ଶ୍ୱଶୁରର ପ୍ରାଇଭେଟ୍ ପାର୍ଟକୁ ବୋହୂ ମାରିଲା ବାରମ୍ବାର ଗୋଇଠା, ଆଉ ସେଠାରେ ଚାଲିଗଲା ଶ୍ୱଶୁରର ପ୍ରାଣବାୟୁ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ବର୍ତ୍ତମାନ ର ସବୁଠି ଚର୍ଚ୍ଚା ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଆଉ ସ୍ତ୍ରୀ କୁ ଖୋଜି ପାଇବା ପରେ ସ୍ବାମୀ ସହିତ ପରିବାର ଲୋକ ଙ୍କ ଖୁସି ବି କହିଲେ ନ ସରେ । ଶଶୁର ତ ନିଜ ଝିଅ କୁ ପାଇ ଯାଇଛନ୍ତି ବୋଲି କହିଛନ୍ତି ଏବଂ ଖୁସିରେ ବୋହୂ କୁ ଗେହ୍ଲ ମଧ୍ୟ କରିଛନ୍ତି ଏବଂ ପଚାରିଛନ୍ତି ମାଁ ରେ ତୁ ଖୁସି ଅଛୁ ତ ।
ଶଶୁର ଙ୍କ କହିବା କଥା ତାଙ୍କ ବୋହୂ କୁ ତା ମାମୁଁ ହିଁ ଅପହରଣ କରି ନେଇ ଯାଇଥିଲା । ଆଉ ଏଥିରେ ବୋହୂ ର ମାଁ ଏବଂ ବାପା ମଧ୍ୟ ସାମିଲ ଥିଲେ । ତେବେ ମିଡିଆ ସାମ୍ନାରେ ବୋହୂର ବାପା କହିଛନ୍ତି ଯେ ଝିଅକୁ ତାଙ୍କ ଶଶୁର ମାରି କେଉଂଠିକୁ ଗାଏଫ୍ କରି ଦେଇଛନ୍ତି । ତେବେ ଶଶୁର କହିଛନ୍ତି ଯେ ସେ ଯେତେବେଳେ ବୋହୂ କୁ ଏ ବିଷୟରେ ପଚାରିଲେ ବୋହୂ କହିଥିଲା ସେ ଏ ବିଷୟରେ କିଛି ବି ଜାଣି ନାହିଁ, କାହିଁକି ନାଁ ମୁହଁରେ ନିଶା ରୁମାର ଜାକି ତାଙ୍କୁ କେହି ନେଇଯାଇଥିଲେ ।
ଆଖି ଖୋଲିବା ପରେ ବନ୍ଦ କୋଠରୀରେ ଥିଲି , ଆଉ ସେହି ଘରଟି ହେଉଛି ମୋ ମାମୁଁ ଙ୍କ ଘର, ମୋତେ କିଏ ଏଠାକୁ ନେଇ ଆସିଛି ସେ କଥା ମଧ୍ୟ ଜାଣିନାହିଁ । ତେବେ ଏହାପରେ ବୋହୂକୁ ଜଗନ୍ନାଥ ମନ୍ଦିରକୁ ନେଇ ଆସିଥିଲେ କଣ ପାଇଁ ତାହା ମଧ୍ୟ ଅସ୍ପଷ୍ଟ ଅଛି । ଆଉ ସେହି ମନ୍ଦିରରେ ସେମାନେ ଥିବା ବେଳେ ପୋଲିସ ଖବର ପାଇଁ ପରିବାର ଲୋକଙ୍କୁ ଜଣାଇ ବୋହୂକୁ ଉଦ୍ଧାର କରିଥିଲା ।
ତେବେ ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ବଜାରର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ 2 ବର୍ଷ ଧରି ଭଲପାଉଥିଲେ । ତେବେ ଉଭୟ ଘରେ ନଜଣାଇ ଫେରାର ହୋଇଯାଇଥିଲେ ।
ସେମାନେ ଭୁବନେଶ୍ୱରରେ ରହୁଥିବା ବେଳେ କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ପୁଅର ପରିବାର ଲୋକେ ପୁରୀର ନୃସିଂହ ନାଥ ମନ୍ଦିରରେ ଉଭୟଙ୍କ ବିବାହ କରେଇ ଘରକୁ ଆଣିଥିଲେ
ପୁଅ ବୋହୂ ଖୁସିରେ ଦୀର୍ଘ 6 ମାସ ଧରି ଘରେ ରହିବା ପରେ ବୋହୂ ହରିପ୍ରିୟା ପାଠ ପଢିବାକୁ ଇଛା କରିଥିଲା। ପରିବାର ଲୋକ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ହରିପ୍ରିୟାକୁ +3 ଆର୍ଟ୍ସରେ ଆଡ୍ମିସନ କରାଇଲେ। ପ୍ରତିଦିନ ଭଳି ସାବିତ୍ରୀ ବ୍ରତର ପରଦିନ ଅର୍ଥାତ ମଙ୍ଗଳବାର ପରୀକ୍ଷା ଦେବାକୁ ଯାଇଥିଲା ହରିପ୍ରିୟା ନିଜ ସ୍ୱାମୀଙ୍କ ସ୍କୁଟିରେ ବସି।
ପରୀକ୍ଷା ସରିବା ପରେ ସ୍ୱାମୀ କଲେଜରୁ ସ୍ତ୍ରୀକୁ ଆଣିବାକୁ ଗଲେ। ହେଲେ ପରୀକ୍ଷା ହଲ୍ରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ଆସି ଲାଗିଲା କଲେଜ୍ ଗେଟ୍ ସାମ୍ନାରେ। ହରିପ୍ରିୟା କାର୍ ଗେଟ୍ ଖୋଲି କାର୍ରେ ବସିଲେ ଆଉ କୁଆଡେ ପଳାଇଥିଲେ, ଆଉ ତା’ପର ଠାରୁ ପାଗଳ ପରି ସ୍ତ୍ରୀକୁ ଖୋଜୁଥିଲେ ସ୍ୱାମୀ । ଏବେ ସ୍ତ୍ରୀକୁ ଖୋଜିବା ପରେ ସ୍ୱାମୀର ଖୁସି ଦେଖେ କିଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।