new twist-୪ର୍ଥ ନାଇଟ୍ରେ ଜଣେ ,ଏବେ ଆଉ ଜଣଙ୍କୁ କୁଣ୍ଢାଇଛି,ଶୁଣନ୍ତୁ ସୁରୋ ଭାଇ କଣ କହୁଛନ୍ତି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସୁରେଶ କୁମାର ରାଉତରାୟ ଜଣେ ଓଡ଼ିଆ ରାଜନୀତିଜ୍ଞ।ସେ ଓଡ଼ିଶା ରାଜନୀତିରେ ସୁର ରାଉତରାୟ ନାମରେ ଜଣାଶୁଣା।ନିଜର ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ସର୍ବଦା ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ କରି ଆସିଥାନ୍ତି।ସେ ସବୁବେଳେ ନିଜ ମନ୍ତବ୍ୟ, ଆଉ ଅଲଗା ପ୍ରକାରର କଥା ପାଇଁ ମିଡ଼ିଆ ଆଗରେ ହେଉ ବା ସମଗ୍ର ଓଡ଼ିଶା ବାସୀମାନଙ୍କ ଆଗରେ ହେଉ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି। ତେବେ ପୁଣି ଥରେ ସୁର ରାଉତରାୟ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ବିବାହର ଗୋଟିଏ ଦିନ ପରେ ସ୍ବାମୀଙ୍କୁ ପରିବାର ଲୋକଙ୍କ ସହାୟତାରେ ମାଡ ମାରି ନବବିବାହିତା ପତ୍ନି ନନ୍ଦିନୀଙ୍କ ଫେରାର ହୋଇଯିବା ଘଟଣା। ଏହି ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସମ୍ନାକୁ ଆସିଥିବା ବେଳେ ଏ ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ।ସେ କହିଛନ୍ତି ୪ର୍ଥ ନାଇଟ୍ ଜଣକ ସହ କରି ଆଉ ଜଣକୁ କୁଣ୍ଢାଇଲାଣି। ଯାହାକୁ ସେ ଖୁବ୍ ନିନ୍ଦା କରିଛନ୍ତି।

ଏଥି ସହିତ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଓ ନବୀନ ସରକାରଙ୍କ ମନ୍ତ୍ରୀ ଦେଇଥିବା କଥା ରଖୁ ନାହାନ୍ତି ଏଥି ସହ ଦେଶ ଓ ରାଜ୍ୟ ପାଇଁ କିଛି ଉନ୍ନତି ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁନାହାନ୍ତି।

ସୁର ରାଉତରାୟ କହିଛନ୍ତି ଯେ’ ଅର୍ଥନୀତି କ୍ଷେତ୍ରରେ ଭାରତ ୨୩ ଟି ଦେଶ ତଳେ ରହିଛି ଯେଉଁଥି ପାଇଁ ସୁର ରାଉତରାୟ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି। ଏଥି ସହିତ ମା ଭଉଣୀ ମାନଙ୍କୁ ମାଗଣାରେ ଗ୍ୟାସ ଦେବି କହି ଠକିଛନ୍ତି ମୋଦି ସରକାର।

 ଗ୍ୟାସ ପେଟ୍ରୋଲ ଡିଜେଲର ଦର ହୁ ହୁ ହୋଇ ବଢ଼ି ଚାଲିଛି ଜିଏଷ୍ଟି ବଢ଼ି ଚାଲିଛି।୧୦ ହାଜର କୋଟି ଟଙ୍କାର ନିଶା ଦ୍ରବ୍ୟ ସିଜ୍ କରାଯାଇଥିଲା ତା କୁଆଡେ ଗଲା ବୋଲି, କିଏ ନେଲା ଓ ଏଥି ପାଇଁକାହାକୁ ଆରେଷ୍ଟ କରାଯାଇଛି ଏବଂ ଭାରତବର୍ଷକୁ ଏତେ ମାତ୍ରାରେ ବ୍ରାଉନସୁଗର୍ କେମିତି ଆସିଲା କିଏ ଆଣିଲା ତାକୁ ନେଇ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁର।

ଏବଂ ମୋଡ଼ି ସରକାରଙ୍କୁ ଭାରତବର୍ଷକୁ ହିସାବ ଦେବା ପାଇଁ କହିଛନ୍ତି ସୁର। ଏବଂ ଦେଶ ଓ ରାଜ୍ୟରେ ବଢ଼ି ଚାଲିଥିଲା ଦରଦାମକୁ ନିୟନ୍ତ୍ରଣ କରି ସାଧାରଣ ଲୋକଙ୍କୁ ବଞ୍ଚାଇବା ପାଇଁ ମଧ୍ୟ କହିଛନ୍ତି।

ଏଥି ସହିତ ଆଇନ ସୁରକ୍ଷା ଉପରେ ଧ୍ୟାନ ଦେବା ପାଇଁ ସୁର କହିଛନ୍ତି। ସାରା ରାଜ୍ୟରେ ଆଇନଶୃଙ୍ଖଳା ବିଫଳ ହେଉଛି।ଦେଶ ଓ ରାଜ୍ୟରେ ଚୋରୀ, ଡକାୟତ, ହତ୍ୟା, ବ୍ରାଉନ ସୁଗରର ସେବନ ବଢ଼ି ବଢ଼ି ଚାଲିଛି। ଯେଉଁଥି ପାଇଁ ଯୁବକ ଯୁବତୀମାନେ ନଷ୍ଟ ହେବାକୁ ବସିଲେଣି। ଯାହାକୁ ବିରୋଧ କରିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।