Viral ଭିଡ଼ିଓ – ବିଚ୍ ରାସ୍ତାରେ କ୍ୟାବ ଡ୍ରାଇଭର ଯୁବତୀଙ୍କ କଳି, ଭୁଲ୍ ଲୋକେସନ୍ ପାଇଁ ରାସ୍ତା ଉପରେ ଯୁକ୍ତିତର୍କ……..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଭୁବନେଶ୍ଵର ଏବଂ କଟକ ଭଳି ବଡ ବଡ ସହରରେ କ୍ୟାବ ସଂସ୍ଥା ବହୁତ ଭଲଭାବରେ ଚାଲିଛି । ଲୋକମାନେ ଏହାର ଅନେକ ଲାଭ ପାଉଛନ୍ତି । ଆଉ ଏହାର ଫାଇଦା ମଧ୍ୟ ବହୁତ ଅଛି । ଲୋକମାନେ କେଉଁଠିକି ଯିବାକୁ ଚାହିଁଲେ ବା କେଉଁ ସ୍ଥାନରୁ ଫେରିବାକୁ ଚାହିଁଲେ କ୍ୟାପ୍ ଗାଡ଼ି ବୁକ୍ କରି ଦେଉଛନ୍ତି । ଏହା ମୋବାଇଲ୍ ସାହାଯ୍ୟରେ ବୁକିଂ କରାଯାଏ । ଆଉ ଆପଣ କେଉଁ ସ୍ଥାନରୁ ଯିବେ ଆଉ ଆସିବେ ଏଥିରେ ଟାଇପ କରି ଏହାକୁ ବୁକ୍ କରିବାକୁ ପଡ଼ିଥାଏ । ଏହା ଏକ ଆପ୍ଲିକେସନ୍ ଅଟେ ।

ରାଜଧାନୀର ଗଳି କନ୍ଧିରେ ଏବେ କ୍ୟାପ ଲୋକମାନଙ୍କୁ ଯାତାୟତରେ ବହୁତ ସାହାଯ୍ୟ କରୁଛି । ଏହାକୁ ବୁକିଂ ଏବଂ ପେମେଣ୍ଟ କରିବା ବହୁତ ସହଜ ଅଟେ । ଆଉ ଏହା ସମୟକୁ ମଧ୍ୟ ବଂଚାଇଥାଏ । ସାରା ରାଜଧାନୀରେ ଓଲା ତରଫରୁ ଅନେକ ଅନେକ ଗାଡ଼ି ଚାଲୁଛି । ଆଉ ଏବେ ଏକ କ୍ୟାପ୍ ଡ଼୍ରାଇଭରଙ୍କ ଦୁର୍ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଜଣେ ମହିଳା ଓ ତାଙ୍କ ଝିଅ ଘରକୁ ଯିବା ପାଇଁ କ୍ୟାପ ବୁକ୍ କରିଥିଲେ ।

 ଆଉ ଯେତେବେଳେ କ୍ୟପ୍ ଗାଡ଼ିର ଡ଼୍ରାଇଭରକୁ ସେ ଫୋନ କରିଲେ କେଉଁଠି ଅଛ ସେହି ଡ୍ରାଇଭର ଜଣକ କହୁଛି ଏଇଠି ଅଛି ବାମକୁ ଆସ ଏଇଠି ଛିଡ଼ା ହୋଇଛି ଏହିଭଳି ଏକ ଅଲଗା ଭାବରେ ଲକେଶନ ରୁଡ୍ କୁ ନେଇଯାଉଥିବା ର ଦେଖି ମହିଳା ଜଣକ କହିଲେ କୁ ଏହା ଭୁଲ ରାସ୍ତା କରିଥିଲେ ଡ୍ରାଇଭର ଜଣକ ।

ତାପରେ ମହିଳା ଜଣଙ୍କୁ ଡ୍ରାଇଭରର ବ୍ୟବହାର ଭଲ ଲାଗିଲା ନାହିଁ ଆଉ ସେ ଏହି କ୍ୟପ ରୁ ଓହ୍ଲାଇ କ୍ୟାନସେଲ କରିବାକୁ ଯାଉଥିଲେ । ଆଉ ତାଙ୍କର ମୋବାଇଲ୍ ହ୍ୟାଙ୍ଗ ହେଲା ଆଉ ସେ କହିଲେ ଟିକେ ଅପେକ୍ଷା କର ମୋ ମୋବାଇଲ ହ୍ୟାଙ୍ଗ ହେଉଛି ମୁଁ ରିଷ୍ଟାର୍ଷ୍ଟ ମାରିକି କ୍ୟାନେସେଲ କରୁଛି ।

ତାପରେ ଡ୍ରାଇଭର ଜଣକ ମହିଳାଙ୍କୁ ତୁ ତା ରେ ଏହିଭଳି ଦୁର୍ବ୍ୟବହାର କରିବା ସହ କହିଲେ ଅଟୋ କରିକି ପଳାଇ ଯାଆ ,ଆଉ ଚିତ୍କାର କରିଲା । ଆଉ ମହିଳା ଜଣକ କହିଛନ୍ତି କ୍ୟାପ ଡ୍ରାଇଭାର ଯଦି ଏଭଳି ପିଲା ରଖିବେ ତାହେଲେ ଏହା କେତେ ଡେଭଲପ୍ କରିବ ତାହା ଆପଣ ଜାଣିଥିବେ । ଆଉ ଏହିଭଳି ଡ୍ରାଇଭର ଟୁରିଷ୍ଟ ପାଇଁ କଣ ଭଲ ହୋଇପାରେ ।

ଏହା କ୍ୟାପ ପାଇଁ ଖରାପ ଅଟେ ଓ ସେ କ୍ୟାପ ରୁ ଓହ୍ଲାଇ ସେ କହିଲେ କି କ୍ୟାପ୍ ଡ୍ରାଇଭର କୁ ଯେ ଏମିତି ଦୁର୍ବ୍ୟବହାରକୁ କରିବାର ଦେଖି ସେ କହିଥିଲେ କୁ ଚପଲ ରେ ସେକିବେ ବୋଲି ଆଉ କହିଥିଲେ କି ଭୁଲ ଲକେସନ୍ ପାଇଁ ତାଙ୍କୁ ପୋଲିସ ରେ ଏଫାଏର୍ ଦେବେ ବୋଲି କ୍ୟାପ୍ ଡ୍ରାଇଭର ତାଙ୍କୁ ଅସଦାଚରଣ ବ୍ୟବହାର କରିଥିଲେ ମହିଳା ଓ ତାଙ୍କ ଝିଅ ଙ୍କୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।