viral video – ଛିଃ ଛିଃ !ମଉସା ପାପ ସମ୍ପର୍କ ରଖିଲା ନିଜ ଝିଆରୀ ସହ,ଏବେ ଝିଆରୀକୁ ନେଇ ମଉସା ଫେରାର ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ …

ଝିଆରୀକୁ ନେଇ ଫେରାର ହୋଇଗଲେ ମଉସା। ଆଜ୍ଞା ହଁ କୁହାଯାଏ କି ପ୍ରେମ ହେଉଛି ଅନ୍ଧ। ମାନେନା ବୟସ ବାଧା କି ବନ୍ଧନ ଜାତି କି ଅଜାତି। ଏପରିକି ସେ ସମ୍ପର୍କକୁ ବି ବୁଝେନା ଏହି ପ୍ରେମ ଯାହାର ଜ୍ୱଳନ୍ତ ଉଦାହଣର ଏହି ଘଟଣା।

ଆଜିର ଦିନରେ ଆମ ସମାଜରେ ପ୍ରେମକୁ ନେଇ ଲଜ୍ୟା ଜନକ ପରିସ୍ଥିତି ସାମ୍ନାକୁ ଆସୁଛି। ପ୍ରେମ୍ ପାଇଁ କିଏ ଆତ୍ମହତ୍ୟା କରିଲାଣି ତ କିଏ ପ୍ରେମକୁ ନେଇ ପ୍ରେମିକର ଘର ଆଗରେ ଧାରଣା ଦେଲାଣି। କିନ୍ତୁ ଏ ସବୁ ଭିତରେ ବିବାହିତା ମାନଙ୍କ ସଂଖ୍ୟା କମ୍ ନାହିଁ । ତେବେ ଆଜି ପ୍ରେମ ନେଇ ଯେଉଁ ଖବର ଆସିଛି ତାହା ଖୁବ୍ ଲଜ୍ୟା ଜନକ।

 ତେବେ ସମ୍ପର୍କରେ ମଉସା ଓ ଝିଆରୀ ତଥାପି ମାନିଲେନି ସମାଜର ପ୍ରତିବନ୍ଧକ୍ ଓ ଟାହି ଟାପୁରା। ମଉସା ଓ ଝିଆରୀଙ୍କ ମଧ୍ୟରେ ଗଢ଼ି ଉଠିଲା ଅନୈତିକ ପ୍ରେମ୍ ସମ୍ପର୍କ ଆଉ ତା ପରେ ସ୍ତ୍ରୀକୁ ଛାଡ଼ି ଝିଆରୀ ନେଇ ଚମ୍ପଟ୍ ମାରିଲେ ସ୍ବାମୀ। ଆଉ ଏହା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ। ଆଉ ସ୍ବାମୀ ନାରେ ଦେଇଛନ୍ତି ଅଭିଯୋଗ।

ଏଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସୀ ପଞ୍ଚାୟତ ଜମ୍ବୁ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ମଉସା ଓ ଝିଆରୀ ମଧ୍ୟରେ ଏ ପ୍ରେମ ସମ୍ପର୍କକୁ ନେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ଆଉ ସମସ୍ତଂକ ମୁଁହରେ ଗୋଟିଏ କଥା ଶୁଣିବାକୁ ମିଳୁଛି ସେମାନଙ୍କୁ ଦଣ୍ଡ ଦିଆଯାଉ।


ସୂଚନା ଅନୁସାରେ, ଖତିନାଶୀ ଗାଁର ସୁମନ ଅଧିକାରୀ କେନ୍ଦ୍ରାପଡ଼ା ଅଞ୍ଚଳର ଝୁନୁ ଅଧିକାରୀଙ୍କ ଗତ ୧୦ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ । ସେମାନଙ୍କ ବୈବାହିକ ଜୀବନ ଭଲରେ କଟୁଥିବା ବେଳେ ସୁମନ ଗାଁରେ ଏକ ଜନସେବା କେନ୍ଦ୍ର ଖୋଲିଥିଲେ ଆଉ ଯାହା ରୋଜଗାର କରୁଥିଲେ ସେଥିରେ ହସ ଖୁସିରେ ଚଳି ଯାଉଥିଲେ।

ଗ୍ରାହକ ସେବା କେନ୍ଦ୍ରରେ ସହଯୋଗ ପାଇ ଏକ ପିଲା ରଖିବାକୁ ସୁମନ କହିଥିଲେ । ଫଳରେ ସୁମନ ନିଜ ବଡ଼ ଭଉଣୀର ଭାଣିଜୀକୁ ଆଣି କାମରେ ସହାୟତା କରିବା ପାଇଁ ରଖିଥିଲେ । ଏକ ମାସ ରହିବା ପରେ ଝିଆରୀ ସହ ପିଇସାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।

ସ୍ତ୍ରୀଙ୍କ ଅନୁପସ୍ଥିତିରେ ଉଭୟଙ୍କ ଲୁଚାଛପା ପ୍ରେମ ଆଗକୁ ବଢ଼ିଥିଲା । ଝୁନୁ ଏହା ଜାଣିବା ପରେ ଝିଆରୀକୁ ତାଙ୍କ ଘରକୁ ପଠାଇଥିଲେ ।ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସ୍ତ୍ରୀ ଶୋଇବା ପରେ ସୁମନ ଝିଆରୀ ସହ ମୋବାଇଲରେ କଥା ହେଉଥିଲେ।

ଗତ ମାର୍ଚ୍ଚ ମାସରେ ସୁମନ ଝିଆରୀକୁ ଫେରାର ହୋଇ ଯାଇଥିଲେ ଯେ ନେଇ ଝୁନୁ ତାଙ୍କ ନାଁରେ ଅଭିଯୋଗ କରିଥିଲେ ଆଉ ଏହାପରେ ଆପୋଷ ବୁଝାମଣା କରି ଏହାର ସମାଧାନ ବାହାର କରିଥିଲେ। ତେବେ ପୁଣି ଥରେ ଝିଆରୀକୁ ନେଇ ଫେରାର ମାରିଲେ ସୁମନ। ଯାହାକୁ ନେଇ ପତ୍ନୀ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।