Exclusive video – ମୁଁ ରାଣୀ ପଣ୍ଡା ସୁର ଓ ମାନ୍ୟବରଙ୍କ ବଡ ଫ୍ୟାନ,ଶୁଣନ୍ତୁ କଣ କହୁଛନ୍ତି ଯାତ୍ରା କଇଁ ରାଣୀ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପୁଣି ଚର୍ଚ୍ଚାରେ ଯାତ୍ରା ହିରୋଇନ୍ ରାନୀ ପଣ୍ଡା।ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ।ନିଜର ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାନ୍ତି ଏହି ଅଭିନେତ୍ରୀ ଜଣକ।

ଏମିତିକି ନିଜ ରୋକ୍ ଠୋକ୍ କଥାବାର୍ତ୍ତା ପାଇଁ ବିବାଦ ମଧ୍ୟକୁ ଚାଲି ଆସନ୍ତି ଏହି ଅଭିନେତ୍ରୀ ଜଣକ। ।ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ବିବାଦୀୟ ମନ୍ତବ୍ୟ ଦେଇ ରାନୀ ପଣ୍ଡା ଚର୍ଚ୍ଚା ରେ ଥାଆନ୍ତି।ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନେକ ବିବାଦ ର ଏକୁଟିଆ ସାମ୍ନା କରି ବେଶ୍ ଲୋକ ପରିଚିତ ହୋଇପାରିଥିଲେ । ଏମିତିକି ରାନୀ ପଣ୍ଡାଙ୍କୁ ବିବାଦୀୟ କୁଇନ୍ ମଧ୍ୟ କୁହାଯାଏ।ତେବେ ତାଙ୍କର ଏହି ରୋକ୍ ଠୋକ୍ କଥାବାର୍ତ୍ତା ପାଇଁ ତାଙ୍କର ବହୁତ୍ ଜଣ ପ୍ରଶଂସକ ରହି ଥିବା ବେଳେ କେତେକ ସମାଲୋଚନା ମଧ୍ୟ କରିଥାନ୍ତି।

ତେବେ ବର୍ତ୍ତମାନ ସମୟରେ ରାଣୀ ପଣ୍ଡା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ମନର କଥା କହି ଚର୍ଚ୍ଚାରେ ରହିଛନ୍ତି ରାନୀ ପଣ୍ଡା। ରାନୀ ପଣ୍ଡା ଏକ ସାକ୍ଷାତକାରରେ ନିଜ ମନର କଥା ସେୟାର କରିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାର ରାନୀ ପଣ୍ଡାକୁ ପଚାର ଯାଇଥିଲା କି ସେ କାହିଁକି ରାନୀ ପଣ୍ଡା ପାଟି ଖୋଲିଲା ମାତ୍ରେ ଖରାପ ଭାଷା କୁହନ୍ତି। ଉତ୍ତରରେ ରାନୀ ପଣ୍ଡା କହିଥିଲେ ରାନୀ ପଣ୍ଡା ଯାହା ସିଏ ସବୁବେଳେ ସେହା ରହିବ। ରାନୀ ପଣ୍ଡାଙ୍କ ଜୀବନରେ ସେହି ଭଳି କିଛି ଘଟିଛି ଯେଉଁଥି ପାଇଁ ରାନୀ ପଣ୍ଡା ଆଜି ରୋକ୍ ଠୋକ୍ କଥାବାର୍ତ୍ତା କରୁଛି।


ତେବେ ରାନୀ ପଣ୍ଡା ଏକଥା ମଧ୍ୟ କହିଛନ୍ତି କି ରାନୀ ପଣ୍ଡାକୁ ଯଦି ସ୍ନେହ ଶ୍ରଦ୍ଧା ଭଲ ପାଇବା ମିଳି ଥାନ୍ତା, ରାନୀ ପଣ୍ଡା ଯଦି ଭଲ ପାଇବାରେ ବାନ୍ଧି ହୋଇଥାନ୍ତା, ରାନୀ ପଣ୍ଡାକୁ ଯଦି ଅପମାନ ଦେଇ ନିନ୍ଦା ମିଳି ନଥାନ୍ତା ଯଦି ରାନୀ ପଣ୍ଡାର ଜୀବନ ସୁରୁଖୁରରେ ଚାଲି ଥାନ୍ତା ତେବେ ରାନୀ ପଣ୍ଡା ମଧ୍ୟ ଭଲ ଭାଷା କହିଥାନ୍ତି। ରାନୀ ପଣ୍ଡାକୁ ଯଦି ଖରାପ୍ ବ୍ୟବହାର ମିଳୁଛି ତେବେ ରାନୀ ପଣ୍ଡା ପାଖରୁ କେହି ଭଲ ଆଶା କରନ୍ତୁନି ବୋଲି ରାନୀ ପଣ୍ଡା କହିଛନ୍ତି।

ତେବେ ରାନୀ ପଣ୍ଡା ଆଗକୁ ବଲିଉଡରେ କାମ କରିବା ପାଇଁ ବହୁତ୍ ଇଚ୍ଛା ରଖିଛନ୍ତି। ଏବଂ ସେ କେବେ ରାଜନୀତିରେ ପ୍ରବେଶ କରିବା ପାଇଁ ଚାହାଁନ୍ତି ନାହିଁ। ରାନୀ ପଣ୍ଡା ରାଜନୀତିକୁ ଘୃଣା କରନ୍ତି। କିନ୍ତୁ ସେ ମାନ୍ୟବର, ମହାରଥୀ,ସୁର ଭାଇ, ଅପରାଜିତା ଷଡ଼ଙ୍ଗୀ ଆଦି ରାଜନୀତିଜ୍ଞଙ୍କୁ ପସନ୍ଦ କରନ୍ତି ରାନୀ ପଣ୍ଡା। ଏବଂ କହିଛନ୍ତି ସେ ଲୋକଙ୍କୁ ଭଲ ପାଆନ୍ତି କିନ୍ତୁ କେହି ଦଳକୁ ପସନ୍ଦ କରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।