ଖୁବଶୀଘ୍ର ଆସୁଛି ସିଦ୍ଧାନ୍ତ ଓ ରଚନାଙ୍କ ପିଲ୍ମ : ପୁଣି ଥରେ ନୂଆ ପରଦାରେ ଦେଖିବାକୁ ପାଇବେ ସିଦ୍ଧାନ୍ତ ଏବଂ ରଚନା ବାନାର୍ଜୀ ଙ୍କୁ ଏମିତି କହିଲେ ରମେଶ ବାରିକ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପୁଣି ଖୁବ ଶୀଘ୍ର ଦେଖିବା କୁ ପାଇବେ ପୁରୁଣା ଚେହେରା । ହଁ ଆଜ୍ଞା ଓଡ଼ିଆ ଫ୍ଲିମ ଚଳଚିତ୍ର ଲୋପ ପାଉ ଥିବା ସମୟ ରେ , ପୁଣି ଥରେ ଦେଖିବା ପାଇଁ ପାଇବେ ଆପଣ ମାନକର ପ୍ରିୟ ହିରୋ ସିଦ୍ଧାନ୍ତ ମିଶ୍ର ଙ୍କୁ ଦେଖିବା ପାଇଁ ପାଇ ପାଇବେ । କେବଳ ସେତିକି ନୁହେଁ ଆଜ୍ଞା ତାଙ୍କ ସହିତ ଯିଏ ଫିଲ୍ମ କରିବା ପାଇଁ ଯାଉଛନ୍ତି ସେ ଆଉ କେହି ନୁହନ୍ତି , ଆପଣ ମାନଂକ ପ୍ରିୟ ଚୁଲ ବୁଲି ନାୟିକା ରଚନା ବାନାର୍ଜୀ ।

ବିଗତ ଦଶ ବର୍ଷ ତଳେ ଏହି ଦୁଇ ଜଣ ସାଥି ହୋଇ ଫିଲ୍ମ କରୁ ଥିଲେ । ଏହି ଦୁଇ ଜଣ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ ଦିନ ଧରି କାମ କରୁ ଥିଲେ । ଆଉ ସେହି ସମୟ ରେ ଏମାନଙ୍କର ଫିଲ୍ମ ଏତେ ହିଟ ହେଉ ଥିଲା ତାହା ଆପଣ ମାନେ କଳ୍ପନା କରି ପାରିବେ ନାହିଁ । କେବଳ ସେତିକି ନୁହେଁ ଏମାନଙ୍କ ଫିଲ୍ମ କୁ ଡଭିଂ କରି ବଙ୍ଗଳା ଓ ବଲିଉଡ ରେ ସେହି ସମୟ ରେ ଦେଖାଉ ଥିଲେ ।
ତେବେ ମୋଟା ମୋଟୀ ଭାବରେ ଦେଖିବା ପାଇଁ ଗଲେ ସେହି ସମୟ ରେ ଓଡ଼ିଆ ଫିଲ୍ମ ସାରା ଭାରତ ରେ ରାଜ କରୁ ଥିଲା । କିନ୍ତୁ କିଛି କାରଣ ହେତୁ ରଚନା ବାନାର୍ଜୀ ଓଡ଼ିଆ ଫିଲ୍ମ କରିବା ପାଇଁ ମନା କରି ଦେଇ ଥିଲେ । ତେବେ ଏହାର କାରଣ ଥିଲା ଯେ ରଚନା ଚାଂହୁ ଥିଲେ କି ସିଦ୍ଧାନ୍ତ କୁ ବିବାହ କରିବା ପାଇଁ ।

କିନ୍ତୁ ସିଦ୍ଧାନ୍ତ ତାଙ୍କ ପ୍ରସ୍ତାବ ରେ ରାଜି ନ ଥିଲେ । ତେଣୁ ଯେଉଁ ସମୟ ରେ ସିଦ୍ଧାନ୍ତ ମାମା ମିଶ୍ର ଙ୍କୁ ବିବାହ କରି ଥିଲେ , ତାର କିଛି ଦିନ ପରେ ରଚନା ଓଡିଶା ଛାଡି କଲିକତା ପଳାଇ ଆସି ଥିଲେ । ତେବେ ସେହି ଦିନ ପର ଠାରୁ ଓଡ଼ିଆ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଖସି ବାରେ ଲାଗି ଥିଲା । ଯଦିଓ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବହୁତ କଳାକାର ଆସି ଥିଲେ , ହେଲେ ମଧ୍ୟ ଇଣ୍ଡଷ୍ଟ୍ରି ଆଉ ଆଗକୁ ଯାଇ ପାରି ନ ଥିଲା ।

କିନ୍ତୁ ଆଜିର ସବୁ ଠାରୁ ବଡ଼ ଖବର । ପ୍ରୋଡିଉସର ରାକେଶ ଜେନା କୁ ଆପଣ ମାନେ ସମସ୍ତେ ଜାଣି ଥିବେ । ତାଙ୍କ ଦ୍ୱାରା 22 ଗୋଟି ଫିଲ୍ମ ତିଆରି ହୋଇ ସାରିଛି । କିନ୍ତୁ ଏବେ ସେ ସିଦ୍ଧାନ୍ତ ଓ ରଚନା ବାନାର୍ଜୀ କୁ ନେଇ ଗୋଟେ ନୂଆ ଚଳଚିତ୍ର କରିବା ପାଇଁ ଯାଉ ଛନ୍ତି ।

ଯାହା ଜାନୁଆରୀ ମାସରେ ରିଲିଜ ହେବାକୁ ଯାଉଛି । ତେବେ ସିଦ୍ଧାନ୍ତ ମଧ୍ୟ ଏହି ଫିଲ୍ମ ତିଆରି କରିବା ପାଇଁ ରାଜି ହୋଇ ଛନ୍ତି ସେପଟେ ରଚନା ମଧ୍ୟ ରାଜି ହୋଇ ଛନ୍ତି ସିଦ୍ଧାନ୍ତ ସହିତ ଫିଲ୍ମ କରିବା ପାଇଁ । ପୁଣି ଥରେ ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ । ପୁଣି ଥରେ ଲୋକ ମାନେ ସେହି ପୁରୁଣା ଚେହେରା କୁ ଦେଖିବା ପାଇଁ ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ