ଆଜି କାଲି ଦୁନିୟା ରେ ପିଲା ମାନେ ଶିକ୍ଷିତ ହେବା ସହ ବୁଦ୍ଧିମାନ ହେବା ଆବଶ୍ୟକ । କାହିଁକି ନା କେବଳ ଶିକ୍ଷିତ ହେଲେ ହେବନି ଆପଣଙ୍କୁ ବୁଦ୍ଧିମାନ ମଧ୍ୟ ହେବାକୁ ପଡ଼ିବ। ଯଦି ଆପଣ ଠିକ ସମୟରେ ଠିକ ଭାବରେ ନିଜର ମସ୍ତିଷ୍କ ର ବ୍ୟବହାର ନ କରିବେ ତାହାଲେ ଆପଣଙ୍କ ର ଶିକ୍ଷା କୌଣସି ବି କାର୍ଯ୍ୟ ରେ ଆସିବ ନାହିଁ।
ତେବେ ଏପରି ଅନେକ ପ୍ରଶ୍ନ ରହିଛି ଯାହାକି ଦୁଇ ପ୍ରକାର ର ଅର୍ଥ ହୋଇଥାଏ। ବହୁ ସମୟ ପିଲା ମାନେ ସକାରାତ୍ମକ ଦିଗ କୁ ଛାଡି ନକରାତ୍ମକ ଦିଗକୁ ଆପଣଇ ଥାନ୍ତି ଯାହାକି ସେମାନଙ୍କ ର ବ୍ୟକ୍ତିତ୍ୱ କୁ ଖରାପ କରିଥାଏ। ତେବେ ଏପ୍ରକାର ର ଜ୍ଞାନ ତାଙ୍କ ପାଖରେ ଦେଖିବାକୁ ମିଳୁନାହିଁ।
ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆପଣ ମାନଙ୍କ ପାଇଁ ଆମେ ଏପରି କିଛି ପ୍ରଶ୍ନ ଗୁଡିକ ନବୀ ଆସିଛୁ ଯାହାକି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପରୀକ୍ଷା ରେ ସାହାଯ୍ୟ କରିବ।
ଏହି ପ୍ରଶ୍ନ ଗୁଡିକ ବିଭିନ୍ନ ପରୀକ୍ଷା ରେ କିମ୍ବା ସାକ୍ଷାତ କାର ମାନଙ୍କ ରେ ପଚରା ଯାଇଥିଲା। ଏଗୁଡିକ ଆଗକୁ ମଧ୍ୟ ପଚରା ଯିବାର ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ। ଯାହା କି ଆପଣ ମାନେ ଜାଣିବା ନିହାତି ଆବଶ୍ୟକ।
୧. ଝିଅ ମାନେ ତାଙ୍କର ସାଲୱାର ତଳେ କଣ ପିନ୍ଧି ଥାନ୍ତି ?
ଉତ୍ତର – ହିଲ ବା ଜୋତା
୨. କେଉଁ ଜିନିଷ ଟି ଜଣେ ଝିଅ 18 ବର୍ଷ ପୂର୍ବରୁ କେବେ କାହାକୁ ଦେଇ ନଥାଏ ?
ଉତ୍ତର- ଭୋଟ
୩. ଝିଅ ମାନଙ୍କ ର ଏମିତି କେଉଁ ଅଙ୍ଗ ଅଛି ଯାହାକୁ ଚାଟିବା ଦ୍ୱାରା ତାହା ଲାଲ ହୋଇ ଯାଇଥାଏ ?
ଉତ୍ତର- ଓଠ
୪. ଚଉଠି ରାତିରେ ଜଣେ ସ୍ତ୍ରୀ ତା ସ୍ବାମୀ କୁ କଣ ଖାଇବା କୁ ଦେଇ ଥାଏ ?
ଉତ୍ତର- ଉଷୁମ କ୍ଷୀର
୫. ଜଣେ ମହିଳା ର ସବୁ ରୂପ କୁ ତା ସ୍ବାମୀ ଦେଖି ପାରେ ହେଲେ କେଉଁ ରୂପକୁ ଦେଖି ପାରେ ନାହିଁ ?
ଉତ୍ତର- ବିଧବା ରୂପ।
୬. ଝିଅ ମାନଙ୍କ ର କେଉଁ ଜାଗାରେ ଆଙ୍ଗୁଳି ପୁରେଇଲେ ସେଠାରୁ ପାଣି ବାହାରେ ?
ଉତ୍ତର- ଆଖି
୭. ଏମିତି କେଉଁ ଜିନିଷ ଟି ଝିଅ ମାନଙ୍କ ର କମ କିନ୍ତୁ ସ୍ତ୍ରୀ ଲୋକ ମାନଙ୍କ ର ବେଶି?
ଉତ୍ତର- ବୟସ
୮. ଜଣେ ସ୍ୱାମୀ ତା ସ୍ତ୍ରୀ ର ଚଉଠି ରାତିରେ ସବୁ ଖୋଲିବା ପରେ ଅଖୁଲା କଣ ରୁହେ?
ଉତ୍ତର- ମଙ୍ଗଳ ସୂତ୍ର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।