viral ଭିଡ଼ିଓ – ମୁମ୍ବାଇ ଦେଖା ଓଡିଶାରେ ବାହାଘର..କିଛିଦିନ ପରେ ରିମିକ ସହ ଫେରାର ହେଲାସ୍ୱାମୀ ,ଠିକଣା ଖୋଜି ପୁଅ ଘରେ ପହଁଚିଲା ଝିଅ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଦୁହେଁ ଓଡିଶାର। ମୁମ୍ବାଇରେ ଏକ ଘୋରୋଇ କମ୍ପାନୀରେ ଦୁହିଁଙ୍କ ଦେଖା ସାକ୍ଷାତ ଆଉ ତାପରେ ହେଲା ପ୍ରେମ। ପ୍ରେମ ପରେ ଗଢି ଉଠିଲା ଶାରିରୀକ ସମ୍ପର୍କ ମହିଳା ଗର୍ଭବତୀ ହେଲେ ତା ପରେ ପ୍ରେମିକ ତାଙ୍କର ଗର୍ଭ ନଷ୍ଟ କରାଇଲେ।

ଏହା ପରେ ଦୁହେଁ ବିବାହ କଲେ ଏବେ ମହିଳା ଜଣକ ୩ ମାସର ଗର୍ଭବତୀ ରହିଛନ୍ତି। ତେବେ ସ୍ତ୍ରୀ ଗର୍ଭବତୀ ହେବା ପରେ ସ୍ବାମୀ ତାଙ୍କୁ ମୁମ୍ବାଇରେ ଛାଡି ଗାଁକୁ ଆସିଥିଲେ। କିନ୍ତୁ ଆଉ ମୁମ୍ବାଇ ଫେରି ନଥିଲେ କି ମହିଳାଙ୍କ ସହ କିଛି ଯୋଗାଯୋଗ ରଖି ନଥିଲେ। ଏହାପରେ ତିନି ମାସର ଗର୍ଭକୁ ଧରି ସ୍ବାମୀଙ୍କୁ ଖୋଜି ଖୋଜି ଆସିଛନ୍ତି ସ୍ତ୍ରୀ।

 ଆଜ୍ଞା ହଁ ବାଲେଶ୍ୱର ଜିଲ୍ଲାର ଖଇରା ନଟାପଡ଼ା ଗ୍ରାମର ନରେନ୍ଦ୍ର ବିଦାନ୍ତଙ୍କର୍ ରାୟଗଡ଼ା ଜିଲ୍ଲାର ରଶ୍ମିତା ନାମ୍ନୀ ଏକ ଝିଅ ସହିତ ପ୍ରେମ୍ ସମ୍ପର୍କ ଗଢ଼ି ଉଠିଥିଲା। ନରେନ୍ଦ୍ର ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଆଉ ସେହିଠାରେ ରଶ୍ମିତାଙ୍କ ସହିତ ତାଙ୍କର ଦେଖା ହୋଇଥିଲା।

ଦୁହେଁ ଓଡିଶାର ହୋଇ ଥିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ସେମାନେ ପ୍ରେମରେ ପଡିଗଲେ ପ୍ରେମରେ ପଡ଼ିବା ପରେ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଗଢ଼ି ଉଠିଥିଲା ଆଉ ରଶ୍ମିତା ଗର୍ଭବତୀ ହେଲେ କିନ୍ତୁ ତାଙ୍କ ଗର୍ଭକୁ ନରେନ୍ଦ୍ର ନଷ୍ଟ କରାଇ ଥିଲେ।

 ଏହାପରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ। ବିବାହ ପରେ ରଶ୍ମିତା ଏବେ ୩ ମାସର ଗର୍ଭବତୀ ଅଛନ୍ତି। ଏହାପରେ ନରେନ୍ଦ୍ର ରଶ୍ମିତାଙ୍କୁ ଘରୁ ଆସି ବୁଲି ଯିବେ ବୋଲି କହିଥିଲେ। କିନ୍ତୁ ଘରକୁ ଆସି ନରେନ୍ଦ୍ର ଆଉ ମୁମ୍ବାଇ ଫେରି ନଥିଲେ।

ତେବେ ରଶ୍ମିତା ସ୍ଵାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆସି ନରେନ୍ଦ୍ରଙ୍କୁ ଖୋଜି ଖୋଜି ଆସି ପହଞ୍ଚିଛନ୍ତି ବାଲେଶ୍ୱର ଜିଲ୍ଲାର ଖଇରା ନଟାପଡ଼ା ଗ୍ରାମରେ। ଆଉ ସେଠାରେ ଆସି ସିଏ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

ସେ ଜାଣିବାକୁ ପାଇଥିଲେ ନରେନ୍ଦ୍ର ପୁର୍ବରୁ ବିବାହିତା। ଆଉ ତାଙ୍କର ୬ ବର୍ଷର ପୁଅଟିଏ ମଧ୍ୟ ରହିଛି। ଏ ଖବର ପାଇବା ପରେ ରଶ୍ମିତା ଭାଙ୍ଗି ପଡ଼ିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଆଉ ଶେଷରେ ସେ କିଛି ଉପାୟ ନ ପାଇ ସ୍ଥାନୀୟ ସମାଜସେବୀ ଓ ମହିଳା ସଂଗଠନ ମାଧ୍ୟମରେ ଖଇରା ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ଖଇରା ଥାନା ପୋଲିସ୍ ନରେନ୍ଦ୍ର ଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚରା କରୁଛି। ତେବେ ଦେଖିବାକୁ ବାକି ରହିଲା ପ୍ରେମକରି ବିବାହ କରିଥିବା ରଶ୍ମିତାକୁ ନରେନ୍ଦ୍ର ଗ୍ରହଣ କରୁଛନ୍ତି କି ନାହିଁ ଆଉ ଯଦି ସେ ରଶ୍ମିତାକୁ ଗ୍ରହଣ ନ କରନ୍ତି ତେବେ ନରେନ୍ଦ୍ରଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା ଉପରେ ସମସ୍ତଂକ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।