PREGNANCY TIPS – ଗର୍ଭାବସ୍ଥାରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୮ ଟି ଫଳ,ନଚେତ ହୋଇପାରେ ଗର୍ଭପାତ….

ହଁ ଦର୍ଶକ ବନ୍ଧୁ ଆଜି କାଲି ଯୁବପିଢ଼ି ମାନଙ୍କର ଅସାବଧାନତା ଯୋଗୁଁ ଗର୍ଭ ଧାରଣ କରିବା ର ସମ୍ଭାବନା ରହିଥାଏ | ତାପରେ ସେମାନେ ଅଧିକ ସମୟରେ ଏହାକୁ ଅଡ଼େଇବା ପାଇଁ ଚିନ୍ତା ରେ ଥିବା ମଧ୍ୟ ଦେଖା ଯାଇଥାନ୍ତି | ତେଣୁ ବିଭିନ୍ନ ସମୟରେ ଏହାକୁ ରୋକିବା ପାଇଁ କିଛି ଏମିତି ଯୁବତୀ ମାନେ ଅଛନ୍ତି ଯେ ସେମାନେ ବଜାରରୁ ମିଳୁଥିବା ସାଧାରଣ କିଟ ର ବ୍ୟବହାର କରିଥାନ୍ତି |

ଯାହା ଦ୍ୱାରା ସେମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ରେ ଦେଖା ଯାଇଥାନ୍ତି | ତେବେ ଆମେ ମାନେ ଚାହିଁଲେ ଏହି ଭଳି ସମସ୍ୟା ରୁ ନିଜକୁ ରକ୍ଷା କରିପାରିବା | ତେବେ ଏହି ଅବାଞ୍ଚିତ ଗର୍ଭଧାରଣ କୁ କିପରି ଏଡାଇ ପାରିବେ ଆସନ୍ତୁ ସେ ବିଷୟରେ ଜାଣିବା |

ଦର୍ଶକ ବନ୍ଧୁ ଆଜି କାଲି ସାଧାରଣତଃ ଦେଖାଯାଏ ଯେ ବିବାହିତ ମିହିଳା ହେଉ ବା ଅବିବାହିତ ଯୁବତୀ ସେମାନେ ଗର୍ଭବତୀ ହେବା ପରେ ଡାକ୍ତର ଙ୍କ ପାଖରେ ଆସି ସେମାନେ ଗର୍ଭଧାରଣ କରିବା ପାଇଁ ଚାହୁଁ ନାହାନ୍ତି ବୋଲି କହିଥାନ୍ତି | ସେ କ୍ଷେତ୍ର ରେ ଡାକ୍ତର ମାନେ ସେମାନଙ୍କୁ ବୁଝାଇବା ସହିତ ଅବିବାହିତ ମାନଙ୍କୁ ଅବରସନ କରିବା ପାଇଁ ମତ ଦେଇଥାନ୍ତି |

ହେଲେ ଏହା କରିବା ଭବିଷ୍ୟତ ପାଇଁ ମଧ୍ୟ ବିପଦ ହେଇଥାଏ | ଅନ୍ୟ କ୍ଷେତ୍ର ରେ ବିବାହିତା ମହିଳା ମାନେ ସେମାନେ ଚାହୁଁନଥିଲେ ମଧ୍ୟ ଭୁଲ ରେ ଗର୍ଭଧାରଣ କରିଥାନ୍ତି ଓ ସେମାନେ ଡାକ୍ତର ଙ୍କ ପରାମର୍ଶ ନେଇ ଏହାକୁ ଅଡ଼େଇ ବା ଚେଷ୍ଠା କରିଥାନ୍ତି | ଏହା ବ୍ୟତୀତ ସେମାନେ ବିନା ଡାକ୍ତର ଙ୍କ ପରାମର୍ଶ ରେ ଆଇପିଲ ଆଦି କିଟ ସେବନ କରିଥାନ୍ତି ଯାହା ଭବିଷ୍ୟତ ପାଇଁ କ୍ଷତିକାରକ ହେଇଥାଏ |

ଏହା ସାଧାରଣତୋଃ ଦୁଇ ଜଣଙ୍କ ଠାରେ ଦେଖାଯାଏ | ଏହା ଉଭୟ ସ୍ତ୍ରୀ ଓ ପୁରୁଷ ଙ୍କ ଠାରେ ଦେଖାଯାଏ | ଏହା ସାଧାରଣତଃ ଦୁଇ ପ୍ରକାର ର ଦେଖାଯାଇ ଥାଏ (1) ସ୍ଥାୟୀ ପଦ୍ଧତି (2) ଅସ୍ଥାୟୀ ପଦ୍ଧତି | ସ୍ଥାୟୀ ପଦ୍ଧତି ରେ କଣ ହେଇଥାଏ ନା ଯେତେବେଳେ ଫ୍ୟାମିଲି ପ୍ଲାନିଂ କରାଯାଏ ତାହାକୁ ସ୍ଥାୟୀ ପଦ୍ଧତି କୁହାଯାଏ |

ଏହା ସ୍ତ୍ରୀ ଲୋକଙ୍କର ଟ୍ୟୁବାରଲାଇଜେସନ ବୋଲି କୁହାଯାଏ | ଏହା ଗର୍ଭଧାରଣ ବେଳେ ସିଜର ଆଦି ପାଇଁ ପଚାରଯାଏ ଓ ୨ ପିଲା ପାଇଁ ମଧ୍ୟ ପଚାର ଯାଏ | ସେତିକି ବେଳେ ୟୁଟ୍ରସ ର ପାଶ୍ଵରେ ଯେଉଁ ଟ୍ୟୁବ ଥାଏ ତାହାକୁ ବନ୍ଦ କରିଦେଲେ ଆପଣ ଗର୍ଭ ଧାରଣ କୁ ରୋକିପାରିବେ |

ନହେଲେ କଣ କରିବେ ନା ପୁଅ ପିଲାମାନେ ସେମାନଙ୍କର ଭାଷକଟମି ବା ଅଣ୍ଡକୋଷରୁ ଆସିଥିବା ସ୍ପର୍ମମଟିକାଲ କୋଡ଼ କୁ ବନ୍ଦ କରିପାରିବେ | ଏହା ଥିଲା ସ୍ଥାୟୀ ପଦ୍ଧତି |ଅସ୍ଥାୟୀ ପଦ୍ଧତି ବହୁତ ପ୍ରକାର ର ଥାଏ ଯେମିତିକି ପ୍ରିଓଡ଼ ର ଯେକୌଣସି ସମୟରେ ଆପଣ ଶାରୀରିକ ସମ୍ପର୍କ ରଖିଲେ ଏଥିରେ ଗର୍ଭଧାରଣ କରିବା ର ସମ୍ଭାବନା ଅଧିକ ରହିଥାଏ କାରଣ ଏହା ସେବ ପ୍ରିଓଡ଼ ଥାଏ |

ନନ ସେବ ପ୍ରିଓଡ଼ ଯେମିତିକି 9 ରୁ 20 ଦିନ ମଧ୍ୟରେ ପ୍ରିଓଡ଼ ର ସମୟରେ ଆମେ କୋଣ୍ଡୋମ ଆଦି ବ୍ୟବହାର କରି ସମ୍ପର୍କ ରଖିପାରିବେ ନହେଲେ ଏହି ସମୟଠୁ ଦୁରେଇ ରହିବେ |ଏହା ସହିତ ଅଭଲେସନ କୁ ରୋକିବା ପାଇଁ 21 ରୁ 25 ମଧ୍ୟରେ ଯେଇଁ ପିଲସ କିଟ ବ୍ୟବହାର କରାଯାଏ | ତାହାକୁ ନିୟମିତ ବ୍ୟବହାର କରନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।