Viral Video : ବ୍ଲାଉଜ ଖୋଲି ପରିଚୟ ପାଇଛି, ପରଘର ଭାଙ୍ଗି ନୁହଁ,ଏମିତି କହିଲେ ରାଣୀ ପଣ୍ଡା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ହଁ ବନ୍ଧୁ ତାହା ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ହେଉ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ଠିକ ସେହିଭଳି ଆମ ଓଡ଼ିଆ ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଚର୍ଚ୍ଚା ରେ ଅଛନ୍ତି ଓ ସେମାନ ଙ୍କ ଚର୍ଚ୍ଚା କୁ ନେଇ ଅନେକ ଲୋକ ଅନେକ ପ୍ରତିକ୍ରିୟା ରଖି ସାରିଛନ୍ତି ।
ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ହେଉଛନ୍ତି ବାବୁଶାନ୍ ଓ ପ୍ରକୃତି । ଉଭୟ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ତ ଜାଣିଥିବେ ଉଭୟ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ବାବୁଶାନ୍ ଓ ପ୍ରକୃତି ଙ୍କୁ ମାଡ ମାରିଛନ୍ତି ତୃପ୍ତି ଯାହାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।
ଏହାରି ଭିତ ରେ ପୁଣି ଆଉ ଥର ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ସେ କହିଛନ୍ତି ପର ଘର୍ ବିଷୟ ରେ କହିବା କଥା ନୁହେଁ କିନ୍ତୁ ମୋତେ ସେତିକି କଷ୍ଟ ହେଉଥିବାରୁ ମୁଁ ମୁହଁ ଖୋଲୁଛି । ଗୋଟେ ମାଆ ଠାରୁ ତା ପୁଅ ଅଲଗା , ଜଣେ ସ୍ବାମୀ ଠାରୁ ତାର ସ୍ତ୍ରୀ ଅଲଗା ଏଇଟା ବଡ କଷ୍ଟ ର କଥା । ଏତେ ଉଚ୍ଚ କୋଟି ର କଳାକାର ଙ୍କ ଇଜ୍ଜତ ଗଲା ।
କେବଳ ଏହି ଭଳି ଅଭିନେତ୍ରୀ ମାନ ଙ୍କ ପାଇଁ , ରାନୀ ପଣ୍ଡା ଭଗବାନ୍ ଙ୍କ ନିକଟ ରେ ପ୍ରାର୍ଥନା କରୁଛନ୍ତି ଯେ ବାବୁଶାନ୍ ଙ୍କ ଘର୍ କୁ ଖୁସି ଫେରାଇ ଦିଅ । ରାନୀ ପଣ୍ଡା କିଛି ନାରୀ ମାନ ଙ୍କୁ କହିଛନ୍ତି ଯେଉଁ ମାନେ କି ନିଜ ସ୍ବାମୀ କୁ ଛାଡିଛନ୍ତି !
ସେଇ ମାନଙ୍କୁ କହୁଛନ୍ତି କି ମୁଁ ବ୍ଲାଉଜ ଖୋଲି ପରିଚୟ ପାଇଛି ପର ଘର ଭାଙ୍ଗି ନୁହେଁ , ନିଜ ସ୍ବାମୀ ଥାଇ ମଧ୍ୟ ଵୟେ ଫ୍ରେଣ୍ଡ୍ ଥାଇ ମଧ୍ୟ ପର ଘରେ ମୁଣ୍ଡ ପୁରାଇ ଘର ଭାଙ୍ଗି ଦିଅନ୍ତି । ସେହି ଭଳି ନାରୀ ମାନ ଙ୍କୁ କହିଛନ୍ତି ଏହି ଭଳି ନ କରିବା ପାଇଁ ଓ ସୁଧାରି ଯିବା ପାଇଁ କହିଛନ୍ତି । ପର ଘର ଭାଙ୍ଗିବା ପାଇ ମନା କରିଛନ୍ତି।
ପୁଅ ମାନେ ହେଉଛନ୍ତି ଷେଣ୍ଢ ସେମାନେ ମାଡି ଚାଲିବେ କିନ୍ତୁ ଝିଅ ମାନେ ନୁହେଁ ସେଥି ପାଇଁ ଏତେ ଉତ୍ପାତ ହେବା ଭଲ ନୁହେଁ । ପର ଘର ଭାଙ୍ଗି ଆଜି କେହି ବି ଶୁଖି ନାହାଁନ୍ତି । କେଜାଣି ଏମାନେ କଣ ପାଇଁ ପର ସ୍ବାମୀ ଉପରେ ନଜର ପକାନ୍ତି ବୋଲି ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଏହି ଭଳି ଭାବେ କିଛି କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।