viral ଭିଡ଼ିଓ – ଅଭିନେତ୍ରୀ ରାଣୀ ସାହୁ କହିଲେ ଏମିତି,ତାଙ୍କ ପାଦ ତଳେ ଲାଗିଛି ..ତାଙ୍କୁ କିଏ ମାରିକି ଟାଙ୍ଗି ଦେଇଛି :ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ ଦେଖନ୍ତୁ ଭିଡ଼ିଓ…

ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଆଉ ଆମ ଗହଣରେ ନାହାନ୍ତି।ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସ ଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରା ଯାଇଛି।

ତେବେ ନିଜ ଘରେ କାହିଁକି ଫାଶୀ ଲଗାଇ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ରାଇମୋହନଙ୍କ ମୃତ୍ ଦେହ ଯେଉଁଭଳି ଭାବରେ ଉଦ୍ଧାର କରା ଯାଇଛି ତାହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

 ଅନ୍ୟ ପଟେ ରାଇମୋହନଙ୍କ ରସି ଲଗାଇ ଆତ୍ମହତ୍ୟା କରି ଥିବାର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଭାଇରାଲ ହେଉଥିବା ଫୋଟରେ ଦେଖିବାକୁ ମିଳିଛି ରାଇମୋହନ ଏକ ଚେୟାର ଉପରେ ଛିଡା ହୋଇ ଫାଶୀ ଲଗେଇ ଛନ୍ତି। ଆଉ ଯେଉଁ ଭଳି ଭାବରେ ତାଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି ତାଙ୍କ ଗୋଟେ ଗୋଡ଼ ତଳେ ଓ ଗୋଟେ ଗୋଡ଼ ଚେୟାର ଥିବାର ଦେଖିବାକୁ ମିଳୁଛି ଯାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ସାହୁ। ସେ କହିଛନ୍ତି ମୁଁ ବିଶ୍ଵାସ କରିପାରୁ ନାହିଁ, ମତେ ବହୁତ କଷ୍ଟ ଲାଗୁଛି ଯେ ଆମ ଗହଣରେ ଆଉ ରାଇମୋହନ ଭାଇ ନାହାଁନ୍ତି। ଏହା ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି। ଗୋଟିଏ ପରେ ଗୋଟିଏ ସିନିୟର୍ ଆର୍ଟିଷ୍ଟ ଆମକୁ ଛାଡି ଚାଲି ଯାଉଛନ୍ତି। ସେ କ୍ଷତି ଆଉ କେବେ ବି ପୂରଣ ହୋଇ ପାରିବାନି।

ରାଇମୋହନ ଭାଇ ଜଣେ ବହୁତ୍ ଭଲ ମଣିଷ, ବହୁତ୍ ଷ୍ଟ୍ରଙ୍ଗ ମଣିଷ ଓ ବହୁତ୍ ହସକୁରା ମଣିଷ, ସେ ପୁଣି ଏତେ ବଡ ନିଷ୍ପତି ନେବେ ସୁଇସାଇଡ୍ କରିବେ ଏଇଟା ପଶିବିଲ୍ ନୁହେଁ। ତେବେ ଭାଇରାl ହେଉଥିବା ଫୋଟକୁ ଦେଖି ସେ କହିଛନ୍ତି ତାଙ୍କୁ କିଏ ମାରି ଟଙ୍ଗେଇ ଦେଇଛନ୍ତି।

ତେବେ ସେ ଯାହାବି ହେଉ ଏ ବାବଦରେ ତଦନ୍ତ କରାଯାଉ। ସିବିଆଇ ଏ ବାବଦରେ ତଦନ୍ତ କରନ୍ତୁ। ଦୋଷୀ ଯିଏ ବି ହେଉ ନା କାହିଁକି ତାକୁ ଦଣ୍ଡ ଦିଆ ଯାଉ। ଆଉ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପ୍ରାର୍ଥନା କରି ରାଇ ଭାଇଙ୍କ ଆତ୍ମାକୁ ଶାନ୍ତି ଦିଆ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ସାହସ ଦିଅନ୍ତୁ ବୋଲି କହିଛନ୍ତି ରାଣୀ ପ୍ରିୟଦର୍ଶିନୀ ସାହୁ।

ତେବେ କେବଳ ରାଣୀ ପ୍ରିୟଦର୍ଶିନୀ ସାହୁଙ୍କ ମନରେ ନୁହେଁ ଯେଉଁ ଭଳି ଭାବେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି ତାହା ସମସ୍ତଂକ ମନରେ ସନ୍ଦେହ ସୃଷ୍ଟି କରିବା ସ୍ଵଭାବିକ। ତେବେ ସତ ପାଖରେ ପହଁଚିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।