live ଭିଡ଼ିଓ – ମୋ ଛାତିରେ ଏତେ ଜୋରରେ ଆଘାତ ଲାଗିଛି ଯେ ଏଯାଏଁ ବି ସେଇ ଜାଗା ଦରଜ ଲାଗୁଛି, ଏମିତି କହିଲେ କାନ୍ଦି ରାଣୀ ପଣ୍ଡା I ଦେଖନ୍ତୁ viral ଭିଡ଼ିଓ ଟିକୁ….

ତିନି ଦିନ ପରେ ମୁହଁ ଖୋଲିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ହେଲେ ଭାବ ବିହ୍ବଳ। କାନ୍ଦି କାନ୍ଦି ବଖାଣି ଲେ ସେହି କାଳ ରାତି ର କାହାଣୀ। ସୋସିଆଲ୍ ମିଡିଆ ରେ ସେୟାର କଲେ ଭିଡିଓ। ଗତ ଶୁକ୍ରବାର ରାତି ରେ ରାଣୀ ପଣ୍ଡା ଙ୍କ କାର୍‌ ଦୁର୍ଘଟଣା ରେ ଜଣେ ବାଇକ୍‌ ଆରୋହୀ ଙ୍କ ମୃତ୍ୟୁ ହୋଇଥିଲା । ବାଇକ୍‌ ଆରୋହୀ ଙ୍କୁ ଗୁରୁତର ଅବସ୍ଥା ରେ କଟକ ଏସସିବି କୁ ସ୍ଥାନାନ୍ତର କରା ଯାଇ ଥିଲେ ମଧ୍ଯ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଟକ ଜିଲ୍ଲା ଆଠଗଡ଼ -ମୁଣ୍ଡଳୀ ରାସ୍ତା ର ମେଘା ଜଙ୍ଗଲ ନିକଟ ରେ ବାଇକ ସହ ରାଣୀ ପଣ୍ଡା ଙ୍କ ର କାର୍‌ ମୁହାଁ ମୁହିଁ ଧକ୍କା ହୋଇ ଥିଲା । କାର ଭିତରେ ରାଣୀ ପଣ୍ଡା ଙ୍କ ସହ ତାଙ୍କର ଜଣେ ମହିଳା ଓ ପୁରୁଷ ବନ୍ଧୁ ଥିଲେ । ଆଠଗଡ଼ ଥାନା ପୋଲିସ୍ ରାଣୀ ପଣ୍ଡା ଓ ତାଙ୍କ ବନ୍ଧୁ ଙ୍କୁୁ ଅଟକ ରଖିଥିଲା । ସାତମାଇଲି ନିକଟ ରେ ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ତାଙ୍କ କାର୍‌ ବାଇକ୍‌ ଆରୋହୀ ଙ୍କୁ ଧକ୍କା ଦେଇ ଥିଲା।

 ତେବେ ଏହି ଘଟଣା ପରେ ସୋସିଆଲ୍ ମିଡିଆ ରେ ରାଣୀ ଙ୍କୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବା କୁ ମିଳୁଥିଲା । ଯାହାକୁ ଶୁଣିବା ପରେ ସୋସିଆଲ୍ ମିଡିଆ ରେ ଭିଡିଓ ମାଧ୍ଯମ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଣୀ ଲାଇଭ ଆସି କହିଥିଲେ ଶୁଣିବା ପରେ ସୋସିଆଲ୍ ମିଡିଆ ରେ ଭିଡିଓ ମାଧ୍ଯମ ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଣୀ।

କହିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ। ସେ ଗାଡି ଚଳାଉ ନ ଥିଲେ ବରଂ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା। ଏହା ପରେ କହିଛନ୍ତି ସେ କିମ୍ବା ତାଙ୍କ ଡ୍ରାଇଭର ମଦ୍ଯପାନ କରି ନ ଥିଲେ। ତାଙ୍କ ବିଷୟରେ ଏଭଳି ମିଛ ଗପ ପ୍ରଚାର ନକରିବାକୁ ସେ ଗଣମାଧ୍ଯମକୁ ଅନୁରୋଧ କରିଛନ୍ତି। ସେ ଦୁଇ ଦିନ ହେଲା ଡାକ୍ତରଖାନା ରେ ଥିଲେ।

ତାଙ୍କୁ ମଧ୍ଯ ଦୁର୍ଘଟଣା ରେ ଆଘାତ ଲାଗିଥିଲା।କହିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ। ସେ ଗାଡି ଚଳାଉନଥିଲେ ବରଂ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା। ଏହାପରେ କହିଛନ୍ତି ସେ କିମ୍ବା ତାଙ୍କ ଡ୍ରାଇଭର ମଦ୍ଯପାନ କରିନଥିଲେ। ତାଙ୍କ ବିଷୟରେ ଏଭଳି ମିଛ ଗପ ପ୍ରଚାର ନ କରିବା କୁ ସେ ଗଣମାଧ୍ଯମ କୁ ଅନୁରୋଧ କରିଛନ୍ତି। ସେ ଦୁଇ ଦିନ ହେଲା ଡାକ୍ତରଖାନାରେ ଥିଲେ। ତାଙ୍କୁ ମଧ୍ଯ ଦୁର୍ଘଟଣାରେ ଆଘାତ ଲାଗିଥିଲା।

ଏହାସହ ଉକ୍ତ ଯୁବକଙ୍କ ମୃତ୍ଯୁରେ ସେ ସମ୍ପୂର୍ଣ୍ଣ ମର୍ମାହତ ଥିବା କହିଛନ୍ତି। ତାଙ୍କରି ଗାଡିରେ ଏଭଳି ଦୁର୍ଘଟଣା ଘଟି ଜଣଙ୍କ ମୃତ୍ଯୁ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ତାଙ୍କ ସକ୍ଷ ମୁତାବକ ମୃତକଙ୍କ ପରିବାରକୁ ସାହାର୍ଯ୍ଯ କରିଛନ୍ତି ଏବଂ ଆଗକୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।