viral video – instagram ରୁ ପ୍ରେମ କରି ଥାନାରେ ପହଁଚିଲେ ପ୍ରେମୀ ଯୁଗଳ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜିକାଲି ଦୁନିଆରେ ପୁଅ ଝିଅ ଠାରୁ ଆରମ୍ଭ କରି ବୁଢା ବୁଢୀ ପଯ୍ଯନ୍ତ ସମସ୍ତେ ପ୍ରେମ କରୁଛନ୍ତି। ଦେଖିବାକୁ ଗଲେ ସେମାନେ ବିଭିନ୍ନ ମଧ୍ଯ୍ଯମରେ ପ୍ରେମ କରୁଛନ୍ତି। କିଏ ଫେସବୁକ୍ ରୁ ପ୍ରେମ କରୁଛି ତ କିଏ ଇନଷ୍ଟାଗ୍ରାମ ରେ ପ୍ରେମ କରୁଛି।

ସେହି ପରି ଏକ ଘଟଣା ଘଟିଛି ଭଦ୍ରକ ର ରାଜୀବ୍ ଜେନାଙ୍କ ଜୀବନ ରେ ସେ ଯାଜପୁର ର ଜଣେ ଯୁବତୀ ଙ୍କୁ ଇନଷ୍ଟାଗ୍ରାମ ରୁ ସେ ଭଲପାଉ ଥିଲେ। ସେମାନେ ପରସ୍ପର କୁ ଇନଷ୍ଟାଗ୍ରାମ ରୁ ହଁ ଜାଣିଥିଲେ । ଏବଂ ଏହା ପରେ ଘରୁ ଲୁଚି ଯାଇ କଟକ ରେ ବିବାହ ବି କଲେ। କିନ୍ତୁ ଏମାନଙ୍କ ବିବାହ ବେଶୀ ଦିନ ତିଷ୍ଠି ରହିପାରିଲା ନାହିଁ। ୪ ମାସ ମଧ୍ଯ୍ଯରେ ଉଭୟ ଙ୍କ ମଧ୍ଯ୍ଯରେ ଝଗଡା ଆରମ୍ଭ ହୋଇଗଲା।

 ଏବଂ ପରସ୍ପର କୁ ଡିଭୋର୍ସ ଦେବାକୁ ପଛେଇ ନଥିଲେ। ଏବଂ ଦୁହେଁ ଅଲଗା ବି ମଧ୍ଯ୍ଯ ରହୁଥିଲେ। ମାତ୍ର ଫାଇନାଲ କରିବା ପରେ ମଧ୍ଯ୍ଯ ଦୁହେଁ ଦୁହିଁଙ୍କ ସହ କଥାବାର୍ତ୍ତା କରୁଥିଲେ। ଝିଅଟି ଭୁବେନଶ୍ବର ରେ ରହୁଥିଲା ଏବଂ କୌଣସି ଏକ ସଂସ୍ଥା ରେ କାମ ମଧ୍ଯ୍ଯ କରୁଥିଲେ। କିନ୍ତୁ ଗତକାଲି ରାତିରେ ଉପହାର ଦେବା ବାହାନାରେ ରାକେଶ ସେ ଝିଅଟି ପାଖକୁ ଯାଇଥିଲେ ଏବଂ ସେମାନେ ଉଭୟ ୨ ଘଣ୍ଟା ଧରି ବାତ୍ତାଳପ କଲେ।

କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ଯ୍ଯରେ ପୁଣି ଆରମ୍ଭ ହୋଇଥିଲା, ପରସ୍ପର କୁ ଆକ୍ରମଣ ବି କରିଥିଲେ । ତେଣୁ ଉଭୟ ଉଭୟ ଙ୍କ ଆକ୍ରମଣ ରେ ମରଣାତ୍ମକ ହୋଇପଡିଥିଲେ। ଘଟଣା ସ୍ଥଳେ ପୁଲିସ୍ ପହଞ୍ଚି ଉଭୟ ଙ୍କୁ ମଧ୍ଯ୍ଯ ଜେରା କରିଥିଲା।

 ପୁଲିସ ପଚରା ଉଚରା ପରେ ରାଜେଶ ଯୁବତୀ ଙ୍କ ନାମ ରେ ଅଭିଯୋଗ ଆଣି କହିଛନ୍ତି। ଯେ ସିଏ ବିବାହ କରିସାରିବା ପରେ ବି ଅନ୍ୟ ଏକ ପୁରୁଷ ସହ ସମ୍ପର୍କ ରଖିଥିଲେ। ଏବଂ ମୁଁ ତାଙ୍କୁ ବୁଝେଇବାକୁ ଯାଇଥିଲି କିନ୍ତୁ ସେ ନବୁଝି ମୋ ଉପରକୁ ବ୍ଲେଟ୍ ରେ ଆକ୍ରମଣ କରିଥିଲେ।

ଉଭୟ ଉଭୟ ଙ୍କ ବୟାନକୁ ରେକର୍ଡ କରିବା ସହ ଏହା ଉପରେ ତଦନ୍ତ ଜାରି ରଖିଛି। ତେଣୁ ବିବାହ ର ଏ ବି ଆଉ ଏକ ରୂପ ଯେଉଁଥିରେ ଆକ୍ରମଣ ହୋଇ ଥାନ୍ତି ସ୍ବାମୀ ସ୍ତ୍ରୀ। ଯେଉଁ ସ୍ବାମୀ ସ୍ତ୍ରୀ ପରସ୍ପର କୁ ଭଲପାଇ ନିଜ ପରିବାର ଠାରୁ ଦୁରେଇ ଯାଇ।

ନିଜ ଜନ୍ମ ଦେଇ ଥିବା ବାପା ମାଆ ଙ୍କ ଠାରୁ ଦୁରେଇ ଯାଇ ଗୋଟେ ଜନ୍ମ ନୁହଁ ସାତ ଜନମ ପାଇଁ ପରସ୍ପର ସହ ଏକାଠି ରହିବେ ବୋଲି କଥା ଦେଇଥାନ୍ତି। ସେହି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ୍ଯରେ ଏପରି ଏକ ପରିସ୍ଥିତି ଆସେ ଉଭୟ ଉଭୟ ଙ୍କୁ ମାରିବା ପାଇଁ ପଛନ୍ତି ନାହିଁ।ଦେଖିବାକୁ ବାକି ରହିଲା ପୁଲିସ୍ ଉଭୟ ଙ୍କୁ କେଉଁ ରାସ୍ତା ରେ ନେଇ ବୁଝାସୁଝା କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।