viral ଭିଡ଼ିଓ – ଖେଳନା ଭାବି ଧରିଲା ରଣା..ମାରିଦେଲା ଚୋଟ, ଚାଲିଗଲା ତିନି ବର୍ଷ ଝିଅ ରୂପାର ଜୀବନ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ସୋସିଆଲ ମିଡିଆ ରେ ଆପଣ ମାନେ କିଛି ନା କିଛି ଘଟଣା ଦେଖିବାକୁ ପାଉଥିବେ ସେହି ପରି ଭାବ ରେ ସାପ କୁ କାହାର ବା ଡ଼ର ନ ଥାଏ ସାପ ମାନ କୁ ଦେଖିଲେ ଦେହ ର ଲୋମ ଟାକୁରି ଉଠି ଥାଏ ସେହି ଭଳି ଏକ ଘଟଣା ଘଟିଛି ଯାହା କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ ଓ ମାନ ରେ ଭୟ ଆସିଯିବ।

କି ଗୋଟିଏ ତିନି ବର୍ଷ ର ଶିଶୁ ଯେତେବେଳ କି ଶିଶୁ ଟି କିଛି ଜାଣି ପାରି ନାହିଁ ତାର କିଛି ଜାଣିବାକୁ ଶକ୍ତି ହୋଇ ନାହିଁ ସେହି ସମୟ ରେ ସାପ ଟି କୁ ଖେଳିବା ଜିନିଷ ଭାବି ଖେଳିଛି ଓ ସେହି ସମୟ ରେ ସାପଟି ଚୋଟ ମାରିଛି ଓ ପିଲା ଟି ର ମୃତ ହେଇଛି । ପରିବାର ଲୋକ ଯେତେବେଳେ ଜାଣିଛନ୍ତି ସେହି ସମୟରେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଇ ଥିଲେ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ।

 କବାଟ କଣ ରେ ଛକି ବସିଥିଲା ମୃତ୍ୟୁ। ଖେଲୁ ଖେଲୁ କୁନି ଝିଅ କୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତ ରେ ଚାଲି ଗଲା ଅମୂଳ୍ୟ ଜୀବନ। ଏ ଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ଗଂଜାବାହାଲ ଗାଁ ରେ। ଗତ କାଲି ରାତି ପ୍ରାୟ ଆଠଟା ଡୋଲାମଣି ସଗରିଆ ଙ୍କ ତିନି ବର୍ଷ ର ଝିଅ ରୂପା ଘର ଭିତ ରେ ଏକା ଏକା ଖେଲୁ ଥିଲା।

ଛୋଟ ଝିଅ ଜାଣି ନ ଥିଲା, ତା ପାଇଁ କବାଟ କଣ ରେ ଛକି ରହିଛି ମୃତ୍ୟୁ।କିଏ ଜାଣିଥିଲା ଏହିପରି ଦୁଃଖନୀୟ ଘଟଣା ହବି ବୋଲି ଏକା ଏକା ବୁଲୁ ଥିଲା ଏକା ଚାଲିଗଲା କେବେ କାହାର କଉଠୁ ମୃତ ହେଇଯିବ ବୋଲି କିଏ ଜାଣିଥିଲା ।

କବାଟ କଣ କୁ ଯାଇ ରୂପା ଏକ ଛୋଟ ସାପ କୁ ଦେଖି ଥିଲା। ଖେଲଣା ଭାବି ସାପ କୁ ହାତ ରେ ଧରିବା କୁ ଚେଷ୍ଟା କରୁ କରୁ ହଠାତ କାମୁଡି ଦେଇ ଥିଲା ବିଷାକ୍ତ ସାପ। ପରିବାର ଲୋକେ ଜାଣିବା ପରେ ଛୋଟ ଝିଅ କୁ ଖଡିଆଲ ହସପିଟାଲ ଏବଂ ପରେ କଣ୍ଟାବାଜିଂ ହସପିଟାଲ କୁ ଆଣି ଥିଲେ।

ଅବସ୍ଥା ଗୁରୁତର ହେବା ରୁ ଡାକ୍ତର ଝିଆ କୁ ବଲାଙ୍ଗିର ରେଫର କରି ଥିଲେ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ରେ ଚିକିତ୍ସାଧିନ ଅବସ୍ଥା ରେ କୁନି ଝିଅ ର ଆଜି ସକାଳୁ ମୃତ୍ୟୁ ହୋଇଛି। ଏକ ମାତ୍ର ଝିଅ କୁ ଅସମୟ ରେ ହରାଇ ଥିବା ଡୋଲାମଣି ଙ୍କ ପରିବାର ରେ ଶୋକର ଛାୟା ଖେଲି ଯାଇଛି। ଶବ ବିବେଛଦ ପରେ ପରିବାର ଲୋକ କୁଁ ହସ୍ତାନ୍ତର କଲା ବଲାଙ୍ଗୀର ପୋଲିସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ