ଦେଖନ୍ତୁ Shocking ଭିଡିଓ – ହଠାତ ବାହା ବେଦୀରୁ ଉଠିଲା ଝିଅ ହାତରୁ ଖୋଲିଲା ଶଙ୍ଖା, ଆଉ ତା ପରେ…ବେଦୀ ଉପରେ ବର ବେହୋସ୍,ଦେଖନ୍ତୁ viral ଭିଡ଼ିଓ ଟିକୁ ..

ପୁଣି ଏକ ବିବାହ କୁ ନେଇ ଘଟଣା ଘଟିଲା । ତେବେ ଏହି ଘଟଣା ଯେ କେହିବି ଶୁଣିବ ସତରେ ସେ ପୁରା ବେହସ ହୋଇ ଯିବ । ଏଠି ବିବାହ କରିବା ପାଇଁ ଯାଇ ବର ବେହସ ହୋଇ ଛନ୍ତି । ତେବେ ସମ୍ପୂର୍ଣ ଘଟଣା ଟି କଣ ଆସନ୍ତୁ ଏବେ ଜାଣିବା । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ର ବାଲିଆପାଳ ରେ ଏହି ଘଟଣା ଟି ଘଟିଛି । ବିବାହ ସମୟ ରେ ବର ବେହସ ହୋଇ ଯାଇ ଥିଲେ । ବାହାଘର ଅଧା ହୋଇ ଥାଏ ।

ଅଧା ହୋଇ ଥାଏ କହିଲେ ହାତ ଗଣ୍ଠି ପଡି ଯାଇ ଥାଏ । ଶେଷରେ ସ୍ତ୍ରୀ ଉଠିଲା ଆଉ ହାତ ରୁ ଶଙ୍ଖା କାଢି ଦେଲେ । ଶେଷରେ କହିଲା ମୁଁ ଆଉ ବିବାହ କରିବି ନାହିଁ । ତା ପରେ ବର ଏ କଥା ଶୁଣି ବେହସ ହୋଇ ଯାଇ ଥିଲା । ତେବେ ଯୁବତୀ ଏମିତି ବିବାହ ବେଦୀରୁ ଉଠିବାର ମୁଖ୍ୟ କାରଣ ଆପଣ ସୁଣିଲେ ପାଦ ତଳୁ ମାଟି ଖସି ଯିବ । ଆଉ ଆପଣ କହିବେ ଏମିତିବି ହୁଏ । ତେବେ ଜାଣନ୍ତୁ ମୁଖ୍ୟ କାରଣ କଣ ।

ଯୁବତୀ ଟି କୁ ପଚାରି ବାରୁ ଯୁବତୀ କହିଲା ମର ଥରେ ବିବାହ ସରି ସାରିଛି । ମୋତେ ଏଠି ଜବରଦସ୍ତ ବିବାହ କରା ଯାଉଛି । ମୁଁ ଥରେ ଜଣେ ବିବାହିତ ନାରୀ । ତେବେ ଯୁବତୀ ର ସ୍ୱାମୀ ଏବେ ଅଛନ୍ତି କି ନାହିଁ ଏବେ ସୁଦ୍ଧା ଜଣା ପଡି ନାହିଁ ।ତେବେ କିଛି ସମୟ ପରେ ଝିଅ ଘର ଲୋକ ଯୁବତୀ କୁ ମାଡ଼ ମାରି ଥିଲେ ଆଉ ତା ପରେ ତାକୁ ବୁଝାଇ ଥିଲେ ।

ଆଉ ତା ପରେ ଯୁବକ ସହିତ ଯୁବତୀ ର ବିବାହ ହୋଇ ଥିଲା । ତେବେ ଏଠି ଝିଅ ଯାହା କରିଛି ଏକଦମ ଠିକ କରିଛି । ଜଣେ ନାରୀ ଜୀବନ ମାତ୍ର ଥରେ ବିବାହ କରି ଥାଏ । ଯଦି ତାର ସ୍ୱାମୀ ବଂଚି ଥାଏ ତାହାଲେ ଆଉ ଜଣ ପୁରୁଷ ର ଛାଇ ମାଡିବା କଥା ନୁହେଁ । ହେଲେ ବର ଘରକୁ କା ପୁରୁଷ ହୋଇ ଫେରି ଯିବା ଅପେକ୍ଷା ଝିଅ ତାକୁ ବିବାହ କରିବା ଶହେ ଗୁଣ ରେ ଭଲ ହୋଇ ଥାଏ ।

ଏମିତି ଘଟଣା ଆପଣ ମାନେ କେବେ ହେଲେ ଶୁଣି ନ ଥିବେ । ସ୍ତ୍ରୀ ଥରେ ବିବାହ କରି ସାରିଛି ହେଲେ ମଧ୍ୟ ତାକୁ ଜର ଜବରଦସ୍ତ ବିବାହ କରା ଯାଉଛି । ହଁ ଝିଅ ଟି କାହାକୁ ବିବାହ କରି ନ ଥାନ୍ତା ତାହାଲେ ତାହାଲେ ଜର ଜବଦସ୍ତ କରି ବିବାହ କରି ଥିଲେ ଗୋଟେ କଥା ହୋଇ ଥାନ୍ତା । ତେବେ ସେଠାରେ ଜଣେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭିଡିଓ ଟି କୁ ଭାଇରାଲ କରି ଦେଇଛି । ତେବେ ଆପଣ ମାନେ ସେହି ଭିଡିଓ ଟିକୁ ଦେଖନ୍ତୁ । ଆଉ କୁହନ୍ତୁ ଏଥିରେ କାହାର ଭୁଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।