OMG ! ବେଦିରୁ ଉଠି ଘୋଡା ପରି ଦୌଡିଲେ ବର-କନ୍ୟା ,ରାସ୍ତାସାରା ଉଡିଲା ଧୂଳି,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା ମନୋରଞ୍ଜନ କରିବା ସହ ଖୁବ୍ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଥାଏ। ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସେ ଯାହା ଅଳ୍ପ ସମୟ ଭିତରେ ଖୁବ୍ ଭାଇରାଲ ହୋଇଥାଏ। ଠିକ୍ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଭିଡ଼ିଓ ଆପଣ ଆପଣଙ୍କ ଜୀବନରେ ମଧ୍ୟ କେବେ ଦେଖି ନଥିବେ।

ଭାଇରାଲ ହେଲା ଭିଡିଓ ଆଉ ଏମିତି ଭିଡିଓ ଆପଣ କେବେ ଦେଖି ନଥିବେ। ଭିଡିଓରେ ଦେଖିବାକୁ ମିଳୁଛି ରାସ୍ତାରେ ଧୂଳି ଉଡାଇ ଦୌଡଛନ୍ତି ବର ଓ କନିଆଁ। ଯେଉଁଠି ବିବାହ ମଣ୍ଡପରେ ଶାନ୍ତ ଓ ଧିର ହୋଇ ବସି ରହିଥାନ୍ତି ବର କନିଆଁ ବାହା ହୋଇ ଥାନ୍ତେ ଓ ଲୋକମାନେ ସେମାନଙ୍କୁ ଆଶ୍ରିବାଦ ଦେଇଥାନ୍ତେ କିନ୍ତୁ ଏପଟେ ବର କନିଆଁ ରାସ୍ତାରେ ଏଭଳି ଦୌଡୁଛନ୍ତି ଯେ ରାସ୍ତାରେ ଖୁବ୍ ଜୋରରେ ଧୂଳି ଉଡି ଯାଉଛି।

ତେବେ ଏଭଳି ଦୃଶ୍ୟକୁ ଯିଏ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବ। କାରଣ ବର ଓ କନିଆଁ ଏଭଳି ଭାବରେ ଦୌଡ଼ିବା କେହି କାହା ଜୀବନରେ ବି ଦେଖି ନଥିବେ। ତେବେ ବର ଓ କନିଆଁ ଏଭଳି ଦୌଡ଼ିର କଣ ହୋଇ ପାରେ କାରଣ। କାହିଁକି ସେମାନେ ଏଭଳି ଭାବରେ ଧୂଳି ଉଡାଇ ଦୌଡୁଛନ୍ତି।

ତେବେ ଭିଡିଓରେ ଦେଖିବା ପାଇଁ ମିଳୁଛି ବର କନିଆଁଙ୍କ ହାତ ଧରି ଦୌଡୁଛନ୍ତି। ବର ହାତରେ ଖଣ୍ଡା ମଧ୍ୟ ଧରିଛନ୍ତି। ଉଭୟ ବର କନିଆଁ ଖୁବ୍ ସୁନ୍ଦର ଭାବେ ସଜ ମଧ୍ୟ ହୋଇଛନ୍ତି। ଲେହେଙ୍ଗା ସାଙ୍ଗକୁ ଗୁଡ଼ାଏ ଅଳଙ୍କାରରେ ନିଜକୁ ସଜେଇଛନ୍ତି କନିଆଁ।

ବର ଓ କନିଆଁ ଫୁଲ ଏନର୍ଜି ସହିତ ଦୌଡୁଛନ୍ତି। ସେମାନଙ୍କ ପାଖରେ ଆଉ ଜଣେ ଯୁବକ ମଧ୍ୟ ଦୌଡୁ ଥିବାର ଦେଖିବାକୁ ମିଳୁଛି। ତେବେ କେଉଁ ପରିସ୍ଥିତି ଓ କୋଉ କାରଣରୁ ଏମାନେ ଏଭଳି ଧୂଳି ଉଡାଇ ଦୌଡୁଛନ୍ତି ସେ ବିଷୟରେ କିଛି ବିଶେଷ ସୂଚନା ମିଳି ପାରିନାହିଁ।

ତେବେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲା ପରେ ଲୋକେ ଏହାକୁ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କିଛି ୟୁଜର୍ସ କହୁଛନ୍ତି ଏହା କେଉଁ ଫିଲ୍ମ୍ ସୁଟିଂ ଚାଲିଥିବା ସମୟର ଭିଡିଓ।

କାହିଁକି ନା ଭିଡିଓରେ ବର କନିଆଁ ଦୌଡି ଦୌଡି ଯାଉଛନ୍ତି ଏବଂ ସେମାନଙ୍କର ଆଗରେ ଏକ ଗାଡ଼ି ମଧ୍ୟ ଯାଉଛି। କୁହା ଯାଉଛି ଏହି ଗାଡ଼ିରେ କ୍ୟାମେରା ଲଗାଯାଇଛି ଆଉ ସୁଟିଂ କରା ଯାଉଅଛି। ତେବେ ସେ ଯାହାବି ହେଉ ଏହାର କିଛି ସଠିକ୍ ସୂଚନା ମିଳି ପାରି ନଥିଲେ ମଧ୍ୟ ୟୁଜର୍ସ ମାନଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।