ଓଃ କି ଭକ୍ତି , ଅଣ୍ଟା ହଲେଇ ନାଚି ନାଚି ଠାକୁର ପୂଜା କଲେ ନନା ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜି ଆମେ ଆପଣଙ୍କୁ ଏମିତି କିଛି ଘଟଣା କହିବା ପାଇଁ ଯାଉଛୁ ଯାହା ଆପଣ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣା ଟି ହେଇଚି ଜଣେ ବ୍ରହ୍ମଣ ପୂଜା କରିବା କୁ ଯାଇ ଏମିତି ପୂଜା କରିଲେ ଯେଉଁ ଥିରେ ଠାକୁର ସମ୍ପୂର୍ଣ ଆବିର୍ଭାବ ହୋଇ ଗଲେ ।

ଯାହା ଏବେ ସୋସିଆଲ ମିଡିଆ ରେ ଏବେ ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି । ଆଜି କାଲି ର ଯୁଗ ରେ ବ୍ରାହ୍ମଣ ମାନେ ପୂଜା କରିବାକୁ ଯାଇ ଭୁଲ ମନ୍ତ୍ର ପଢି ଅଳ୍ପ ସମୟ ରେ ପୂଜା ସାରି ଦେଉ ଛନ୍ତି । ଯାହା ଫୋଳ ରେ ପୂଜା ଭଲ ହେଉ ନାହିଁ ।

ଠାକୁର ଙ୍କ ପାଖରେ ଯେଉଁ ମନ୍ତ୍ର ପଢିବା କଥା ସେହି ମନ୍ତ୍ର ପଢୁ ନାହାନ୍ତି । ତେଣୁ ପୂଜା ର ମୂଲ୍ୟ କିଛି ରହୁ ନାହଁ । ଆମେ ପୂଜା କୁ ଭଲ କରିବା ପାଇଁ ଭଲ ସଯଶଯ୍ୟା କରୁଛେ । ଭଲ ଡେକୁରେସନ ସହିତ ଅଧିକ ଦାମ ରେ ମେଢ଼ ମଧ୍ୟ ତିଆରି କରୁଛେ । କିନ୍ତୁ ଶେଷରେ ବ୍ରାହ୍ମଣ ମାନେ ସବୁ କିଛି ମାଟିରେ ମିଶାଇ ଦେଉ ଛନ୍ତି ।

କିନ୍ତୁ ସବୁ ବ୍ରାହ୍ମଣ ସେହି ପରି ନୁହନ୍ତି । କିଛି ବ୍ରାହ୍ମଣ ଅଛନ୍ତି ପଇସା ପାଇଁ ନୁହେଁ ଭଗବାନଙ୍କ ପାଇଁ ପୁଜା କରନ୍ତି , ସେଇଥି ପାଇଁ ତ ଦୁନିଆ ଚାଲିଛି । ଆଉ କିଛି ବ୍ରାହ୍ମଣ ଏହାକୁ ବ୍ୟବସାୟ ବୋଲି ଭାବି ନେଇ ସାରିଲେଣି । ତେଣୁ ସେମାନେ ଗୋଟିଏ ଦିନରେ ଯେତେ ପୂଜା କରିବେ ସେତେ ପଇସା ପାଇବେ ।

ତେଣୁ ସେମାନେ ଜଲଦି ମନ୍ତ୍ର ପଢି ପୂଜା ସାରି ଦେଉ ଛନ୍ତି । ବ୍ରାହ୍ମଣ କୁ ଜାତି ରେ ଶ୍ରେଷ୍ଠ ବୋଲି କୁହାଯାଏ । କିନ୍ତୁ ବ୍ରାହ୍ମଣ ଏଠି କରୁ ଛନ୍ତି କଣ । କିଛି ଦିନ ପୂର୍ବେ ଏକ ଭିଡିଓ ଭାଇରାଲ ହେଇଥିଲା । ଭିଡିଓ ଟିରେ ଜଣେ ବ୍ରାହ୍ମଣ ଗାଡି ପୂଜା କରୁ ଥିଲେ । ତାଙ୍କ ମନକୁ ଯାହା ଆସୁ ଥିଲା ସେ ପାଟିରେ ତାହା କହି ପୂଜା କରୁ ଥିଲେ । ସବୁ ବ୍ରାହ୍ମଣ ସେମିତି ନୁହନ୍ତି , ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡିଓ ବିଷୟରେ ।

ଭିଡିଓ ଟିରେ ଜଣେ ବ୍ରାହ୍ମଣ ଗଣେଶ ପୂଜା ରେ ପୂଜା କରୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ସେ ଏମିତି ନାଚି ନାଚି ଆଳତି କରୁ ଛନ୍ତି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆଳତି ସମୟ ରେ ଲାଇନ ପଳାଇ ଯାଇ ଥିଲା ଆଉ ତା ପରେ ଗଣେଶଙ୍କ ହାତ ରୁ ମିଠା ଟିଏ ଖସି ଥିଲା ।

ଏଥିରୁ ଜଣା ପଡୁଛି କେତେ ଭାବରେ ସେଠି ପୂଜା ହେଉ ଥିଲା । ତେବେ ସେଠାରେ ଥିବା ଭକ୍ତ ମାନେ ଏହାକୁ ଦେଖି ଚମକି ପଡି ଥିଲେ । ତେବେ ଏହି ଭିଡିଓ ଟିକୁ ଜଣେ ଲୋକ ଭାଇରାଲ କରି ଥିଲେ । ଆପଣ ମାନେ ଦେଖନ୍ତୁ ଆଉ ଖୁସି ହୁଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !