ଖାଦ୍ୟ ଖାଇବା ସମୟ ରେ ବାଳ ବାହାରି ଥିଲେ କେଉଁ ସୂଚନା ମିଳି ଥାଏ । ଆମେ ମାନେ ସବୁ ବେଳେ ବିଜ୍ଞାନ ଯୁଗ କୁ ବିଶ୍ୱାସ କରି ଥାଉ । ଅର୍ଥାତ ବିଜ୍ଞାନ ଯାହା କହି ଥାଏ ଆମେ ତାକୁ ମାନି ଥାଉ । କିନ୍ତୁ ପୁରୁଣା ଶାସ୍ତ୍ର ରେ ଯାହା ଲେଖା ଅଛି ତାହା ଆମକୁ ମାନିବା ପାଇଁ ପଡିବ । ତେବେ ଆପଣ ମାଳିକା କଥା ବିଶ୍ୱାସ କରୁ ଥିବେ । ମାଳିକା କହି ଥିଲା ମହା ମାରି ବ୍ୟାଧି ଆସିବ ।
ଦେଖନ୍ତୁ ଆସିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଛାଡି ଯାଉ ନାହିଁ । ଠିକ ସେହି ବାସ୍ତୁ ଶାସ୍ତ୍ର ଯାହା କହି ଥାଏ ତାହା ସବୁ ସତ ହୋଇ ଥାଏ । ତେବେ ଆଜି ଆମେ ଆପଣଂକୁ କିଛି ଏମିତି କଥା କହିବା ପାଇଁ ଯାଉଛୁ । ଯାହା ଆପଣଙ୍କ ଜୀବନରେ ବହୁତ କାମ ରେ ଲାଗିବ । ତେବେ ଆସନ୍ତୁ ଜାଣିବା ।
1,ଯେଉଁ ବ୍ୟକ୍ତି ମାନେ ଖାଇବା ସାରିବା ପରେ ବାସନ ଛାଡି ଯାଇ ଥାନ୍ତି , ତାହାଲେ ସେହି ବ୍ୟକ୍ତି ମାନେ କେବେ ହେଲେ ସଫଳ ପାଇ ନ ଥାନ୍ତି । ଯଦି ପାଇ ଥାନ୍ତି ତାହାଲେ ବହୁତ ଜଲ୍ଦି ସେମାନେ ତଳକୁ ଖସି ଯାଇ ଥାନ୍ତି ।
2, ଯେଉଁ ମାନେ ସକାଳେ ନ ଖାଇ , ଦିନ 11 ରେ ଖାଇ ଥାନ୍ତି , ତାହାଲେ ସେମାନଙ୍କୁ ଦାରିଦ୍ର୍ୟ ଦେଖା ଦେଇ ଥାଏ । ତେଣୁ ଆପଣ ମାନେ ଜଲ୍ଦି ଖାଇବା ପାଇଁ ଚେଷ୍ଟା କରନ୍ତୁ ।
3, ଖାଇବା ଥାଳିରେ ଯଦି ବାଳ ବାହାରି ଥାଏ , ତାହାଲେ ଆପଣ କେବେ ହେଲେ ଡରିବେ ନାହିଁ । ଏଥି ପାଇଁ ଆପଣ ଖୁସି ହୋଇ ଯିବେ । ଏହା ଆପଣଙ୍କ ର କିଛି ଅନିଷ୍ଟ କରି ନ ଥାଏ । କିନ୍ତୁ ଆପଣ ଯାହା ବି ଖାଇ ଥାନ୍ତୁ , କିଛି ଜିନିଷ ଫିଙ୍ଗିବେ ନାହିଁ ।
4, ଯେଉଁ ମାନେ ନାକ ରେ ଆଙ୍ଗୁଳି ପୁରେଇବା କିମ୍ବା ଦାନ୍ତ ରେ ରଗଡିବା ଏହି ଦୁଇଟି ଜିନିଷ କରି ଥାନ୍ତି , ସେମାନେ ଜୀବନ ରେ ବହୁତ ହୋଇ ରାଣ ହୋଇ ଥାନ୍ତି ।
5, ଯେଉଁ ମାନେ ସବୁ ବେଳେ ଚୁଟି ଖାଙ୍କି ଥାନ୍ତି , ଯାହା ମଧ୍ୟ ଚୁଟି ଖସି ଥାଏ ସେହି ଚୁଟି ଗୁଡିକ ନେଇ ବାହାରେ ନ ଫିଙ୍ଗି ଛାଞ୍ଚଉଣୀ ରେ ଫିଙ୍ଗି ଦେଇ ଥାନ୍ତି , ତାହାଲେ ସେହି ଲୋକ ମାନେ ଜୀବନ ରେ ବହୁତ ହଇରାଣ ହୋଇ ଥାନ୍ତି । ଦରିଦ୍ର ସେମାନଙ୍କ ପାଖ ଛାଡି ଯାଇ ନ ଥାଏ ।
6, ବାରମ୍ବାର ମୁଣ୍ଡ କୁଣ୍ଡେଇବା ଦ୍ୱାରା , ଆପଣଙ୍କ ର ବହୁତ କିଛି କ୍ଷତି ହୋଇ ଥାଏ । ବିଶେଷ କରି ଗୁରୁବାର ଦିନ ମୁଣ୍ଡ କୁଣ୍ଡାନ୍ତୁ ନାହିଁ । ନହେଲେ ଆପଣ ବହୁତ ହଇରାଣ ହୋଇ ଯିବେ । ଆପଣଙ୍କ ଘରକୁ ଲଷ୍ମୀ ଆସିବେ ନାହିଁ । ଆପଣ ସମ୍ପୂର୍ଣ୍ଣ ଲଷ୍ମୀ ଛଡା ହୋଇ ଯିବେ । ତେବେ ଆପଣ ଏହି କଥା ଗୁଡିକ ମାନି ଚାଲନ୍ତୁ ବହୁତ ଉନ୍ନତି କରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।