ମୃତ୍ୟୁ ପୂର୍ବରୁ ଝିଅ ସହ ଅଧ ଘଣ୍ଟା କଥା ହୋଇଥିଲେ ବାପା, ହଠାତ ଆସିଥିଲା ଡାକ୍ତର ଖାନାରୁ କଲ୍,ଆଉ ତାପରେ ଭିଡ଼ିଓ ଦେଖିଲେ କାନ୍ଦିପକେଇବେ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ବାପା ଝିଅ କୁ ଫୋନ୍ କଲ୍ କରନ୍ତି ମା ରେ କେମିତି ଅଛୁ। ଝିଅ କହେ ବାପା ଆଜି ଆମ ମେଶ୍ ରେ ଚିକେନ ହୋଇଥିଲା ମୁଁ ଗିନା ରେ ଚିକେନ ଆଣି ରଖିଛି। ଅାଜି ଭାତ ଖାଇବା ପାଇଁ ଆଦୋ ବି ଇଚ୍ଛା ନାହିଁ ମାମା ଯେଉଁ ମୁଢି ଦେଇଥିଲେ ତାହା ମୁଁ ଆଜି ଚିକେନ ସହ ଖାଇବି।
ବାପା କହନ୍ତି ହଉ ମା ଭଲ ରେ ପାଠ ବଢିବୁ। ତ ମା ବହୁ ପରିଶ୍ରମ କରି ତତେ ପାଠ ପଢଉଛି।ଝିଅ କହେ ବାପା ମୁଁ ଏଥର କ୍ଲାସ୍ ରେ ଏଥର ୫ ନମ୍ବର ରେ ଅଛି। ପରିକ୍ଷା ସରିଲେ ଭଲ ଚାକିରି ବି ପାଇଯିବି।ଏତିକି କହିସାରି ବାପା ଫୋନ ରଖିଦେଇଥିଲେ।
ରାତି ୮ ରେ ବାପା ଝିଅ ଙ୍କ ସହ ଏମିତି କଥା ହୁଏ। ଆଉ ୯.୩୦ ରେ ତାଙ୍କ ମେଶ୍ ରୁ ଖବର ଆସେ ଝିଅ ବହୁତ ସିରିଏସ୍ ଆୟୁସୁ ରେ ଅଛି।ଆଉ ଏହାର ଠିକ୍ ପାଞ୍ଚ ଦିନ ପରେ ଘରର ଏପରି ଅବସ୍ଥା। କାନ୍ଦ ବୋବାଳି ରେ ଫାଟି ପଡୁଛି ଘର।
ସମ୍ମାନ ତାକୁ ଦିଅ ଯି ସମ୍ମାନ ପାଇବାର ଯୁଗ୍ଯ। ସିନିୟର ହେଲେ ବୋଲି କଣ ସେମାନେ ଖରାପ ବ୍ଯବହାର କରିବେ ଆମେ ସହି ଯିବା। ଆମେ ବି କହିବା। ଆଉ କାହା ପାଇଁ ସୁଇସାଇଡ କେବେବି କରନି ବାପା ମାଅା ଙ୍କୁ ଆଖି ଆଗରେ ରଖ। ରାଗିଙ୍ଗ୍ ହେଲେ ବି ଆମେ କେବେ ଛାଡିବୁନୁ। ମେଣ୍ଟାଲି ରାଗିଙ୍ଗ୍ ଗୋଟେ ପିଲାକୁ ହାରାସ କରିଦେବ। ପଠ ପଢାରେ ହଉ ବା ଘର ପରିବାର କୁ ନେଇ ସବୁଠାରେ ସେ କମିଯିବ।
ଝିଅ କହେ ବାପା ମୁଁ ଏଥର କ୍ଲାସ୍ ରେ ଏଥର ୫ ନମ୍ବର ରେ ଅଛି। ପରିକ୍ଷା ସରିଲେ ଭଲ ଚାକିରି ବି ପାଇଯିବି।ଝିଅ କହେ ବାପା ଆଜି ଆମ ମେଶ୍ ରେ ଚିକେନ ହୋଇଥିଲା ମୁଁ ଗିନା ରେ ଚିକେନ ଆଣି ରଖିଛି। ଅାଜି ଭାତ ଖାଇବା ପାଇଁ ଆଦୋ ବି ଇଚ୍ଛା ନାହିଁ ମାମା ଯେଉଁ ମୁଢି ଦେଇଥିଲେ ତାହା ମୁଁ ଆଜି ଚିକେନ ସହ ଖାଇବି।ବାପା କହନ୍ତି ହଉ ମା ଭଲ ରେ ପାଠ ବଢିବୁ। ତ ମା ବହୁ ପରିଶ୍ରମ କରି ତତେ ପାଠ ପଢଉଛି।
ଏତିକି କହିସାରି ବାପା ଫୋନ ରଖିଦେଇଥିଲେ। ରାତି ୮ ରେ ବାପା ଝିଅ ଙ୍କ ସହ ଏମିତି କଥା ହୁଏ। ଆଉ ୯.୩୦ ରେ ତାଙ୍କ ମେଶ୍ ରୁ ଖବର ଆସେ ଝିଅ ବହୁତ ସିରିଏସ୍ ଆୟୁସୁ ରେ ଅଛି।ବାପା କହନ୍ତି ହଉ ମା ଭଲ ରେ ପାଠ ବଢିବୁ। ତ ମା ବହୁ ପରିଶ୍ରମ କରି ତତେ ପାଠ ପଢଉଛି।ଝିଅ କହେ ବାପା ମୁଁ ଏଥର କ୍ଲାସ୍ ରେ ଏଥର ୫ ନମ୍ବର ରେ ଅଛି। ପରିକ୍ଷା ସରିଲେ ଭଲ ଚାକିରି ବି ପାଇଯିବି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।