viral video – କଳିଯୁଗ ସରିଲା ସ୍ୱାମୀକୁ ଛାଡି ଦିଅର ସହ ମୋବାଇଲ୍ରେ ରୋମାନ୍ସ କରୁଛି ଭାଉଜ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରେମ ଏହା ଏପରି ଏକ ପବିତ୍ର ଶବ୍ଦ ଅଟେ ଯାହାକୁ କେବେବି ବର୍ଣ୍ଣନା କରିହେବ ନାହିଁ । ପ୍ରେମ ହେଉଛି ଚିର ଶାଶ୍ୱତ ଏହା ଅମର , ଏଥିରେ ରହିଥାଏ ନିସ୍ୱାର୍ଥ ଭଲପାଇବା । ମାତ୍ର ଆଜିର ଯୁବପିଢି ମାନେ ଏହି ପ୍ରେମ ପରି ଶବ୍ଦକୁ ବଦନାମ କରିବାକୁ ପଛଉ ନାହାନ୍ତି । ଆଜିର ସମୟରେ ପ୍ରେମର ସଂଜ୍ଞା ବଦଳିଗଲାଣି , ପ୍ରେମ କହିଲେ ଏବେ ବୁଝାପରେ କେବଳ ସ୍ୱାର୍ଥ , ଲୋଭ ଆଉ ଶାରିରୀକ ସଂପର୍କ । ଆଜର ଯୁବପିଢି ମାନେ ନିଜର ଦେହର ଲାଳସା ମେଣ୍ଟାଇବା ପାଇଁ ପ୍ରେମ କରୁଛନ୍ତି ଯାହାକି ଆମ ସମାଜକୁ ବହୁତ ନିମ୍ନତଳକୁ ନେବାରେ ଲାଗିଛି ।
ଆଗଯୁଗର ରାଧାକୃଷ୍ନ ପ୍ରେମ ପରି ଆଜିର ସମୟ ପ୍ରେମ ଆଉ ନାହିଁ । ପ୍ରେମକୁ ନେଇ କରି ସମସ୍ତେ ଯେ ଭୁଲ ତାହା କହିବା ଆଦା ଠିକ ନୁହେଁ କାରଣ ଏବେ ମଧ୍ୟ ଏପରି ପ୍ରେମୀ ଯୁଗଳ ମାନେ ରହିଛନ୍ତି ଯେଉଁମାନେ ପ୍ରେମକୁ ଭଗବାନଙ୍କର ବରଦାନ ସଦୃଶ ମାନିଥାନ୍ତି ।
ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁ଼ଞ୍ଚା ଦିଅନ୍ତି ନାହିଁ ଏପରିକି ପରିବାର ବିରୋଧରେ ଯାଇ କରି ମଧ୍ୟ ନିଜ ପ୍ରେମକି ନିଜର କରିଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ ଏପରି କିଛୀି ପ୍ରେମୀଯୁଗଳ ମାନେ ରହିଛନ୍ତି ଯେଉଁମାନେ କେବଳ ପ୍ରେମ କହିଲେ ଶାରୀରିକ ସଂପର୍କ କଥା ବୁଝିଥାନ୍ତି!
ନିଜର ସ୍ୱାର୍ଥ ପୂରଣ କରିବା ଉଦ୍ଦେଶ୍ୟରେ ହିଁ ପ୍ରେମ କରିଥାନ୍ତି । କାରଣ ଏବେକା ସମୟରେ ସେହିପରି ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକି ବହୁତ ଲଜ୍ଜ୍ୟାଜନକ ଅଟେ । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ ।
ପ୍ରେମୀଯୁଗଳ ମାନଙ୍କର ଏପରି କାର୍ଯ୍ୟକଳାପକୁ ଦେଖିଲେ ଲାଗୁଛି କି ତାହା ଏକ ପ୍ରେମନଗରୀ ଯେଉଁଠାରେ ସେମାନେ ପ୍ରେମର ରାସଲୀଳା କରୁଛନ୍ତି ସମସ୍ତ ଲଜ୍ଜ୍ୟାକୁ ଭୁଲିଯାଇ । ସମାଜର ସମସ୍ତ ନିତିନିୟମକୁ ଭୁଲିଯାଇ ପ୍ରେମରେ ମଜ୍ଜି ଯାଇଛନ୍ତି ଯାହାକି ଆମ ଯୁବପିଢି ମାନଙ୍କ ପାଇଁ ବହୁତପୂରଣ କରିବା ଉଦ୍ଦେଶ୍ୟରେ ହିଁ ପ୍ରେମ କରିଥାନ୍ତି । କାରଣ ଏବେକା ସମୟରେ ସେହିପରି ଏକ ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକି ବହୁତ ଲଜ୍ଜ୍ୟାଜନକ ଅଟେ । ତେବେ କଣ ରହିଛି ସଂପୂର୍ଣ୍ଣ ଘଟଣାଟି ଆସନ୍ତୁ ଜାଣିବା ସେ ବିଷୟରେ ।
ପ୍ରେମୀଯୁଗଳ ମାନଙ୍କର ଏପରି କାର୍ଯ୍ୟକଳାପକୁ ଦେଖିଲେ ଲାଗୁଛି କି ତାହା ଏକ ପ୍ରେମନଗରୀ ଯେଉଁଠାରେ ସେମାନେ ପ୍ରେମର ରାସଲୀଳା କରୁଛନ୍ତି ସମସ୍ତ ଲଜ୍ଜ୍ୟାକୁ ଭୁଲିଯାଇ । ସମାଜର ସମସ୍ତ ନିତିନିୟମକୁ ଭୁଲିଯାଇ ପ୍ରେମରେ ମଜ୍ଜି ଯାଇଛନ୍ତି ଯାହାକି ଆମ ଯୁବପିଢି ମାନଙ୍କ ପାଇଁ ବହୁତ ନିନ୍ଦନୀୟ କଥା ଅଟେ ।
ସେମାନେ ବୁଝିପାରୁନାହାନ୍ତି କି ଏପରି କରିବା ଦ୍ୱାରା ସେମାନଙ୍କର ଭବିଷ୍ୟତ ଆଗକୁ କଣ ହବେ । ଏହା ସହିତ ,ସେମାନଙ୍କର ଏପରି ଏକ କାର୍ଯ୍ୟ କଣ ପ୍ରେମ ନା ଆଉ କିଛି ତାହା ସେମାନେ ଭାବିପାରିନାହାନ୍ତି । ପ୍ରେମ ନାମରେ ସେମାନେ ପ୍ରେମ ପରି ପବିତ୍ର ଅକ୍ଷରର କଶଙ୍କ ବୋଳିବାରେ ଲାଗିଛନ୍ତି ଏପରି ଏକ ନିନ୍ଦନୀୟ କାର୍ଯ୍ୟ କରି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।