ଖୁସି ଖବର – ପ୍ରଧାନ ମନ୍ତ୍ରୀଙ୍କ ଫ୍ରି ସିଲେଇ ମେସିନ ଯୋଜନା ଜାଣନ୍ତୁ କେମିତି ପାଇବେ ଆଉ କଣ କରିବା ପାଇଁ ପଡିବ ଏବଂ ଅନ୍ୟମାନଙ୍କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଏବେ ଘରେ ବସିଥିବା ମହିଳା ମାନଙ୍କ ପାଇଁ ଆସିଛି ଏକ ବହୁତ ବଡ ଖୁସି ଖବର। ଏବେ ଘର ବସିଥିବା ସାଧାରଣ ଗୃହିଣୀ ମଧ୍ୟ ହୋଇ ପାରିବେ ସ୍ବାବଲମ୍ବୀ। ଗୃହିଣୀମାନେ ଏବେ ଘରେ ବସି ରୋଜଗାର କ୍ଷମ ହୋଇ ପାରିବେ। ତେବେ ଏହା ହେଉଛି କେନ୍ଦ୍ର ସରକାରଙ୍କ ଏକ ନୂଆ ଯୋଜନା। ପୁଣି ଥରେ କେନ୍ଦ୍ର ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଏକ ନୂଆ ଯୋଜନା ଲଞ୍ଚ କରାଯାଇଛି। ଯୋଜନଟି ହେଉଛି ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନା। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ମହିଳା ମାନଙ୍କୁ ମାଗଣାରେ ସିଲେଇ ମେସିନ ପ୍ରଦାନ କରାଯିବ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଆପଣ କେମିତି ଏହି ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନାରେ ଏପ୍ଲାୟ କରିପାରିବେ ଏଥି ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ କଣ ସବୁ ରହିଛି ଏବଂ ଏହାର ଲାଭ କିପରି ଉଠାଇ ପାରିବେ ସେ ବିଷୟରେ ସମସ୍ତ ବିବରଣୀ ପ୍ରଦାନ କରିବୁ। ତେବେ ଆସନ୍ତୁ ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନା ବିଷୟରେ ଜାଣିବା।

ତେବେ ସୂଚନା ଅନୁଯାୟୀ ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନାର ଲାଭ ଉଠାଇ ପାରିବେ ପ୍ରତ୍ୟେକ ରାଜ୍ୟର ୫୦ ହଜାର ମହିଳା। ପ୍ରଧାନ ମନ୍ତ୍ରୀ ଫ୍ରି ସିଲେଇ ମେସିନ ଯୋଜନାରେ ୫୦ ହଜାର ମହିଳାଙ୍କୁ ସମ୍ପୁର୍ଣ୍ଣ ମାଗଣାରେ ସିଲେଇ ମେସିନ ପ୍ରଦାନ କରୁଛନ୍ତି। ଯାହାର ଏପ୍ଲାଇ ବର୍ତ୍ତମାନ ସମୟରେ ଆରମ୍ଭ ହୋଇ ସାରିଛି।
ବୟସ:-

ତେବେ ଏହା ଏପ୍ଲାଇ କରିବା ପାଇଁ ହେଲେ ମହିଳା ମାନଙ୍କ ବୟସ ସୀମା ରଖା ଯାଇଛି ୨୦-୪୦। ତେବେ ଯାଇ ଆପଣ ଏହି ଯୋଜନାରେ ଏପ୍ଲାଇ କରିପାରିବେ।
ଡକ୍ୟୁମେଣ୍ଟ:-


ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ରହିଛି:-

୧.ଆଧାର କାର୍ଡ,୨. ଜନ ପ୍ରମାଣ ପତ୍ର,୩. ପାସପୋର୍ଟ ସାଇଜ ଫୋଟ,୪. ମୋବାଇଲ ନମ୍ବର ଏବଂ

ଯଦି ଆପଣ ବିଧବା ହୋଇଥିବେ ତେବେ ଆପଣଙ୍କ ବିଧବା ସାର୍ଟିଫିକେଟ ଏବଂ ଆପଣ ଯଦି ଶାରୀରିକ ବିକଳାଙ୍ଗ ହୋଇଥିବେ ତେବେ ଏହାର ପ୍ରମାଣ ପତ୍ର ଦେଇପାରିବେ।

ଆପଣ ଏହାକୁ ଏପ୍ଲାଇ କରିବା ପାଇଁ ଚାହୁଁଥିଲେ ଆପଣ ପ୍ରଥମେ ଆପଣଙ୍କ ଗୁଗଲ କ୍ରୋମ ଓପନ କରନ୍ତୁ। ଏହା ପରେ ଆପଣଙ୍କୁ ସର୍ଚ୍ଚ କରିବାକୁ ପଡ଼ିବ www.india.job ଏହାପରେ ଏକ ପେଜ ଓପନ ହେଇଯିବ ଏବଂ ଏକ ଫର୍ମ ବାହାରିବ ଏବେ ଆପଣଙ୍କୁ ଏହି ଫର୍ମକୁ ଡାଉନ୍ ଲୋଡ୍ କରିବା ପାଇଁ ପଡିବ।

ଏହା ପରେ ଆପଣ ଏହି ଫର୍ମକୁ ପୂରଣ କରି ମାଗିଥିବା ଡକ୍ୟୁମେଣ୍ଟକୁ ସବୁ ଏଡ୍ କରିବେ। ଏହା ପରେ ଆପଣ ଏହାକୁ ନେଇ ଆପଣଙ୍କ ବ୍ଲକରେ ଡିପୋଜିଟ କରିବା ପାଇଁ ପଡିବ। ଏହା ପରେ ଆପଣଙ୍କ ଫର୍ମକୁ ବ୍ଲକରେ ଯାଞ୍ଚ କରାଯିବ। ଯଦି ଆପଣ ଯୋଗ୍ୟ ହୋଇଥିବେ ତେବେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।