାରୁଛି ସୋସିଆଲ ମିଡିଆ ପାଇଁ।ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ସବୁ ଧିରେ ଧିରେ ଲୋକ ଲୋଚନକୁ ଆସି ପାରୁଛି।

ସୋସିଆଲ ମିଡିଆରେ ସାହାଯ୍ୟରେ ବହୁତ ଲୋକେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ବହୁତ ଲୋକେ ଏଠି ରାତାରାତି ଷ୍ଟାର ପାଲଟି ଯାଇଥିବା ଉଦାହରଣ ଆମ ସାମ୍ନାରେ ବହୁତ ରହିଛନ୍ତି।

ଆଜିକାଲି ଅନେକ ରିଆଲିଟି ଶୋ ଗୁଡ଼ିକ ସବୁ ଭିନ୍ନ ଭିନ୍ନ ଟିଭି ରେ ଦେଖିବାକୁ ମିଳୁଛି। ବିଭିନ୍ନ ସମୟରେ ବିଭିନ୍ନ ଟିଭି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ସାମ୍ନାକୁ ଆସୁଛି। ନୂଆ ନୂଆ ପ୍ରତିଭା ଖୋଜା ଚାଲିଛି।

ତେବେ ନିକଟରେ ସିଦ୍ଧାର୍ଥ ଟିଭିରେ କୁନି କୁନି ପିଲାମାନଙ୍କ ପାଇଁ ଗୀତ ଗାଇବା ନିମନ୍ତେ ଏକ ରିଆଲିଟି ଶୋ ଚାଲିଥିଲା। ଯାହାର ନାଁ ରହିଥିଲା ଓଡ଼ିଶାର ନୂଆ ସ୍ୱର (ଜୁନିୟର)। ତେବେ ଏହି ଶୋରେ ଓଡ଼ିଶାର କୋଣ ଅନୁକୋଣରେ ଥିବା କୁନି ତାରକାମାନେ ଭାଗ ନେଇଥିଲେ। ସିଦ୍ଧାର୍ଥ ଟିଭି ତରଫରୁ ପ୍ରସାରିତ ଏହି ରିଆଲିଟି ଶୋ ଏବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଲୋକ ପ୍ରିୟ ହୋଇ ପାରିଥିଲେ।ଏହି ଶୋରେ ଭାଗ ନେଇ ଥିବା କୁନି ପ୍ରତିଭା ମାନେ ନିଜର ଜଲୱା ଦେଖାଇ ଷ୍ଟାର ହୋଇ ପାରିଛନ୍ତି।

ସେହି କୁନି କୁନି ପ୍ରତିଭା ମଧ୍ୟରୁ ଦିବ୍ୟ ସାଇ ଦାସ ନାମକ କୁନି ଗାୟକ ତାଙ୍କର ସୁମଧୁର ସ୍ୱରରେ ସାରା ଓଡ଼ିଶାବାସୀଙ୍କୁ ଆକୃଷ୍ଟ କରି ପାରିଛନ୍ତି।ଚିଠି ମୋର ଆସିଲାଣି ଆସିବାର ଥିଲା ଗୀତ ଟି ଗାଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।ତେବେ ତାଙ୍କର ଗୀତ ଏତେ ସୁନ୍ଦର ଓ ମନଛୁଆଁ ଗୀତ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଗୀତକୁ ବହୁତ୍ ପସନ୍ଦ କରୁଛନ୍ତି। ଏହାର ଓରିଜନାଲ୍ ଗୀତକୁ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଗାଇଥିଲେ ଯାହା ସୁପରହିଟ ହୋଇଥିଲା ତେବେ ଏହି ଗୀତ ଦିବ୍ୟ ସାଇଙ୍କ କଣ୍ଠରେ ମଧ୍ୟ ଦର୍ଶକମାନଙ୍କ ମନକୁ ଛୁଇଁ ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।