viral video : ଝିପ୍ ଝିପ୍ ବର୍ଷା, ଶ୍ରାବଣ ମାସର ବର୍ଷାରେ ନାଚୁଛନ୍ତି ନାଗ ନାଗୁଣି..ଭୟରେ ଥିଲେ ମିଳେ ଏମିତି ଦୃଶ୍ୟ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି।
ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।
କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |
ନାଗ ନାଗୁଣୀ ଙ୍କ ମିଳନ।
ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକି ଆପଣ ଙ୍କୁ ମଧ୍ୟ ଚକିତ କରି ଦେବ | ଘଟଣା ଅନୁଯାଇ ଏକ ସହର ର ଦୋକାନ ରେ ଦୋକାନୀ ଭାଇ ଜଣଙ୍କ ମୂଷା କୁ ଧରିବେ ବୋଲି ମୂଷା ପିଞ୍ଜରା ରଖି ଥିଲେ କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି କି ପିଞ୍ଜରା ରେ ମୂଷା ଫସିବା ବଦଳ ରେ ଏକ ସାପ ଟି ସେହି ପିଞ୍ଜରା ଫସି ଯାଇଛି |
ତେବେ ଦୋକାନୀ ଯେତେ ବେଳେ ଦୋକାନ କୁ ଆସି ଥିଲା ସେତେ ବେଳେ ମୂଷା କୁ ନେବା ପାଇଁ ସେହି ପିଞ୍ଜରା କୁ କାଢି ଥିଲା କିନ୍ତୁ ଦେଖି ଥିଲା ଯେ ସେହି ପିଞ୍ଜରା ଭିତରେ ଏକ ବିଷଧର ନାଗ ସାପ ଟି ଫସି ରହିଛି |
ତେବେ ବ୍ୟକ୍ତି ଜଣଙ୍କ ଭୟଭୀତ ହୋଇ ଦୋକାନ ରୁ ବାହାରି ଯାଇ ଥିଲେ ଏବଂ ସ୍ଥାନୀୟ ଲୋକ ଙ୍କୁ ସେଠାକୁ ଡାକି ଥିଲେ | ତେବେ ପରେ ପରେ ସ୍ଥାନୀୟ ଲୋକ ମାନେ ସାପ ଧରାଳି ସହ ଯୋଗାଯୋଗ କରି ଥିଲେ ଆଉ ସାପ ଧରାଳି ମଧ୍ୟ ଖବର ପାଇ ତୁରନ୍ତ ଆସି ସେହି ସ୍ଥାନରେ ପହଞ୍ଚି ଥିଲେ |
ଏହାପରେ ସାପ ଧରାଳି ଜଣଙ୍କ ନିଜର ବିଦ୍ୟା ର କୌଶଳେ କ୍ରମେ ବିଷଧର ନାଗ ସାପ ଟିର ପିଞ୍ଜରା କୁ ଧରି ସେଠାରୁ ଚାଲି ଯାଇ ଥିଲେ | ତେବେ ଆପଣ ମାନେ ମଧ୍ୟ କେଉଁଠି ବିଷଧର ସାପ ଦେଖିଲେ ତାକୁ ନ ମାରି ସାପ ଧରାଳି ଙ୍କ ସହ ଯୋଗାଯୋଗ କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।