ଓଃ..କି..ଡାନ୍ସ – ଷ୍ଟେଜରୁ ଗଳି ପଡ଼ିଲେ ଆଇଟମ ଗାର୍ଲ୍, ଝାମ୍ପି ପଡ଼ିଲେ ଯୁବକ,ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବନ୍ଧୁଗଣ ଏବେ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ଆକର୍ଷଣୀୟ ଡାନ୍ସର ଭିଡିଓ ସାମ୍ନାକୁ ଆସିଛି।ଏହି ଭିଡିଓ କୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ। ତେବେ ନୃତ୍ୟକୁ ନେଇ ଅନେକ ପ୍ରକାରର ଡାନ୍ସ ଭିଡିଓ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଯାହା ଆମକୁ ବହୁତ୍ ଖୁସି ଦେଇଥାଏ।
କାରଣ ଅମେ ଏହିପରି ଭାବରେ ବିଭିନ୍ନ ପ୍ରକାରର, ବିଭିନ୍ନ ସ୍ଥାନର ଡାନ୍ସ ଦେଖିବାକୁ ପାଉ, ଆଉ ଏହାକୁ ଦେଖି ଖୁସି ବି ହେଉ।ଡାନ୍ସ ଯେମିତି ବି ହୋଇଥାଉ ତାହା ଦେଖିବାକୁ ବହୁତ୍ ଭଲ ଲାଗିଥାଏ। ଏହା ସବୁବେଳେ ଦର୍ଶକଙ୍କୁ ମନୋରଂଜନ କରାଇଥାଏ।
ସେହିପରି ଏବେ ଜଣେ ଅଭିନେତ୍ରୀଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।
ଏଠାରେ ଜଣେ ଲୋକପ୍ରିୟ ସୁନ୍ଦରୀ ତେଲଗୁ ଅଭିନେତ୍ରୀ କ୍ରିତି ସୁରେଶ ଙ୍କ ଏକ ଷ୍ଟେଜ ରେ ଡାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଛି।ଯାହା ବାସ୍ତବରେ ଆକର୍ଷଣୀୟ ଅଟେ।ଅଭିନେତ୍ରୀ କ୍ରିତି ସୁରେଶଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି।
ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଅଭିନେତ୍ରୀ କ୍ରିତିଙ୍କ ଏହି ଡାନ୍ସ କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ। ଆପଣଙ୍କୁ କହି ରଖୁଛୁ ଯେ ଏହି ଅଭିନେତ୍ରୀ ଜଣଙ୍କ ଏକ ଗୀତର ଲଞ୍ଚ ପାଇଁ ହୋଇଥିବା ଏକ ଷ୍ଟେଜ ପ୍ରୋଗ୍ରାମ ରେ ତାଙ୍କର ଡାନ୍ସ କୁ ପ୍ରଦର୍ଶନ କରୁଛନ୍ତି।
ଗାନ୍ଧାରୀ ଗୀତର ଲଞ୍ଚ ପାଇଁ ଏହି କାର୍ଯ୍ୟକ୍ରମ ଟି ଆୟୋଜିତ କରା ଯାଇଥିବା ବେଳେ ଏହି ପ୍ରୋଗ୍ରାମ ରେ ଯୋଗ ଦେଇଥିଲେ କ୍ରିତିି ସୁରେଶ୍।ତାଙ୍କ ସହ ଫିଲ୍ମ୍ ଦୁନିଆର ଅନେକ କଳାକାର ଏବଂ ସହ କଳାକାର ମାନେ ମଧ୍ୟ ଯୋଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ।
ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଏକ ଗାୟିକାଙ୍କ ସୁନ୍ଦର୍ ଗାୟିକିର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏକ ଲୋକପ୍ରିୟ ଓଡ଼ିଆ ପାଣି ମାରିଦେଲା ଝାଇଁ ଗୀତକୁ ସେ ଏହି ଷ୍ଟେଜରେ ଗାଉଛନ୍ତି।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି କାର୍ଯ୍ୟକ୍ରମ ଟି ହେଉଛି ଭୁବନେଶ୍ୱରର ଏକ କଲେଜ୍ ଟେମ୍ପଲ୍ ସିଟି ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନଲୋଜି ତରଫରୁ ଆୟୋଜିତ ଏକ ଅର୍କେଷ୍ଟ୍ରା ପ୍ରୋଗ୍ରାମର। ଏଠାରେ ଗାଉଥିବା ଏହି ସିଙ୍ଗର ଜଣଙ୍କର ନାମ ହେଉଛି ଚିନ୍ମୟୀ।
ତାଙ୍କର ଅନେକ ସଙ୍ଗୀତ ଆପଣ ଶୁଣିଥିବେ।ଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ତାଙ୍କୁ ଏକ ଗୀତରେ ଡାନ୍ସ କରିବାକୁ ଅନୁରୋଧ କରିବା ପରେ ଅଳ୍ପ ସମୟ ପାଇଁ ବେଶ୍ ସୁନ୍ଦର୍ ଭାବରେ ଅଣ୍ଟା ହଲାଇ ସେ ତାଙ୍କ ଷ୍ଟାଇଲ ରେ ଏହି ଡାନ୍ସ କୁ ଦେଖାଇଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ବହୁତ ଖୁସି ହେବା ସହିତ ଏହାକୁ ଉପଭୋଗ କରିଥିଲେ। ଆପଣ ବି ଅଭିନେତ୍ରୀ ଙ୍କ ଏହି ଡାନ୍ସ କୁ ନିଶ୍ଚିତ ଉପଭୋଗ କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।