ଖଗେଶ୍ବର ଘରକୁ ଆସି ମୋତେ ସାହାଯ୍ୟ କଲା ,ମୋ ଝିଅ ପାୟେଲ କୁ ଉଠେଇ ନେଇଗଲା। ୧ ମାସ ହେଲାଣି ଝିଅ ମିଳୁନି…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବର୍ତ୍ତମାନ ର ସମାଜ ରେ ଆଉ କେହି କାହାକୁ ଖାତର କରୁ ନାହାନ୍ତି। ବଡ଼ ମାନେ ଛୋଟ ମାନ ଙ୍କୁ ସେହ୍ନ ଦେବା ବଦଳ ରେ ନିର୍ଯାତନା ଦେଉଛନ୍ତି ତ ପୁଣି ଅନ୍ୟ ପକ୍ଷ ରେ ସାନ ମାନେ ବଡ଼ ଙ୍କୁ ସଂମାନ ବଦଳ ରେ ମାଡ଼ ମାରୁଛନ୍ତି। ଧୀରେ ଧୀରେ ସମାଜ ରେ କୌଣସି ସମ୍ପର୍କନରେ ମୁଲ୍ୟ ରହୁ ନାହିଁ।

ରାଗ , ହିଂସା , ଈର୍ଷା ଘର କରି ବସିଛି ଲୋକ ଙ୍କ ମଧ୍ୟରେ। ତେବ ଆପଣ ମାନେ ଜାଣନ୍ତୁ ଯେ, ବିବାହ ପରେ ଗୋଟିଏ ଝିଅ ତାର ଶଶୁର ପରିବାର କୁ ନିଜ ପରିବାର ବୋଲି ଦେଖିଥାଏ ଏବଂ ସ୍ବାମୀ ତାଙ୍କ ପାଖରେ ନଥାଏ ଗୋଟିଏ ଝିଅ ଓ ପୁଅ କୁ ଧରି ଏକୁଟିଆ ରହୁଥିଲେ । ତାଙ୍କର ପଡ଼ୋଶୀ ତାଙ୍କୁ ସାହାଯ୍ୟ କରିଥାନ୍ତି । କିନ୍ତୁ ତାଙ୍କ ସରଳତା ର ଫାଇଦା ନେଇ ତାଙ୍କୁ ସାହାଯ୍ୟ କରି ସେମାନେ କେହି ଘରେ ନ ରହିବା ସମୟରେ ତାଙ୍କ ଝିଅ କୁ କିଡନାପ୍ କରିଛନ୍ତି ଖଗେସ୍ୱର୍ ।

ଯେଉଁ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ। ତେବେ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବା ରେ ଲାଗିଛି ଏବଂ ଲୋକ ମାନେ ଏହା କୁ ନିନ୍ଦା କରି ଚାଲି ଛନ୍ତି। ତେବେ ଘଟଣା ଟି ମଧ୍ୟ ସେମିତି ରହିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ତେବେ ଘଟଣା ଟି କିଛି ଏପରି ରହିଛି କି ।

ଏହି ଭଳି ଗୋଟିଏ ନିନ୍ଦନୀୟ ଘଟଣା ଟି ହେଉଛି ଆଳୀ ଥାନା ଅନ୍ତର୍ଗତ ଚଣ୍ଡିଆ ଗଡି ପଞ୍ଚାୟତ ର ବୋଇଦୀମାଲି ଗ୍ରାମର ଦିଲ୍ଲୀପ କୁମାର ପଣ୍ଡା ଙ୍କ ଝିଅ ପାୟଲ ପଣ୍ଡା ଯିଏ କି ୧୪ ବର୍ଷୀୟା ନାବାଳିକା ଅଟନ୍ତି ତାଙ୍କୁ ସେହି ଗ୍ରାମର ପଡ଼ୋଶୀ ଖଗେଶ୍ବର ନାଥ ଶର୍ମା ୨୩ ବର୍ଷୀୟ ଯୁବକ ତାଙ୍କୁ ଫୁସୁଲେଇ କୁଆଡେ ଟେକି ନେଇଯାଇଛନ୍ତି ।

ଗତ ମାସ ୩୦ ତାରିଖରେ ଆଳି ଥାନାରେ ଏକ ଏତଲା ଦିଆଯାଇଥିଲା । ତାଙ୍କର ନାବାଳିକା ଝିଅ ର ଘରେ କେହି ନ ଥିବା ସମୟରେ ତାଙ୍କୁ ଫୁଶୁଲେଇ ତାଙ୍କ ଘରେ ଥିବା ସବୁ ତକ ଟଙ୍କା ଓ ସୁନାଗହଣା ସବୁ ନେଇ ଝିଅ କୁ ଟେକି ନେଇ ପଳି ଯାଇ ଥିଲେ।

କିନ୍ତୁ ସେମାନେ ଆଳି ଥାନାରେ ନିକଟରେ ଅଭିଯୋଗ କରିଥିଲେ ତାଙ୍କ ବାପା ଓ ମାଆ ତାଙ୍କର ଝିଅ କିଛି ବି ଜାଣିନଥିଲା ତାଙ୍କୁ ସେ ହରେକୃଷ୍ଣ ନାଥ ଶର୍ମା ଙ୍କ ପୁଅ ଖଗେଶ୍ବର ନାଥ ଶର୍ମା ତାଙ୍କୁ ଉଠେଇ ନେଇ ଯାଇଥିଲେ ତାଙ୍କର କିଛି ଖୋଜ ଖବର ମିଳୁ ନାହିଁ ତାଙ୍କୁ ସେ କୁଆଡେ ନେଇଯାଇଛନ୍ତି କେହି ଖୋଜି ପାଉନାହାନ୍ତି ।

ସେଥି ପାଇ ତାଙ୍କ ବାପା ଓ ମା ପୋଲିସ୍ ପାଖରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ୍ ତାଙ୍କର ଖୋଜ ଖବର ପାଇ ନାହି। ସେଥି ପାଇଁ ତାଙ୍କ ମାଆ କହିଛନ୍ତି ଯଦି ମୋ ଝିଅ କୁ ମୋ ପାଇବି ତାହେଲେ ମୁଁ ଆଳି ଥାନାରେ ନିକଟ ଆଗରେ ଆତ୍ମହତ୍ୟା କରିବି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।