ମୋ କିଡ଼ନୀ ମ୍ୟାଚ୍ କଲେ ମୁଁ କିଡନୀ ଦାନ କରିବି: ମାନବ ପ୍ରେମୀ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ‘ମହାନତା’….ଦେଖନ୍ତୁ ଭିଡ଼ିଓ କ’ଣ କହିଲେ ବିଦ୍ୟାଶ୍ରୀ…

ଦୁନିଆରେ ବହୁତ ସ୍ୱାର୍ଥ ପର ଲୋକ ରହୁ ଛନ୍ତି । ଏ ମାନବ ଜାତି ହେଉଛି ବହୁତ ବିଚିତ୍ର ଜାତି । ସମସ୍ତଙ୍କୁ ବିଶ୍ଵାସ କରିବୁ ହେଲେ ମଣିଷ ମାନଙ୍କୁ କେବେ ହେଲେ ବିଶ୍ୱାସ କରିବୁ ନାହିଁ । କାରଣ କାମ ଥିଲେ ମଣିଷ ମାନେ ଆପଣଙ୍କ ସହିତ ସ୍ୱାର୍ଥ ରଖିବେ ନହେଲେ ସ୍ୱାର୍ଥ ସରି ଗଲେ କିଏ କାହାର । ତେଣୁ ଆଜି ର ମଣିଷ ମଧ୍ୟ ବହୁତ ଭଲ ଅଛନ୍ତି । ଆମେ ଆଜି ଯାହା ବିଷୟରେ କହିବା ପାଇଁ ଯାଉଛୁ ସେ ଜଣେ ଏବେ ଓଡିଶା ର ମହାନ ବ୍ୟକ୍ତି ହେବାକୁ ଯାଉ ଛନ୍ତି ।

ଆପଣ ମାନେ ମାନବ ପ୍ରେମୀ ଆଦିତ୍ୟ ଦାସ କୁ ଜାଣି ଥିବେ । ସେ ଜଣେ ମହାନ ବ୍ୟକ୍ତି ଅଟନ୍ତି । ତାଙ୍କ ନାଁ ରେ ଆପଣ ମାନେ ବହୁତ କଥା ଶୁଣି ଥିବେ । ସେ ସମସ୍ତଙ୍କୁ ବହୁତ ସାହାର୍ଯ୍ୟ କରୁ ଥିଲେ । କିନ୍ତୁ ଦୁଃଖର କଥା ସେ ଆଜି ଆଉ ଆମ ପାଖରେ ନାହାନ୍ତି । ସେ ସବୁଦିନ ପାଇଁ ତାରା ହେଇ ଯାଇ ଛନ୍ତି । ତେବେ ଆଜି ଆମେ ଆପଣଂକୁ ତାଙ୍କ ସ୍ତ୍ରୀ ଦିବ୍ୟାସା ବିଷୟ ରେ କହିବା ପାଇଁ ଯାଉଛୁ ।
ଦିବ୍ୟାସା ହେଉ ଛନ୍ତି ମାନବ ପ୍ରେମୀ ଙ୍କର ସ୍ତ୍ରୀ । ସେ ଆଜି ଗୋଟେ ମହାନ କାମ କରିବା ପାଇଁ ଯାଉଛନ୍ତି । ତେବେ କେନ୍ଦ୍ରାପଡା ରେ ଆପଣ ମାନେ ଦେଖିବାକୁ ପାଇ ଥିବେ ଯେ ଜଣେ ବାପା ମା ତାଙ୍କ ପିଲା କୁ ବଞ୍ଚାଇବା ପାଇଁ ଯାଇ 30 କିମି ପର୍ଯ୍ୟନ୍ତ ଗୋଟେ ମନ୍ଦିର କୁ ଯାଇ ଥିଲେ ପିଲା ଟିକୁ ଵଂଚାଇବା ପାଇଁ । ଏବେ ପିଲା ଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା ।

ତେବେ ପିଲାଟି ର କିଡନୀ ଖରାପ ହୋଇ ଯାଇ ଥିଲା । କିଡ୍ନୀ ଗୋଟେ କିଣିବା ପାଇଁ ମଧ୍ୟ ବାପା ମା ଙ୍କ ପାଖରେ ପଇସା ନାହିଁ । ତେଣୁ ସେମାନେ ଦୁଇ ଜଣ ଭଗବାନ ଙ୍କୁ ବିଶ୍ୱାସ କରି 30 କିଲ ମିଟର ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଯାଇ ଥିଲେ ।ତେବେ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଅଧିକ ଜୋର ରେ ଭାଇରାଲ ହେବା ପରେ ଦିବ୍ୟାସା ଦେଖି ଥିଲେ ।

ତେଣୁ ଦିବ୍ୟାସା କହି ଛନ୍ତି ଯଦି ତାଙ୍କ କିଡ୍ନୀ ସହିତ ପିଲା ଟିର କିଡ୍ନୀ ମିଶି ଯାଏ ତାହାଲେ ସେ କହି ଛନ୍ତି ସେହି ପିଲା ଟିକୁ ତାଙ୍କର କିଡ୍ନୀ ଦେଇ ଦେବେ । ଏବେ ପିଲା ଟିର ସବୁ ଖର୍ଚ୍ଚ ଦିବ୍ୟାସା କରୁ ଥିବାର ସୂଚନା ମିଳୁଛି । ପିଲାଟି ର ଏବେ ଦିନକୁ 11 ହଜାର ଟଙ୍କା ଖର୍ଚ୍ଚ ହେଉ ଥିବା ସମୟରେ , ଦିବ୍ୟାସା କହି ଛନ୍ତି ଯଦି କିଛି ପଇସା ଜନସାଧାରଣ ଦେଇ ପାରିବେ ତାହାଲେ ପିଲାଟି ବଂଚି ଯାଇ ପାରିବ । ତେବେ ଆଜିର ଦିବ୍ୟାସା ଙ୍କ କଥା ବହୁତ ଭାଇରାଲ ହେବାରେ ଲାଗିଛି । ସତେ ଯେମିତି ମାନବ ପ୍ରେମୀ ଆଦିତ୍ୟ ଦାସ ପୁଣି ଥରେ ଆସି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।