health tips-ଅଧ ରାତିରେ ପରିଶ୍ରା ଲାଗୁଛି କି? ତେବେ ଜାଣନ୍ତୁ ଏହି ଭୟଙ୍କର ରୋଗ ବିଷୟରେ କେମିତି ଏହାକୁ ରୋକିବେ ଜାଣନ୍ତୁ…..

ଆଜି ଆମେ ଆପଣଂକୁ ଏକ ଜରୁରୀ କଥା କହିବା ପାଇଁ ଯାଉଛୁ । ଯାହା ଆପଣଙ୍କ ର ଜାଣିବା ନିହାତି ଦରକାର , ନହଲେ ଆପଣ ଜୀବନ ରେ ଗୋଟେ ବହୁତ ବଡ଼ ରୋଗ ରେ ସମ୍ମୁଖୀନ ହୋଇ ଯିବେ । ତେବେ କଥାଟି ହେଉଛି ଆପଣ ଅଧ ରାତି ରେ ପରିସ୍ରା କରିବା ପାଇଁ ଉଠୁ ଛନ୍ତି କି ? ଯଦି ଉଠୁ ଛନ୍ତି ତାହାଲେ ଆଜି ଆମେ ଆପଣଂକୁ ଯେଉଁ କଥା ଗୁଡିକୁ କହିବୁ ତାହା ଆପଣ ଜାଣିବା ନିହାତି ଦରକାର ।

ଆପଣ ମାନେ ଦେଖି ଥିବେ ବହୁତ ଲୋକ ମାନେ ରାତି ରେ 2 ଥର ପରିସ୍ରା କରିବା ପାଇଁ ଉଠି ଥାନ୍ତି । ତେବେ ରତ୍ରୀ ରେ ପରିସ୍ରା କରିଲେ ଦେହ ଖରାପ ହୋଇ ଥାଏ । ସଧାରଣ ଭାବରେ କହିବା ପାଇଁ ଗଲେ ରାତି ରେ ଦେହ ର ରକ୍ତ ସଂଚାରଣ କମ ହୋଇ ଥାଏ । ତେବେ ସେହି ସମୟ ରେ ପରିସ୍ରା କରିବା ଦ୍ୱାରା ମୁଣ୍ଡ ରେ ବ୍ରେନ ଷ୍ଟୋକ ହୋଇ ଥାଏ । ତେବେ ବ୍ରେନ ରେ କିଛି ରକ୍ତ କଣିକା ଷ୍ଟୋକ ହୋଇ ଏହି ରୋଗ ସୃଷ୍ଟି ହୋଇ ଥାଏ ।

ତେଣୁ ଆମକୁ ଆମ ଦେହ ଠିକ ରଖିବା ପାଇଁ ହେଲେ ଶୋଇବା ପୂର୍ବରୁ ପରିସ୍ରା କରିବା ନିହାତି ଆବଶ୍ୟକ । ଆମେ ପରିସ୍ରା କରିବା ଦ୍ୱାରା ଆମ ଦେହରେ ଥିବା ଜୀବାଣୁ ଗୁଡିକ ପରିସ୍ରା ଦ୍ୱାରା ବାହାରି ଆସି ଥାନ୍ତି । ଠିକ ସେହି ପରି ଅଧ ରତ୍ରୀ ରେ ପରିସ୍ରା କରିବା ଦ୍ୱାରା ଆମ ଶରୀର ର ରକ୍ତ ଧୀର ଗତି ରେ ଚାଲି ଥାଏ ।

ପରିସ୍ରା କରିବା ଦ୍ୱାରା ସେହି ରକ୍ତ କଣିକା ଜୋର ରେ ଆମ ଶରୀର ରେ ପ୍ରବାହିତ ହୋଇ ଥାଏ । ଯାହା ଫୋଳରେ କିଛି ରକ୍ତ କଣିକା ବ୍ରେନ ରେ ଜମି ରହି ଥାଏ ଯାହା ଫୋଳ ରେ ଆମକୁ ବ୍ରେନ ଷ୍ଟୋକ ରୋଗ ହୋଇ ଥାଏ । ତେଣୁ ରାତି ରେ ଶୋଇବା ପୂର୍ବରୁ ପରିସ୍ରା କରି ଦିଅନ୍ତୁ । କିଛି ଲୋକ ଅଧିକ ପାଣି କିମ୍ବା ଅଧିକ ତରଳ ପଦାର୍ଥ କୁ ସେବନ କରି ଥାନ୍ତି । ଯାହା ଫୋଳ ରେ ତାଙ୍କୁ ଅଧ ରାତି ରେ ପରିସ୍ରା ମାଡି ଥାଏ ।

ତେବେ ଏଥିରେ ଆପଣ ଚିନ୍ତା କରିବା ଆବଶ୍ୟକ ନାହିଁ । ଯଦି ଆପଣଂକୁ ଅଧ ରାତ୍ରି ରେ ପରିସ୍ରା ମାଡୁଛି ତାହାଲେ ଆପଣ କିଛି ସମୟ ସେହି ବେଡ଼ ଉପରେ ବସନ୍ତୁ । ତା ପରେ ଆପଣ ପରିସ୍ରା କରିବା ପାଇଁ ଯାଆନ୍ତୁ । ଆପଣଙ୍କ ଶରୀର କିଛି କ୍ଷତି ହେବ ନାହିଁ ।

ଆଜି କାଲି ଦୁନିଆ ରେ ଅଧିକାଂଶ ଲୋକ ଏହି ରୋଗ ରେ ପୀଡିତ ହେଉ ଛନ୍ତି । ଚେଷ୍ଟା କରନ୍ତୁ ରାତି ରେ ଶୋଇବା ପୂର୍ବ ରୁ ଆପଣ କେମିତି ପରିସ୍ରା ସାରି ଦେବେ । ତେବେ ଗୋଟିଏ ଦିନ ରେ 5 ଲିଟର ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।