ଓଃ..କି ….ଡାନ୍ସ ..ଟିପି ଟିପି ବର୍ଷ ପାଣିରେ ଜବରଦସ୍ତ ହଟ ଡାନ୍ସ କଲେ ଯୁବତୀ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ଯାତ୍ରା ଦେଖିବାକୁ ତ ଅଗଣିତ ଯାତ୍ରା ପ୍ରେମୀ ବହୁତ୍ ଭଲ ପାଆନ୍ତି।ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି।ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଯାତ୍ରା ଦେଖିବା ପାଇଁ ଅନେକ ଲୋକେ ପାଗଳ ହୋଇ ଉଠନ୍ତି।
କିନ୍ତୁ କିଛି ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ପୂର୍ବରୁ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ଯାତ୍ରାରେ ମେଲୋଡି ଏବଂ ରେକର୍ଡ ଡାନ୍ସ ରଜବରଦସ୍ତ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଖୁବ୍ ଆକୃଷ୍ଟ କରିଥାଏ।
ଡାନ୍ସ ଦେଖିବାକୁ କାହାକୁ ବା ପସନ୍ଦ ନୁହେଁ ସିନେମା ହେଉ ଅବା ଯାତ୍ରା ସବୁଠି ଡାନ୍ସର ଚାହିଦା। ତେବେ ଆମେ ଯଦି ଯାତ୍ରାର ଡାନ୍ସ କଥା କହିବା ତ ସିନେମା ଅପେକ୍ଷା ଲୋକେ ଯାତ୍ରାରେ ହେଉଥିବା ଡାନ୍ସକୁ ଅଧିକ ଉପଭୋଗ କରିଥାନ୍ତି। କାହିଁକି ନା ଯାତ୍ରାରେ ପ୍ରଦର୍ଶନ କରା ଯାଉଥିବା ଡାନ୍ସକୁ ଦର୍ଶକ ମାନେ ଲାଇଭ ଦେଖିଥାନ୍ତି।
ଯାତ୍ରା ପେଣ୍ଡାଲ ସାମ୍ନାରେ ବସି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଦାର୍ଶକ ମାନେ ଖୁବ୍ ଉପଭୋଗ କରନ୍ତି।ତେବେ ଯାତ୍ରା ପୂର୍ବରୁ ହେଉଥିବା ଡାନ୍ସ ଦର୍ଶକଙ୍କୁ ଅଧିକ ପସନ୍ଦ ଆସିଥାଏ। ତେବେ ଆପଣ ତ ବିଭିନ୍ନ ପ୍ରକାର ଡାନ୍ସ ଏବଂ ଡାନ୍ସ ର ଭିନ୍ନ ଭିନ୍ନ ଷ୍ଟାଇଲ ସବୁ ଅନେକ ସମୟରେ ଦେଖିବାକୁ ପାଉଥିବେ।ନାଚ ଦେଖିଲା ମାତ୍ରେ ହିଁ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ।
ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ ଅନେକ ଯୁବକ ଯୁବତୀ ମାନଙ୍କର ଅନେକ ଡାନ୍ସ ଯାତ୍ରାରେ ଦେଖିଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।
କାରଣ ଡାନ୍ସ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ।ଡାନ୍ସ ଭିଡିଓ ଦେଖି ମନ ଝୁମି ଉଠିଥାଏ।ଯେ କୌଣସି ବି ଡାନ୍ସ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ।
ତେବେ ବର୍ତ୍ତମାନ ସମୟରେ ଏକ ଯାତ୍ରାର ରେକର୍ଡ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି। ଏହି ସୁପରହିଟ ଡାନ୍ସ ଭିଡିଓ କୁ ଥରେ ଦେଖନ୍ତୁ। କିପରି ଭାବରେ ଆକର୍ଷିତ କଲାଭଳି ଗେଟ୍ ଅପ୍ ରେ ଏଠାରେ ଏହି ଯୁବକ ଓ ଯୁବତୀ ମାନେ ଡାନ୍ସ କରୁଛନ୍ତି। ଏମାନେ ବଲିଉଡ ସଙ୍ଗ ଟିପିଟିପି ବର୍ଷା ପାଣିରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ସୁନ୍ଦର୍ ଏକ୍ସପ୍ରେଶନ ସାଙ୍ଗକୁ ହଟ୍ ଅନ୍ଦାଜରେ ଡାନ୍ସ କରୁଛନ୍ତି ଏହି ଯୁବକ ଯୁବତୀ ମାନେ ଯାହା ଦର୍ଶକ ମାନଙ୍କୁ ଖୁବ୍ ଆକୃଷ୍ଟ କରି ପାରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।