viral ଭିଡ଼ିଓ -ପେଟରେ ଛୁଆ,ନାବାଳିକା କୁ ଗଛରେ ବାନ୍ଧି ନିର୍ଦ୍ଧମ ମାଡ଼ ମାରିଲେ ସ୍ୱାମୀ, ଭିଡ଼ିଓ ଦେଖିଲେ ଛାତି ଥରିଉଠିବ , ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ବର୍ତ୍ତମାନ ସମୟରେ ସାମାଜିକ ଗଣ ମାଧ୍ୟମରେ ଏପରି ଏକ ଭିଡିଓ ପ୍ରସାରିତ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଯେଉଁ ଚିତ୍ର ରହିଛି ତାହା ଖୁବ୍ ହୃଦୟ ବିଦାରକ।ଆଜିର ସଭ୍ୟ ସମାଜ ମଧ୍ୟରେ ଅସଭ୍ୟ ଓ ଅସାମାଜିକ ଲୋକଙ୍କ ସଂଖ୍ୟା କମ ନାହିଁ। ନିଷ୍ଠୁରତାର ସବୁ ସୀମାକୁ ପାର କରି ଚାଲିଛନ୍ତି ଆଜିର ଅସଭ୍ୟ ଓ ଅସାମାଜିକ ଲୋକ ମାନେ। ଯାହାର ଚିତ୍ର ବର୍ତ୍ତମାନ ସମୟରେ ଗଣ ମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି।
ଭିଡିଓରେ ଜଣେ ନାବାଳିକାଙ୍କୁ ବଳପୂର୍ବକ ମାଡ ମାରିଥିବାର ଦେଖିବାକୁ ମିଳୁଛି। କିଛିଦିନ ତଳେ ନାବାଳିକାଙ୍କୁ ଜଣେ ଦୂର୍ବୁତ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହା ପରେ ନାବାଳିକା ଜଣକ ଗର୍ଭ ଧାରଣ କରିଥିଲେ। ଗର୍ଭବତୀ ହେବା ପରେ ଦୁର୍ବୃତ ମାନେ ତାଙ୍କୁ ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଚିତ୍ର ସାମ୍ନାକୁ ଆସିଛି।
ସଭ୍ୟ ସମାଜ ଭିତରେ ଅସଭ୍ୟ ଓ ଅସାମାଜିକଙ୍କ ସଂଖ୍ୟା ହୁଏତ କମ ନାହିଁ। ଯାହା ଏହି ଚିତ୍ର ବୟାନ କରୁଛି। ଅତି କ୍ରୁର ଭାବରେ ଜଣେ ନାବାଳିକାଙ୍କୁ ଗାଁ ଦାଣ୍ଡ ବିଜୁଳି ଖୁଣ୍ଟରେ ବାନ୍ଧି ଅତି ନିର୍ଦ୍ଦୟ ଭାବରେ ମାଡ ମାରି ଚାଲିଥିଲେ ଗାଁର କିଛି ଦୁର୍ବୃତ। ସେ ବି ପୁଣି ନାବାଳିକା ଜଣକ ଗର୍ଭବତୀ ଥିବା ଅବସ୍ଥାରେ।
ତେବେ ନାବାଳିକାଙ୍କୁ ମାଡ ମାରିବାର କାରଣ ରହିଥିଲା କି ନାବାଳିକା ଜଣକ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ଚିତ୍ର ହେଉଛି ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅଞ୍ଚଳର।
ଅଭିଯୋଗ ଅନୁସାରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ୩ ମାସ ତଳେ ବାବୁ ପରିଡ଼ା ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କ ସହିତ ଜୋର୍ ଜବରଦସ୍ତି ଶାରୀରିକ ସଂପର୍କ ରଖି ଆସିଥିଲେ। ତେବେ ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସେତେବେଳକୁ ନାବାଳିକା ଜଣକ ଗର୍ଭବତୀ ହୋଇ ସାରିଥିଲେ।
ତେବେ ନାବାଳିକାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରକୁ ସହ୍ୟ ନ କରିପାରି ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଜଣାଇ ଥିଲେ। କିନ୍ତୁ କିଛି ସମାଧାନ ହୋଇପାରି ନଥିଲା।
ଏହାପରେ ପୀଡିତାଙ୍କ ପରିବାର ଲୋକେ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କୀୟ ମାନେ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ଗାଁ ଦାଣ୍ଡରେ ଥିବା ବିଜୁଳି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରି ଚାଲିଥିଲେ।
ଏହା ପରେ ଘଟଣା ସ୍ଥଳେ ରଣପୁର ଥାନାର ପୋଲିସ ପହଁଚି ପୀଡିତାଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଥିବା ୭ ଜଣକୁ ଗିରଫ କରିଥିଲେ। ଗିରଫ ହୋଇଥିବା ୭ ଜଣକ ମଧ୍ୟରୁ ୫ ଜଣ ମହିଳା ଓ ୨ ପୁରୁଷ ରହିଥିବାର ଜଣାପଡ଼ିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।