Intresting GK Question – କେଉଁ ଫଳ ର ଚୋପା ନାହିଁ କି ମଞ୍ଜି ନାହିଁ ? ଉତ୍ତର ଦେବାରେ ୯୯% ଲୋକ ଫେଲ, ବୁଦ୍ଧିମାନ ହିଁ ଉତ୍ତର ଦେଇ ପାରିବ

ଆଜି କାଲି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ବହୁତ ବଢି ବଢି ଚାଲିଛି। ସେଥି ପାଇଁ ଏବେ ଶିକ୍ଷା ଓ ଶିଖିବା ଉପରେ ସମସ୍ତେ ବହୁତ ଗୁରୁତ୍ୱ ଦେଉ ଛନ୍ତି। ବର୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି।

କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି। ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି।

ଆମ ଭାରତ ରେ ସବୁଠାରୁ ବଡ ପରୀକ୍ଷା ହେଉଛି IAS ପରୀକ୍ଷା। ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ କରିବା ଏତେ ସହଜ କଥା ନୁହେଁ। ଯଦିଓ ଆପଣ ଲିଖିତ ପରୀକ୍ଷାରେ ଭଲ ମାର୍କ ରଖୁଛନ୍ତି। ତଥାପି ଆପଣଙ୍କୁ ସାକ୍ଷାତ କାର ରେ ଭଲ କରିବାକୁ ହେବ। ତେଣୁ ଏଥି ପାଇଁ ଆପଣଙ୍କ ର ସାଧାରଣ ଜ୍ଞାନ ନିଶ୍ଚିତ ଭାବରେ ଭଲ ଭାବରେ ପାରଙ୍ଗମ ଥିବା ଦରକାର।

ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷାରେ ସାହାଯ୍ୟ କରିବ। ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷାରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।


1. କଳିଙ୍ଗ ଯୁଦ୍ଧ କେଉଁ ନଦୀ କୂଳରେ ହୋଇ ଥିଲା ?
ଉତ୍ତର – ଦୟା ନଦୀ କୂଳରେ

2. ଓଡ଼ିଶାରେ ପାଇକ ବିଦ୍ରୋହ ର ନେତୃତ୍ୱ କିଏ ନେଇ ଥିଲେ ?
ଉତ୍ତର – ଜୟୀ ରାଜ ଗୁରୁ।

3. ସବୁଠୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଦେଶ କେଉଁଟି ?
ଉତ୍ତର – ଚୀନ

4. ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?
ଉତ୍ତର – ଜବାହାରଲାଲ ନେହେରୁ

5. କାହାକୁ ମହୀଶୂର ର ବାଘ ବୋଲି କୁହା ଯାଏ ?
ଉତ୍ତର – ଟିପୁ ସୁଲତାନ

6. କେଉଁ ଫଳରେ ଚୋପା ନାହିଁ କି ମଞ୍ଜି ନାହିଁ ?

ଉତ୍ତର – ମୂଳବେରୋରି ବା ତୁତ କୋଳି


7. ଆୟତନ ଦୃଷ୍ଟି ରୁ ବିଶ୍ୱ ର ସପ୍ତମ ବଡ଼ ଦେଶ କେଉଁଟି ?
ଉତ୍ତର – ଭାରତ

8. ଭାରତ ର ଜାତୀୟ ନଦୀ ?
ଉତ୍ତର- ଗଙ୍ଗା ନଦୀ

9. ଭାରତ ର ଦକ୍ଷିଣ ତମ ସ୍ଥାନ ?
ଉତ୍ତର- ଇନ୍ଦିରା ପୋଏଣ୍ଟ

10. ହୁମାୟୁନ ଙ୍କ ପୁତ୍ର କିଏ ଥିଲେ ?
ଉତ୍ତର – ଆକବର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।