viral ଭିଡ଼ିଓ – ମୋ ଝିଅ କୁ ସାରେ ଖରାପ ନଜର ରେ ଦେଖୁଛନ୍ତି ,ଏକ ଥିଲା ବେଳେ ସାର ମୋ ଝିଅ ଛାତିକୁ ହାତମାରୁଛନ୍ତି ,ଆଉ ତାପରେ ଯାହା କଲେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଶିକ୍ଷକଙ୍କ ନାରେ ମା ଆଣିଲେ ସାଙ୍ଘାତିକ ଅଭିଯୋଗ। ପୁଣି ଦେଖିବାକୁ ମିଳିଲା ଶିକ୍ଷକଙ୍କ ନାରେ କଳଙ୍କ। ଏଠାରେ ଶିକ୍ଷକ ଯେଉଁ କାଣ୍ଡ କରି ବସିଛନ୍ତି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଶିକ୍ଷକ ଯେଉଁଭଳି ଭାବରେ ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଛନ୍ତି ତାହା ଖୁବ୍ ଲଜ୍ୟା ଜନକ।
ତେବେ ଆମ ସମାଜରେ ଗୁରୁଙ୍କୁ ନେଇ ନାନା ପ୍ରକାର ନୀତିବାଣୀ ରହିଛି ଏମିତିକି କୁହାଯାଏ ଯେ ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ପରମ ଇଶ୍ଵର। ଗୁରୁ ସମାଜର ଦର୍ପଣ।ଗୁରୁ ସମାଜ ପାଇଁ ମାର୍ଗ ଦର୍ଶକ କିନ୍ତୁ ସେଇ ଗୁରୁ ଯଦି ଖରାପ ରାସ୍ତାରେ ଯିବେ ତାହେଲେ ସମାଜକୁ କିଏ ମାର୍ଗ ଦେଖାଇବ। ଗୁରୁ ସବୁବେଳେ ସମାଜର ଉର୍ଦ୍ଧରେ ଥାଆନ୍ତି କାରଣ ସେ ସମାଜକୁ ମାର୍ଗ ଦେଖାଇଥାନ୍ତି ଭଲ ମାର୍ଗକୁ ନେଇଥାନ୍ତି।
କିନ୍ତୁ ଆମ ସମାଜର କିଛି ରସିକିଆ ଶିକ୍ଷକ ପାଇଁ ଆଜି ସମଗ୍ର ଶିକ୍ଷକ ଜାତି କଳଙ୍କିତ। ବର୍ତ୍ତମାନ ସମୟରେ ଜଣେ ଛାତ୍ରୀଙ୍କ ମା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଖୁବ୍ ଲଜ୍ୟା ଜନକ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜନଗର ସରକାରୀ ବିଦ୍ୟାଳୟରେ। ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଝିଅଙ୍କୁ ଶିକ୍ଷକଙ୍କ ଅସଦାଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ମାଙ୍କ କହିବା କଥା ଅନୁଯାୟୀ ତାଙ୍କ ଝିଅ ବହୁତ୍ ସରଳ ଓ ନିରୀହ, ସେ କାହା ସହ ବେଶୀ ମିଶା ମିଶି କରେ ନାହିଁ ଚୁପଚାପ୍ ରୁହେ। କାହାକୁ କିଛି କହିପାରେ ମଧ୍ୟ ନାହିଁ ଆଉ ଏହାର ଫାଇଦା ଉଠାଇ ବାକୁ ଚେଷ୍ଟା କରୁଥିଲେ ସୁବାସ ନାମକ ଜଣେ ଶିକ୍ଷକ।
ତେବେ ଶିକ୍ଷକ ଜଣଙ୍କ ତାଙ୍କ ଝିଅ ସହ ଖୁବ୍ ଖରାପ୍ ବ୍ୟବହାର କରନ୍ତି ଛାତ୍ରୀକୁ ଧରି ପାଖରେ ବସାନ୍ତି ଆଉ କୁହନ୍ତି ଯାହା ପାଠ ନ ବୁଝି ପାରିବୁ ମାତେ ପଚାରିବୁ। କିନ୍ତୁ ଉକ୍ତ ଶିକ୍ଷକଙ୍କ ଷଷ୍ଠ ଶ୍ରେଣୀରେ ପିଲାଙ୍କୁ କିଛି ବି ପାଠ ପଢାନ୍ତି ନାହିଁ। କେବଳ ମଝିରେ ମଝିରେ ବୁଲା ବୁଲି କରିବା ପାଇଁ ଶ୍ରେଣୀ ଭିତରକୁ ପଶି ଆସନ୍ତି।
ତେବେ କାଲି ଯେତେବେଳେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରୀ ଜଣକ ସ୍କୁଲ୍ ଯାଇଥିଲେ। ଆଉ ସେ ସେଠାରେ ପାଠ ପଢୁଥିବା ସମୟରେ ଶିକ୍ଷକ ସୁବାସ ତାଙ୍କୁ ପାଖକୁ ଡ଼ାକିଥିଲେ ଆଉ ତାଙ୍କୁ ପରୀକ୍ଷା ମାର୍କ ବିଷୟରେ ପଚାରି ଥିଲେ ଆଉ ସେହି ସମୟରେ ଛାତ୍ରୀ ଜଣକ ଚୁନୁରୀକୁ ଟେକି ଛାତ୍ରୀ ଜଣକ ଛାତିକୁ ଧରିଥିଲେ ଶିକ୍ଷକ ଜଣକ।
ତେବେ ଏ ନେଇ ଛାତ୍ରୀଙ୍କ ମା ଶିକ୍ଷକଙ୍କ ନାରେ ଅଭିଯୋଗ ଆଣିଛନ୍ତି। ଓ ଏଭଳି ଶିକ୍ଷକଙ୍କୁ କୋଠର ରୁ ଅତି କୋଠର ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏଭଳି ଶିକ୍ଷକଙ୍କ ଉପରେ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।